ନମସ୍କାର 🙏,
ଜୟ ଜଗନ୍ନାଥ ସାଙ୍ଗ ମାନେ 🥰, ମୁଁ ଆପଣମାନଙ୍କ ପ୍ରିୟ smartboy pabitra 🙋♂️
ମୁଁ ଆପଣ ମାନଙ୍କୁ, ଏକ ସୁନ୍ଦର channel ଭେଟି ଦେବାକୁ ଚାହୁଁଛି, ଯାହାର ନାଁ ହେଉଛି 👉 Smartboy ଙ୍କ କଲମରୁ ✍️😍✍️
ଆପଣ ମାନେ ଏହି channel ମାଧ୍ୟମରେ ସୁନ୍ଦର ସୁନ୍ଦର 👉Love sad, shayari ଓ dialogue video ଦେଖିବାକୁ ପାଇବେ 🫠😍🫠,
ପ୍ରେମର ❤ ଫଗୁଣେ ଫଗୁ ଭରିଦେଇ, ମୋ ମନ ନେଲ ଚୋରାଇ,ସେ ଫଗୁଣ ବି ଲାଜେଇ ଯାଏ,ଋତୁକୁ ଦିଏ ହଜାଇ🫠, ଏତେ ପ୍ରେମ କାଇଁ,ମୋ ପାଇଁ ତୁମର,ଏତେ ଯେ ମିଠା ହସ,, ସେ ହସରେ ଥାଏ, ଏତେ ଯେ ମୁକୁତା, ହୁଏ ତ ଖାଲି ମୁଁ ବେହୋସ ❤🥰❤,ଏହି ପରି ଦମ ଦାର shayari video ଦେଖିବାକୁ ପାଇବେ 😁
ନିହାତି ଏଇ channel ଟିକୁ like, share ଓ subscribe କରିବାକୁ ଜମାବି ଭୁଲିବେନି 🥰, ଓ ନିଶ୍ଚିତ comments କରି ଜଣାଇବେ video ଆପଣଙ୍କୁ କେମିତି ଲାଗୁଛି 😍,
ଆପଣ ମାନଙ୍କ ସେହ୍ନ, ଶ୍ରଦ୍ଧା, ଭଲ ପାଇବା ଓ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ 🙏🥰🙏
ରହିଲି,
ଜୟ ଜଗନ୍ନାଥ 🙏
ଆପଣମାନଙ୍କ ପ୍ରିୟ
Smartboy 🙋♂️
Disclaimer - This video published on this channel is my own creation and is ansured copyright law.
Smartboy Mix 2m
ଜୟ ଜଗନ୍ନାଥ 🙏, All viewers, We'll come to My YouTube channel 🥳 👉Smartboy Mix 2m 💐
5 months ago | [YT] | 0
View 0 replies
Smartboy Mix 2m
ତୁମେ କେବେ କେନ୍ଦ୍ରାପଡ଼ା ଆସିଛ କି?
No-1= Yes
No-2=No
1 year ago | [YT] | 1
View 0 replies
Smartboy Mix 2m
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କେଉଁ ଜିଲ୍ଲାରେ ପାଳିତ ହୁଏ ?
2 years ago | [YT] | 12
View 3 replies
Smartboy Mix 2m
Hirakud dam କେଉଁ ଜିଲ୍ଲାରେ ଅବସ୍ଥିତ ?
2 years ago | [YT] | 23
View 0 replies
Smartboy Mix 2m
ଆପଣ କେବେ Love କରିଛନ୍ତି କି ?
2 years ago | [YT] | 25
View 0 replies
Smartboy Mix 2m
ବାବା ଗୋରଖନାଥ ଙ୍କ ମନ୍ଦିର କେଉଁ ଜିଲ୍ଲା ରେ ଅବସ୍ଥିତ ?
2 years ago | [YT] | 14
View 0 replies
Smartboy Mix 2m
ଆପଣ କେଁଉ ଜିଲ୍ଲା ରୁ ମୋ video କୁ ଦେଖୁଛନ୍ତି ?
2 years ago | [YT] | 17
View 2 replies
Smartboy Mix 2m
ଆପଣଙ୍କୁ ମୋ video କେମିତି ଲାଗେ 🥰 ?
2 years ago | [YT] | 14
View 0 replies
Smartboy Mix 2m
ପଞ୍ଚଲିଙ୍ଗେଶ୍ୱର ମନ୍ଦିର କେଉଁ ଜିଲ୍ଲା ରେ ଅବସ୍ଥିତ ?
2 years ago | [YT] | 13
View 1 reply
Smartboy Mix 2m
ଆପଣ ମୋ Channel କୁ Subscribe କରିଛନ୍ତି କି ?
2 years ago | [YT] | 10
View 0 replies
Load more