ଓଡ଼ିଶା ଖବର।
Bitarka News
ନୂଆପାଟଣା ମା କଳାପାଟ ଙ୍କ ଦର୍ଶନ କରନ୍ତୁ।
2 years ago | [YT] | 97
View 2 replies
ଜୟ ରାଧାକୃଷ୍ଣ।ଦୋଳ ଗୋବିନ୍ଦ#Bitarkanews #odisha #subscribe #god #radha #krishna
2 years ago | [YT] | 13
View 0 replies
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ରେ ଆପଣଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା।।Bitarkanews।।swarajpanda #Bitarkanews #rathayatra #swarajpanda #puri #odisha
3 years ago | [YT] | 3
ବିପର୍ଯ୍ୟୟ ପରିଚାଳନା ପାଇଁ ମକଡ୍ରିଲ।।Bitarkanews।।swarajpanda ତିଗିରିଆ: ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ପରିଚାଳନା ପାଇଁ ବାତ୍ୟା ଆଶ୍ରୟସ୍ଥଳୀସ୍ତରୀୟ ସାମୁହିକ ଅଭ୍ୟାସ ପ୍ରଦର୍ଶନ ସୋମବାର ଅନୁଷ୍ଠିତ ହୋଇଯାଇଛି l ତିଗିରିଆ ବ୍ଳକ ଅନ୍ତର୍ଗତ ବଉଳାଙ୍ଗ, ହାଟମାଳ ଏବଂ ଗଦାଧରପୁର ଗ୍ରାମରେ ଥିବା ବାତ୍ୟା ବନ୍ୟା ବିିପର୍ଯ୍ୟୟ ଆଶ୍ରୟସ୍ଥଳ ଠାରେ ସାମୁହିକ ଅଭ୍ୟାସ ପ୍ରଦର୍ଶନ କରଯାଇଥିଲା l ତିଗିରିଆ ଅଗ୍ନିଶମ ବିଭାଗ ଏବଂ ବ୍ଲକ ସ୍ତରୀୟ ଆପଦ ମିତ୍ରମାନେ ବାତ୍ୟା, ବନ୍ୟା ବେଳେ କିଭଳି ଭାବେ ଆଖ ପାଖରେ ଉପଲବ୍ଧ ଉପକରଣକୁ ବ୍ୟବହାର କରି ବିପଦରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରାଯିବ ସେନେଇ ଅଭ୍ୟାସ ପ୍ରଦର୍ଶନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବଉଳାଙ୍ଗ ଠାରେ ତହସିଲଦାର ପ୍ରମୋଦ କୁମାର ବାସ୍କେ, ହାଟମାଳ ଏବଂ ଗଦାଧରପୁର ଠାରେ ଅତିରିକ୍ତ ବିଡ଼ିଓ ଅଭିପ୍ସା ସ୍ବାଇଁ ଯୋଗଦେଇଥିବା ବେଳେ ପ୍ରତ୍ୟେକ ଆଶ୍ରୟ ସ୍ଥଳୀରେ ବ୍ଲକ ନୋଡାଲ ଅଧିକାରୀ ଭାବେ ସାମାଜିକ ସୁରକ୍ଷା ଅଧିକାର ଗଙ୍ଗାଧର ବେହେରା, ସ୍ବେଚ୍ଛାସେବୀ ସଂଗଠନ ବିକାଶର କାର୍ଯ୍ୟକ୍ରମ ଅଧିକାରୀ ସୂଚିତ କୁମାର ସାହୁ, ତିଗିରିଆ ଭରପ୍ରାପ୍ତ ଅଗ୍ନିଶମ ଅଧିକାରୀ ପ୍ରତାପ କୁମାର ବେହେରାଙ୍କ ସହିତ ଅଗ୍ନିଶମ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ | ସେହିଭଳି ଆଶ୍ରୟ ସ୍ଥଳ ଗୁଡ଼ିକର କର୍ମକର୍ତ୍ତା ପୁଷ୍ପିତା ସ୍ବାଇଁ, ସୁରେନ୍ଦ୍ର ସ୍ବାଇଁ, ବ୍ରଜବନ୍ଧୁ ପଣ୍ଡା, ପ୍ରିତିମୟୀ ପଣ୍ଡା, ବସନ୍ତ ସାମଲ, ପ୍ରମୁଖ ନିଜ ନିଜ ଆଶ୍ରୟ ସ୍ଥଳ ଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ସ୍ଥାନୀୟ ଜନସାଧାରଣ, ଯୁବଗୋଷ୍ଠୀ, ମିଶନଶକ୍ତି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଗ୍ରାମ ମୁରବୀମାନେ ଉପସ୍ଥିତ ରହିଥିଲେ |#Bitarkanews #swarajpanda #tigiria #cuttack #odisha
3 years ago | [YT] | 2
Bitarka News
