youthodia

ବଳି ବାମନ ଜନ୍ମ ରେ ପତିତପାବନ ମହାପ୍ରଭୁଙ୍କ ଦର୍ଶନ 🙏🏻🙏🏻

2 years ago | [YT] | 825

youthodia

ନ କର୍ମଣାମନାରମ୍ଭାନ୍ନୈଷ୍କର୍ମ୍ୟଂ ପୁରୁଷୋ‌உଶ୍ନୁତେ |
ନ ଚ ସଂନ୍ୟସନାଦେଵ ସିଦ୍ଧିଂ ସମଧିଗଚ୍ଛତି ||-
କର୍ମ ଆରମ୍ଭ ନକରି ଏ ଦୁନିଆରେ କେହି ନିଷ୍କର୍ମତା ଅନୁଭବ କରେ ନାହିଁ ଏବଂ ସନ୍ୟାସ(କର୍ମତ୍ୟାଗ) ନେଲେ ମଧ୍ୟ କେହି ସିଦ୍ଧିପ୍ରାପ୍ତି କରିନାହାନ୍ତି ।

2 years ago | [YT] | 1,862

youthodia

ଇଦଂ ଜ୍ଞାନମୁପାଶ୍ରିତ୍ୟ ମମ ସାଧର୍ମ୍ୟମାଗତାଃ |
ସର୍ଗେ‌உପି ନୋପଜାୟନ୍ତେ ପ୍ରଲୟେ ନ ଵ୍ୟଥନ୍ତି ଚ ||

ଯେଉଁମାନେ ଏହି ଜ୍ଞାନକୁ ଆଶ୍ରୟକରି ମୋ ସହିତ ଏକତ୍ୱ ଲାଭ କରିଥାନ୍ତି ସେମାନେ ସୃଷ୍ଟି କାଳରେ ପୁଣି ଜନ୍ମ ଲାଭ କରନ୍ତି ନାହିଁ କି ପ୍ରଳୟ କାଳରେ ଦୁଃଖ ଯନ୍ତ୍ରଣାରେ ଛଟପଟ ହୁଅନ୍ତି ନାହିଁ ।

2 years ago | [YT] | 2,020

youthodia

2 years ago | [YT] | 1,661

youthodia

ବିଶେଷ ସୂଚନା
୯.୮.୨୦୨୩ ବୁଧବାର ଶ୍ରାବଣ-ମଳ କୃଷ୍ଣ ନବମୀ ତିଥି, ଶ୍ରୀବିଗ୍ରହ ମାନଙ୍କ *ବନକଲାଗି* ନୀତି ଅନୁଷ୍ଠିତ ହେବ ।
ଏଣୁ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୧୧..୦୦ ଟିକା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।

2 years ago | [YT] | 1,650

youthodia

ଅଭ୍ୟାସୟୋଗୟୁକ୍ତେନ ଚେତସା ନାନ୍ୟଗାମିନା |
ପରମଂ ପୁରୁଷଂ ଦିଵ୍ୟଂ ୟାତି ପାର୍ଥାନୁଚିନ୍ତୟନ ||
ହେ ପାର୍ଥ ଅଭ୍ୟାସଯୋଗରେ ଯୁକ୍ତ ଓ ଅନ୍ୟ ଚିନ୍ତନରହିତ ଚିତ୍ତ ଦ୍ୱାରା ପରମ ଦିବ୍ୟ ପୁରୁଷଙ୍କୁ ଚିନ୍ତନ କରି ଶରୀର ଛାଡୁଥିବା ମନୁଷ୍ୟ ପରମ ଦିବ୍ୟ ପୁରୁଷଙ୍କୁ ପ୍ରାପ୍ତ ହୁଅନ୍ତି ।

2 years ago | [YT] | 1,579

youthodia

ମୃତ୍ୟୁଃ ସର୍ଵହରଶ୍ଚାହମୁଦ୍ଭଵଶ୍ଚ ଭଵିଷ୍ୟତାମ |
କୀର୍ତିଃ ଶ୍ରୀର୍ଵାକ୍ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃ କ୍ଷମା

ମୁଁ ହେଉଛି ସର୍ବଗ୍ରାସୀ ମୃତ୍ୟୁ । ଅଭ୍ୟୁଦୟ ହେଉଥିବା ବ୍ୟକ୍ତିମାନଙ୍କର ଭବିଷ୍ୟତ ଏବଂ ନାରୀ ସୁଲଭ ଗୁଣମାନଙ୍କ ମଧ୍ୟରେ ମୁଁ ଯଶ, ଶ୍ରୀ, ବାଣୀ, ସ୍ମୃତି, ମେଧା, କ୍ଷମା ଓ ଧୃତି ଗୁଣ ଗୁଡିକ ।

2 years ago | [YT] | 1,713

youthodia

2 years ago | [YT] | 1,672

youthodia

ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବେଶ ର ବହୁତ ସୁନ୍ଦର ଚିତ୍ର...

2 years ago | [YT] | 1,651