Simple Home Cooking by Tutu & Bini 🍲❤️
Couple cooking love and recipes
Easy Meals • Tiffin Ideas • Weekly Planning
For Kids 👧 • Family 👨👩👧 • Busy Days ⏰
Making everyday cooking simple & stress-free
Plan Simple • Cook Easy • Live Better ✨
New videos every day 🎥
Channel ରେ upload ହେଉଥିବା ଭିଡ଼ିଓ କୁ ସର୍ବ ପ୍ରଥମେ ଦେଖିବା ପାଇଁ ଭିଡ଼ିଓ ତଳେ ଥିବା ଲାଲ ରଙ୍ଗର SUBSCRIBE ରେ click କରନ୍ତୁ ଆଉ Notification bell କୁ🔔 on କରନ୍ତୁ l ଭିଡ଼ିଓ ଭଲ ଲାଗିଲେ କିମ୍ବା ଆପଣଙ୍କର ଉପକାର ରେ ଆସିଲେ Like👍 କରନ୍ତୁ ,ସୋସିଆଲ ମିଡ଼ିଆ ରେ share କରନ୍ତୁ ଏବଂ ନିଜର ମୂଲ୍ୟବାନ ଅନୁଭବ comment ବକ୍ସ ରେ ଲେଖନ୍ତୁ l ଆପଣ ମାନଙ୍କ ର ଭଲ ପାଇବା ଏମିତି ଆମ ସାଙ୍ଗରେ ରହିଥାଉ
Tutu Bini Food Stories
ଆଜିର ଦିନଟା ଆମ ପାଇଁ ଟିକେ special 🙏ଭୋଗ ଥାଳି 🕉️| Indu Purnima & Bhagavata Janma | Odia Bhoga Recipes
https://youtu.be/FSZo7UGTGUI
2 weeks ago |[YT] | 265
View 2 replies
Tutu Bini Food Stories
Full Day Tension Free‼️🥗 ସକାଳୁ ରାତି ପର୍ଯ୍ୟନ୍ତ Healthy Meals Routine | କମ୍ ତେଲ, ଅଧିକ ସ୍ୱାଦ 😋
https://youtu.be/1lLcTrh-1WE
କଣ ପସନ୍ଦ ଲାଗିଲା idea ‼️
3 months ago |[YT] | 13
View 0 replies
Tutu Bini Food Stories
ସକାଳୁ ରାତି ପର୍ଯ୍ୟନ୍ତ ଏହିପରି Healthy ଖାଦ୍ୟ ଖାଇବାକୁ ଆପଣ ପସନ୍ଦ କରିବେ କି?
3 months ago |[YT] | 15
View 1 reply
Tutu Bini Food Stories
Raja vibes raja pitha pana all changed over the time but my raja queen smile is always there in my heart...
Happy ପହିଲି ରଜ 🦋
4 months ago |[YT] | 303
View 9 replies
Tutu Bini Food Stories
ଆଜି lunch box ରେ କଣ ସ୍ପେସିଆଲ ରୋଷେଇ କରିବି ଭାବି ଏଇଟା ବନେଇଦେଲି ❤️ | Ghara Lunch 🍲”
https://youtu.be/UoPSy1o9YcE
6 months ago |[YT] | 9
View 0 replies
Tutu Bini Food Stories
ପିଲାଙ୍କ Summer Vacation କେମିତି plan କରୁଛି? 🌿 | Kids Routine with spirituality ✨
https://youtu.be/QsghaDmc2t8
6 months ago |[YT] | 4
View 0 replies
Tutu Bini Food Stories
ସମସ୍ତେ ହୋଲିକୁ 🎨 ରଙ୍ଗର ଦିନ ବୋଲି ଭାବନ୍ତି‼️କିନ୍ତୁ ଆମ ପାଇଁ 🏵️ Devotion, Family & Faith ✨
https://youtu.be/izRHQxKR29w
7 months ago |[YT] | 4
View 0 replies
Tutu Bini Food Stories
ମହାଶିବରାତ୍ରିର ବହୁତ ଶୁଭେଚ୍ଛା 🙏
With this Mahashivaratri energy, I choose strength over fear. 🔱
ମୋ ପଥ କେତେ tough ହେଉ…
Mahadev, give me the courage to survive, stay steady, and grow stronger every single day. 🤍
Har Har Mahadev. 🌙
8 months ago |[YT] | 158
View 9 replies
Tutu Bini Food Stories
🌼 ଏକ ଛୋଟ update 🌼
ସମସ୍ତଙ୍କୁ ମୋର ପ୍ରଣାମ 🙏
ଏହି ସମୟରେ ମୁଁ ଜୀବନର ଗୋଟିଏ tough phase ଦେଇ ଯାଉଛି ।ସେଥିପାଇଁ କିଛି ସମୟ ଧରି video ଆସୁନି ।
ତଥାପି ଆପଣମାନେ ଯେଭଳି message, DM, ଓ ଭଲପାଇବା ପଠାଉଛନ୍ତି — ଏହା ମୋ ପାଇଁ ସତରେ strength ❤️
ହୃଦୟରୁ thank you ।
ମୁଁ ଧୀରେ ଧୀରେ recover କରୁଛି,
ସମ୍ପୂର୍ଣ୍ଣ ଭାବେ ଫେରିବାକୁ ଅଳ୍ପ time ଆଉ ଦରକାର ।
ଦୟାକରି ଆଉ ଅଳ୍ପ patience ରଖନ୍ତୁ 🙏
ଭଗବାନଙ୍କ କୃପାରୁ ମୁଁ ନିଶ୍ଚିତ ଭାବେ ଖୁବ ଶୀଘ୍ର ଫେରିବି ।
ଆପଣମାନଙ୍କର support ଓ ଆଶୀର୍ବାଦ —
ଏହା ମୋର ସବୁଠୁ ବଡ଼ ସାହାରା 🌸
— See you very soon 💛
8 months ago |[YT] | 75
View 25 replies
Tutu Bini Food Stories
✨🌅 Happy New Year 🤍🌿
Life grows quietly—one brave day at a time 🌱
May this year bring peace to your mind and strength to your steps.
ନୂଆ ବର୍ଷ ଶାନ୍ତି ଓ ସକାରାତ୍ମକତା ଆଣୁ ✨
Thank you for being here, always 🤍
Let’s move forward—real and hopeful 🌄💫
9 months ago |[YT] | 245
View 8 replies
Load more