Welcome to our Bhatli Dham youtube channel
ଜୁହାର🙏

ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭଟଲିଧାମ ର ଶ୍ରୀଶ୍ରୀ ଦଧିବାମନ ସ୍ୱାମୀଙ୍କର ପୂଜା, ଆଳତି ବାରମାସରେ ହେଉଥିବା ମହାପ୍ରଭୁଙ୍କର ବହୁତ ଗୁଡ଼ାଏ ବେଶ, ପର୍ବପର୍ବାଣୀ ଏବଂ ଓଡ଼ିଶା, ଓଡ଼ିଶା ବାହାରର କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ, ତୀର୍ଥସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀ ଦେଖି ପାରବେ ।।ଭିଡିଓ ଭଲ ଲାଗିଲେ ଭଟଲିଧାମ ୟୂଟ୍ୟୁବ୍ ଚେନାଲକେ ସବସ୍କ୍ରାଇବ୍ କରିବେ ।
। ଧନ୍ୟବାଦ ।

Odishara Deutiya Srikhetra Bhatlidham Srisri Dadhibamana Swami Puja arati,baramasare heuthiba Mahaprabhunkara bahutsare,besa,parbaparbani ebong, Odisha, Odisha baharara Kirtan,Sanskrutika Karyakrama Paryatanstali Dekhiparbe,ama channelre.
Dhanyabad

नमस्कार,आप हमारे चेनाल पे
ओड़ीशाके द्तिय श्री क्षेत्र भटलिधाम के
श्री श्री दधिबामन स्वामीजी के पूजा आरती ,उनके बारोमहिनो में होनेवाला बहत सारे बेशसभित्यौहारऔरओड़िशा, ओड़िशा बाहार केकिर्तन,तिर्थस्तान पर्यटन स्थल,केभिडिओ हमारे चेनाल देखने को मिलेगा।।भीडिओ अच्छेलगलाइक,ससक्राइग
धन्यवाद


Bhatlidham

ଦଧିବାମନ ତୋ ଭଟଲି ଶ୍ରୀକ୍ଷେତ୍ର 

                ଧାମ ବୈକୁଣ୍ଠ ସମାନ 

ଦରଶନ କରୁ କରୁ ଦରଶନ କରୁ କରୁ 

                  ତୋ ଶ୍ରୀମୁଖ ଦେଖି 

               ମନ ଦେହ ହେଉ ଲୀନ 

ଦଧିବାମନ ତୋ ଭଟଲି 

        ଶ୍ରୀକ୍ଷେତ୍ରଧାମ ବୈକୁଣ୍ଠ ସମାନ ll

ଜୟ ଜଗନ୍ନାଥ ଜୟ ଦଧିବାମନ ସ୍ୱାମୀ ⭕‼️⭕

ଦଧିବାମନ ଧାମ କି ଜୟ ଭଟଲିଧାମ କି ଜୟ 🙏🙏🙏

 

7 hours ago | [YT] | 35

Bhatlidham

ଦେଖଗୋ ସଖି ଦେଖଗୋ 

      ଦଧିବାମନ ରୂପ ଦେଖଗୋ 

ଶଙ୍ଖ ଚକ୍ର ବେନି ହସ୍ତରେ ଧରି 

      ପିତବସ୍ତ୍ର ଅଙ୍ଗେ ଶୋଭା ତାଙ୍କରି,

ଦେଖଗୋ ସଖି ଦେଖଗୋ 

      ଦଧିବାମନ ରୂପ ଦେଖଗୋ ll 

ଜୟ ଜଗନ୍ନାଥ⭕‼️⭕ ଜୟ ଦଧିବାମନ ସ୍ୱାମୀ ll 

ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ ll 

  

1 day ago | [YT] | 72

Bhatlidham

   ବ୍ରହ୍ମେଶ ବିଷ୍ଣୁ ରୂପିଣ୍ଂ 

             ତ୍ରିବେଣୀ ନିଧି ସଂଗମମ୍

ଶ୍ରୀକ୍ଷେତ୍ର ନିଳୟଂ ଦେବଂ 

        ନମାମି ଦଧିବାମନମ ll 

        ନମାମି ଦଧିବାମନମ ll 

  ଜୟ ଦଧିବାମନ ସ୍ୱାମୀ ⭕‼️⭕🚩🚩

ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ ⭕‼️⭕‼️

 