ନୂଆପାଟଣା ମା କଳାପାଟ ଙ୍କ ଦର୍ଶନ କରନ୍ତୁ।
2 years ago | [YT] | 97
View 2 replies
Bitarka News
ଜୟ ରାଧାକୃଷ୍ଣ।
ଦୋଳ ଗୋବିନ୍ଦ
#Bitarkanews #odisha #subscribe #god #radha #krishna
2 years ago | [YT] | 13
View 0 replies
Bitarka News
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ରେ ଆପଣଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା।।Bitarkanews।।swarajpanda
#Bitarkanews #rathayatra #swarajpanda #puri #odisha
3 years ago | [YT] | 3
View 0 replies
Bitarka News
ବିପର୍ଯ୍ୟୟ ପରିଚାଳନା ପାଇଁ ମକଡ୍ରିଲ।।Bitarkanews।।swarajpanda
ତିଗିରିଆ: ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ପରିଚାଳନା ପାଇଁ ବାତ୍ୟା ଆଶ୍ରୟସ୍ଥଳୀସ୍ତରୀୟ ସାମୁହିକ ଅଭ୍ୟାସ ପ୍ରଦର୍ଶନ ସୋମବାର ଅନୁଷ୍ଠିତ ହୋଇଯାଇଛି l ତିଗିରିଆ ବ୍ଳକ ଅନ୍ତର୍ଗତ ବଉଳାଙ୍ଗ, ହାଟମାଳ ଏବଂ ଗଦାଧରପୁର ଗ୍ରାମରେ ଥିବା ବାତ୍ୟା ବନ୍ୟା ବିିପର୍ଯ୍ୟୟ ଆଶ୍ରୟସ୍ଥଳ ଠାରେ ସାମୁହିକ ଅଭ୍ୟାସ ପ୍ରଦର୍ଶନ କରଯାଇଥିଲା l ତିଗିରିଆ ଅଗ୍ନିଶମ ବିଭାଗ ଏବଂ ବ୍ଲକ ସ୍ତରୀୟ ଆପଦ ମିତ୍ରମାନେ ବାତ୍ୟା, ବନ୍ୟା ବେଳେ କିଭଳି ଭାବେ ଆଖ ପାଖରେ ଉପଲବ୍ଧ ଉପକରଣକୁ ବ୍ୟବହାର କରି ବିପଦରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରାଯିବ ସେନେଇ ଅଭ୍ୟାସ ପ୍ରଦର୍ଶନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବଉଳାଙ୍ଗ ଠାରେ ତହସିଲଦାର ପ୍ରମୋଦ କୁମାର ବାସ୍କେ, ହାଟମାଳ ଏବଂ ଗଦାଧରପୁର ଠାରେ ଅତିରିକ୍ତ ବିଡ଼ିଓ ଅଭିପ୍ସା ସ୍ବାଇଁ ଯୋଗଦେଇଥିବା ବେଳେ ପ୍ରତ୍ୟେକ ଆଶ୍ରୟ ସ୍ଥଳୀରେ ବ୍ଲକ ନୋଡାଲ ଅଧିକାରୀ ଭାବେ ସାମାଜିକ ସୁରକ୍ଷା ଅଧିକାର ଗଙ୍ଗାଧର ବେହେରା, ସ୍ବେଚ୍ଛାସେବୀ ସଂଗଠନ ବିକାଶର କାର୍ଯ୍ୟକ୍ରମ ଅଧିକାରୀ ସୂଚିତ କୁମାର ସାହୁ, ତିଗିରିଆ ଭରପ୍ରାପ୍ତ ଅଗ୍ନିଶମ ଅଧିକାରୀ ପ୍ରତାପ କୁମାର ବେହେରାଙ୍କ ସହିତ ଅଗ୍ନିଶମ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ | ସେହିଭଳି ଆଶ୍ରୟ ସ୍ଥଳ ଗୁଡ଼ିକର କର୍ମକର୍ତ୍ତା ପୁଷ୍ପିତା ସ୍ବାଇଁ, ସୁରେନ୍ଦ୍ର ସ୍ବାଇଁ, ବ୍ରଜବନ୍ଧୁ ପଣ୍ଡା, ପ୍ରିତିମୟୀ ପଣ୍ଡା, ବସନ୍ତ ସାମଲ, ପ୍ରମୁଖ ନିଜ ନିଜ ଆଶ୍ରୟ ସ୍ଥଳ ଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ସ୍ଥାନୀୟ ଜନସାଧାରଣ, ଯୁବଗୋଷ୍ଠୀ, ମିଶନଶକ୍ତି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଗ୍ରାମ ମୁରବୀମାନେ ଉପସ୍ଥିତ ରହିଥିଲେ |
#Bitarkanews #swarajpanda #tigiria #cuttack #odisha
3 years ago | [YT] | 2
View 0 replies