I am not here to compete with other people.
I listen to my own heart and dance to the beat
of my own drum.
I have no desire to imitate others,
I am content in my uniqueness.
I create my reality with my own way of thinking,
my own ideas and aspirations.
I shine my own light and live my own truth.
I refuse to deviate from my values.
Everything I have ever experienced
made me who I am,
And I am happy,
being me ...
SB
Sibani Dash
ପ୍ରଥମାଷ୍ଟମୀ ର ଅନେକ ଶୁଭେଚ୍ଛା 🌹
ଈଶ୍ୱର ପ୍ରତ୍ୟେକ ସନ୍ତାନ ମାନଙ୍କର ମଙ୍ଗଳ କରନ୍ତୁ ❤️
#prathamastami #odiaculture #sidhishrre
1 month ago | [YT] | 1
View 0 replies
Sibani Dash
Happy diwali 🪔
2 months ago | [YT] | 0
View 0 replies
Sibani Dash
Nature is the best healer 🌹Give sometime to yourself...
3 months ago | [YT] | 1
View 0 replies
Sibani Dash
ବ୍ରହ୍ମ କମଳ ଫୁଲ ମା ଭଗବତୀ ଙ୍କ ପାଖରେ ସମର୍ପଣ ହେଲା 🥰🥰#bramhakamala #rareplant
4 months ago (edited) | [YT] | 2
View 0 replies
Sibani Dash
Happy janmastami 🌹🌹🌹🌹
4 months ago | [YT] | 4
View 0 replies
Sibani Dash
ଏ ମନ୍ଦାର ଗଛ ର ଡାଳ ଖଣ୍ଡେ ଆଣିକି ଲଗେଇ ଥିଲି ଯେ କେତେ ସୁନ୍ଦର ଫୁଲ ଟିଏ ଦେଇଛି.... 🌺
ମଣିଷ ଏ ଗଛରୁ ହେଲେ କିଛି ଶିଖନ୍ତା ଭଲା... 🍁
.. 🌺ଶୁଭ ସକାଳ 🌺
ଜୟ ଜଗନ୍ନାଥ 🙏🙏🙏
5 months ago | [YT] | 2
View 0 replies
Sibani Dash
ନା ମୋର followers ବଢିବାର ଚିନ୍ତା,, ନା ମୋର likes, comments ଆଉ views ର tension...
ମୁଁ ଚାହେଁ ମୋର ପ୍ରତିଟି କର୍ମ ଈଶ୍ୱରଙ୍କ ପାଇଁ ସମର୍ପିତ ହଉ....
... କାରଣ...
ମୁଁ ଜାଣିଛି
ଶେଷରେ ଯେତେବେଳେ ସମସ୍ତେ ହାତ ଛାଡି ଦେବେ, ସିଏ ଜଣେ ହିଁ ଆପଣେଇ ନେବେ....
କାରଣ...
ମୁଁ ଦେଖିଛି ହତାଶ ଆଉ ନିରାଶ ବେଳାରେ ସିଏ ହିଁ ସାହସର ମହାଦ୍ରୁମ ହୋଇ ଆଶ୍ରା ଦିଅନ୍ତି....
... କାରଣ.....
ମୋର ମଣିଷ କି ମଣିଷତ୍ୱ ଉପରେ ଆଉ ଭରସା ନାହିଁ 😔
.... କାରଣ ମୁଁ ଜାଣିଛି ଶେଷରେ ଈଶ୍ୱରଙ୍କ ପାଇଁ ସମର୍ପିତ ହୋଇଥିବା ପ୍ରତିଟି କର୍ମର ଫଳ ହିଁ ଇହକାଳ ଆଉ ପରକାଳ ରେ ଅନ୍ଧାର ମାର୍ଗ ରେ ଆଲୋକ ବର୍ତ୍ତିକା ସାଜିବ 🌹🌹
....
ଜୟ ଜଗନ୍ନାଥ 🙏🙏🙏
ସ୍କୁଲ ରେ ପଢୁଥିଲା ବେଳେ ମୁଁ
ମୋ ଡ଼ାଇରୀ ରେ ଆଙ୍କି ଥିବା ଜଗନ୍ନାଥଙ୍କ ଏକ ଛବି 💠
#youtubereels #JayJagannath #myart #13yearsago #oldmemories #blessings
5 months ago | [YT] | 3
View 0 replies