2 days ago | [YT] | 75

Bhatlidham

ହେ ଦଧିବାମନ ଦଧିବାମନ 

   ତବ ନାମ ଗାଇ ଗାଇ 

           ତବ ନାମ ଗାଇ ଗାଇ 

                     ଯାଉ ମୋର ଦିନ 

      ହେ ଦଧିବାମନ ଦଧିବାମନ 

ଜୟ ଜଗନ୍ନାଥ ସ୍ୱାମୀ ଜୟ ଦଧିବାମନ ସ୍ବାମୀ ⭕‼️⭕

ଦଧିବାମନ ଧାମ କି ଜୟ ଭଟଲିଧାମ କି ଜୟ 🙏🙏

3 days ago | [YT] | 73

Bhatlidham

ହେ ଦଧିବାମନ ଦଧିବାମନ 

   ତବ ନାମ ଗାଇ ଗାଇ 

           ତବ ନାମ ଗାଇ ଗାଇ 

                     ଯାଉ ମୋର ଦିନ 

      ହେ ଦଧିବାମନ ଦଧିବାମନ 

ଜୟ ଜଗନ୍ନାଥ ସ୍ୱାମୀ ଜୟ ଦଧିବାମନ ସ୍ବାମୀ ⭕‼️⭕

ଦଧିବାମନ ଧାମ କି ଜୟ ଭଟଲିଧାମ କି ଜୟ 🙏🙏

3 days ago | [YT] | 63

Bhatlidham

ଏ ପରା ଦେଖଗୋ ସଖି

      ଶ୍ରୀ ଦଧିବାମନ ନାମ ବହିଛି

ଯେ ନାମ ମୁଖରେ ଧରି କମଳି ସତୀ

       ପାଇଲେ ମୁକ୍ତି 

 ସେ ନାମେ କି ରସ ଅଛି

       ପାନ କଲା ଲୋକ ସିନା ଜାଣିଛି

       ପାନ କଲା ଲୋକ ସିନା ଜାଣିଛି ।।

ଜୟ ଜଗନ୍ନାଥ ଜୟ ଦଧିବାମନ ସ୍ୱାମୀ 🙏🙏🙏⭕‼️⭕

  ଶ୍ରୀ ଦଧିବାମନ ସ୍ୱାମୀ କି ଜୟ ଭଟଲିଧାମ କି ଜୟ 🙏🙏🙏

  

 

4 days ago | [YT] | 77

Bhatlidham

ପ୍ରଭୁ କି ସୁନ୍ଦର ଦିଶ ବସି ରତ୍ନସିଂହାସନ 

                               ପ୍ରଭୁ କି ସୁନ୍ଦର ଦିଶ 

ପାପୀ ମାନେ ତରିଗଲେ 

          ପାପୀ ମାନେ ତରିଗଲେ

                          କରି ତୁମ୍ଭ ଦରଶନ 

ପ୍ରଭୁ କି ସୁନ୍ଦର ଦିଶ ବସି ରତ୍ନ ସିଂହାସନ 

ଜୟ ଜଗନ୍ନାଥ ⭕‼️⭕ଜୟ ଦଧିବାମନ 

ଦଧିବାମନ ଧାମ କି ଜୟ ଭଟଲିଧାମ କି ଜୟ 🙏🙏

5 days ago | [YT] | 80

Bhatlidham

ମନ ରାଧେ କୃଷ୍ଣ ହରେ ଭଜରେ ତୁ ଭଜରେ
ମନ ରାଧେ କୃଷ୍ଣ ହରେ ଭଜରେ ତୁ ଭଜରେ
ନାମ କୁଞ୍ଜରେ ନାଚରେ ନାଚ ଧିରେ ଧିରେ
ନାମ କୁଞ୍ଜରେ ନାଚରେ ନାଚ ଧିରେ ଧିରେ
ମନ ରାଧେ କୃଷ୍ଣ ହରେ ଭଜରେ ତୁ ଭଜରେ
ଜୟ ଜଗନ୍ନାଥ ସ୍ୱାମୀ ଜୟ ଦଧିବାମନ ସ୍ୱାମୀ ⭕‼️⭕
ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ 🙏🙏🙏

6 days ago | [YT] | 44

Bhatlidham

ମନ ତୋଷିବି ଭଟଲି ଶ୍ରୀକ୍ଷେତ୍ର ମୁଁ ଯିବି 

           ମନ ତୋଷିବି ଭଟଲି ଶ୍ରୀକ୍ଷେତ୍ର ମୁଁ ଯିବି 

ଯହିଁ ଆବିର୍ଭାବ ମୂର୍ତ୍ତି 

           ଯହିଁ ଆବିର୍ଭାବ ମୂର୍ତ୍ତି 

                 ଦର୍ଶନ ମୁଁ କରିବି 

ଭଟଲି ଶ୍ରୀକ୍ଷେତ୍ର ମୁ ଯିବି ଭଟଲି ଶ୍ରୀକ୍ଷେତ୍ର ମୁଁ ଯିବି ll 


ଜୟ ଜଗନ୍ନାଥ ଜୟ ଦଧିବାମନ ସ୍ୱାମୀ ⭕‼️⭕

ଦଧିବାମନ ଧାମ କି ଜୟ ଭଟଲି ଧାମ କି ଜୟ 🙏🙏🙏🙏

1 week ago | [YT] | 7