Odisha Update Official

Odisha Update is a fastest-growing Regional Odia 24×7 Digital News Channel dedicated to bringing you fast, accurate, reliable and responsible news from across Odisha and beyond. From Breaking News, Politics, Crime, Education, Jobs, Sports, Entertainment, Culture & Public Issues, we bring you the stories that matter.
Our mission is simple — credible journalism in Odia, from Odisha, for Odisha.
📢 Citizen Journalist
Have news, photo or video? Send it on WhatsApp: 7381577542

Visit Our Facebook: www.facebook.com/profile.php?id=61593305704065
WhatsApp : whatsapp.com/channel/0029VbEPFgd7T8bfXb10gn3r
YouTube: youtube.com/@OdishaupdateOfficial24/
Instagram: [https://www.instagram.com/odisha_update_/]

Odisha Update — Your News. Your Voice. Your Odisha.
We Report. You Stay Updated.

Odisha Update Official

#ମାଗଣା_ଜ୍ଞାନ
ବ୍ୟଙ୍ଗାତ୍ମକ ଶୈଳୀରେ ସଚେତନ କରିବାର ଅଭିନବ ପ୍ଲାଟଫର୍ମ। ଆପଣ ଚାହିଁଲେ ମଧ୍ୟ ଆମ ପେଜରେ ଆପଣଙ୍କ ସ୍ଵରଚିତ ବ୍ୟଙ୍ଗାତ୍ମକ ଓ ସମାଲୋଚନା ମୂଳକ କବିତା ସ୍ଥାନିତ କରିପାରିବେ।
#କବିତା_ପଠାଇବା_ପାଇଁ_7381577542 ନମ୍ବରରେ ହ୍ୱାଟ୍ସଆପ କରନ୍ତୁ।
#OdishaUpdate #MaganaGyana #satire #poetry #ViralPost

1 day ago | [YT] | 1

Odisha Update Official

ଅକ୍ଟୋବର 15ରେ ଛାତ୍ର ସଂସଦ ନିର୍ବାଚନ: ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ମନ୍ତ୍ରୀ
#StudentElection

2 days ago | [YT] | 0

Odisha Update Official

#ମାଗଣା_ଜ୍ଞାନ
ବ୍ୟଙ୍ଗାତ୍ମକ ଶୈଳୀରେ ସଚେତନ କରିବାର ଅଭିନବ ପ୍ଲାଟଫର୍ମ। ଆପଣ ଚାହିଁଲେ ମଧ୍ୟ ଆମ ପେଜରେ ଆପଣଙ୍କ ସ୍ଵରଚିତ ବ୍ୟଙ୍ଗାତ୍ମକ ଓ ସମାଲୋଚନା ମୂଳକ କବିତା ସ୍ଥାନିତ କରିପାରିବେ।
#କବିତା_ପଠାଇବା_ପାଇଁ_7381577542 ନମ୍ବରରେ ହ୍ୱାଟ୍ସଆପ କରନ୍ତୁ।
#OdishaUpdate #MaganaGyana #satire #poetry #ViralPost

4 days ago | [YT] | 0

Odisha Update Official

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର
ଲିଟର ପିଛା ବୃଦ୍ଧି ହେଲା ୪ ଟଙ୍କା

Omfed Milk Prices Hiked From October 4 | Toned, Premium & Gold Plus Milk Rates Increase

ଆସନ୍ତା ୪ ତାରିଖରୁ ଓମ୍‌ଫେଡ୍‌ ଦୁଗ୍ଧର ବିଭିନ୍ନ ପ୍ରକାରର ଦର ବୃଦ୍ଧି ହେବ। ଟୋନ୍‌ଡ, ପ୍ରିମିୟମ ଓ ଗୋଲ୍ଡ ପ୍ଲସ୍‌ ଦୁଗ୍ଧର ଲିଟର ପିଛା ଦର ବଢ଼ିବ।
ଟୋନ୍‌ଡ ଦୁଗ୍ଧ ₹୫୪ରୁ ₹୫୮, ପ୍ରିମିୟମ ₹୫୮ରୁ ₹୬୦ ଓ ଗୋଲ୍ଡ ପ୍ଲସ୍‌ ₹୬୪ରୁ ₹୬୬ ହେବ।

Omfed is set to increase the prices of its milk products from October 4.
Toned milk will rise from ₹54 to ₹58 per litre, Premium from ₹58 to ₹60, and Gold Plus from ₹64 to ₹66.

