ନମସ୍କାର , ଜୟ ଜଗନ୍ନାଥ
ମୁଁ ସ୍ଵାଗତିକା((ପ୍ରିୟା),ଏବେ କିଛି ବର୍ଷ ହେଲା ପରିବାର ସହିତ ଆମେରିକା ରେ ରହୁଛି I ଏତେ ଦୂର ରେ ରହି ମଧ୍ୟ, ଏଇ ଚାନେଲ ମାଧ୍ୟମ ରେ ସବୁ ଓଡ଼ିଆ ଲୋକ ମାନଙ୍କ ସହିତ ଯୋଡି ହେବା ମୋର ଉଦେଶ୍ୟ I ଆମେରିକା ର ସଂସ୍କୃତି, ଜୀବନ ଶୈଳୀ, ବିଭିନ୍ନ ପର୍ବ ପର୍ବାଣି ବିଷୟରେ ଆପଣମାନେ ଏହି ଚାନେଲ ରେ ଦେଖିପାରିବେ I ଆମେରିକା ଗୋଟେ ବହୁତ ସୁନ୍ଦର ଦେଶ , ଆଉ ମତେ ବୁଲିବାକୁ ବହୁତ ଭଲ ଲାଗେ I ତେଣୁ ଆପଣମାନଙ୍କୁ ବହୁତ ସୁନ୍ଦର ନୂଆ ନୂଆ ଜାଗା ସବୁ ବୁଲେଇକି ଦେଖେଇବି I ତା ସହିତ ନିଜ ଜୀବନର କିଛି ଅନୁଭୂତି ମଧ୍ୟ କହିବି I
ଆଶା କରୁଛି ଆପଣମାନଙ୍କୁ ଏହି ଚାନେଲ ଟି ନିଶ୍ଚୟ ଭଲ ଲାଗିବ ଏବଂ ଆମେ ଦେଖା ହେଉଥିବା ଭିଡ଼ିଓ ଗୁଡିକ ମାଧ୍ୟମରେ I
ଆପଣଙ୍କ ଦିନ ମଙ୍ଗଳମୟ ହେଉ I ଜୟ ଜଗନ୍ନାଥ
Follow me at
Facebook : www.facebook.com/iamswagdash
Instagram : @iamswagdash
For Paid Promotion: wa.me/message/5ATB3FRPC3JOM1
America ru Khati
ନୂଆବର୍ଷ ଉପଲକ୍ଷେ ଆପଣମାନଙ୍କୁ ଆନ୍ତରିକ ଶୁଭେଚ୍ଛା ସହ ବିପୁଳ ଅଭିନନ୍ଦନ।ଜୟ ଜଗନ୍ନାଥ।🌹🙏💖
Happy New year 2026🎉✨
6 days ago | [YT] | 142
View 3 replies
America ru Khati
New Long Video
1 month ago | [YT] | 6
View 0 replies
America ru Khati
🙏🏼କିଛି ସମୟ ଭିତରେ ଆସୁଛି Long video,କଣ କରୁଚୁ ଆମେ ମିଶିକି ଜାଣିପାରୁଛନ୍ତି କି କୁହନ୍ତୁ 😄
1 month ago | [YT] | 110
View 3 replies
America ru Khati
ପ୍ରଥମାଷ୍ଟମୀ ର ଅନେକ ଅନେକ ଶୁଭେଚ୍ଛା🙏🏼 ,କିଏ କିଏ ଘରେ ବଡ ଲେଖନ୍ତୁ 😁
1 month ago | [YT] | 46
View 3 replies
America ru Khati
Chak de Team India 🇮🇳
We are proud of you Indian Woman's Team
2 months ago | [YT] | 102
View 0 replies
America ru Khati
ଦୀପାବଳି ର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🏼🎇🧨🪔
2 months ago | [YT] | 109
View 4 replies
America ru Khati
https://youtu.be/IdTnmHItg9M?si=gTAYJ... New video
2 months ago | [YT] | 39
View 2 replies
America ru Khati
4 special India trip saree look Durgapuja 2025 🥰
2 months ago | [YT] | 8
View 0 replies
America ru Khati
ଦଶହରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🏼ମା ଦୁର୍ଗା ସବୁ ଦୁର୍ଗତି ନାଶ କରନ୍ତୁ 🙏🏼
3 months ago | [YT] | 67
View 0 replies
America ru Khati
Last day in Puri
3 months ago | [YT] | 3
View 0 replies
Load more