#Omfed #MilkPriceHike #MilkPrice #OdishaNews #OmfedMilk #OdishaUpdate #BreakingNews

4 days ago | [YT] | 3

Odisha Update Official

#ମାଗଣା_ଜ୍ଞାନ
ବ୍ୟଙ୍ଗାତ୍ମକ ଶୈଳୀରେ ସଚେତନ କରିବାର ଅଭିନବ ପ୍ଲାଟଫର୍ମ। ଆପଣ ଚାହିଁଲେ ମଧ୍ୟ ଆମ ପେଜରେ ଆପଣଙ୍କ ସ୍ଵରଚିତ ବ୍ୟଙ୍ଗାତ୍ମକ ଓ ସମାଲୋଚନା ମୂଳକ କବିତା ସ୍ଥାନିତ କରିପାରିବେ।
#କବିତା_ପଠାଇବା_ପାଇଁ_7381577542 ନମ୍ବରରେ ହ୍ୱାଟ୍ସଆପ କରନ୍ତୁ।
#OdishaUpdate #MaganaGyana #satire #poetry #ViralPost

6 days ago | [YT] | 3

1 week ago | [YT] | 1

Odisha Update Official

ବୈଜୟନ୍ତ ପଣ୍ଡା ହେଲେ ମହାରାଷ୍ଟ୍ର ବିଜେପି ପ୍ରଭାରୀ।
#OdishaUpdate #BaijayantJayPanda #maharsthra #BJP #BJPOdisha #OdishaNews

2 weeks ago | [YT] | 0

Odisha Update Official

ଭୁବନେଶ୍ୱର ୱାର୍ଡ ନମ୍ବର ୪ର କର୍ପୋରେଟର ସୁକୁମାର ସାହୁଙ୍କ ଦେହାନ୍ତ।
ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ସହରବାସୀ ଓ ସହଯୋଗୀମାନେ। ୱାର୍ଡ ୪ର ୨୦୨୨ ନିର୍ବାଚନରେ ସୁକୁମାର ସାହୁ ବିଜେପି ପକ୍ଷରୁ ବିଜୟୀ ହୋଇଥିଲେ।

Bhubaneswar Ward No. 4 Corporator Sukumar Sahu has passed away.

#SukumarSahu #Bhubaneswar #BMC #Ward4 #Corporator #BhubaneswarNews #OdishaNews #OdishaLatestNews #OdishaUpdate #BMCNews

2 weeks ago | [YT] | 0

Odisha Update Official

ବାତ୍ୟାକୁ ଦୃଷ୍ଟିରେ ରଖି ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା। ସେପ୍ଟେମ୍ବର ୨୪ରେ ହେବାକୁ ଥିବା ପରୀକ୍ଷା ଏବେ ଅକ୍ଟୋବର ୩ ତାରିଖରେ ହେବ। ଦିନ ୧୦ଟାରୁ ୧୨ଟା ଯାଏଁ ପରୀକ୍ଷା ହେବ ବୋଲି ସୂଚନା।

2 weeks ago | [YT] | 2

Odisha Update Official

ପବିତ୍ର ନୂଆଁଖାଇ ଅବସରରେ ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ଜଣାଇଲେ ନୂଆଁଖାଇ ଜୁହାର୍।
#PMModi #NarendraModi #Nuakhai #NuakhaiJuhar #Nuakhai2026 #Odisha #OdishaNews #ModiInOdia #OdishaUpdate

3 weeks ago | [YT] | 0