⏰️24×7 always available to Clear Your Doubts 👍👍👍

Hi, I am AJIT RAY and You are Watching ROY TUTORIAL.This is an Educational Channel. We will provide you all videos related to High School Mathematics(8th, 9th,10th). We always try to teach you so easy steps that you can clear all your doubts 👍👍.



📱Why You Choose ROY TUTORIAL:

👨🏻‍🏫Very easy teaching that every one can understand everything
🔴 Premiere Interactive Session
📕Get Study Materials
📚 Objective Questions Discussion
📃Ask Doubt Anytime Anywhere
📈Get Every New Updates
📝 Previous Year Exam Paper Discussion
📝 Result Oriented Approach
⏱️ Study in Your Own Schedule Anytime Anywhere



⏰️TIME SCHEDULE⏰️

➡️CLASS VIII--6.00p.m
➡️CLASS IX --7.00p.m
➡️CLASS X --9.00p.m

🔥TOPIC COVER🔥

➡️CLASS VIII--Objective,Subjective
➡️CLASS IX--Objective, Subjective
➡️CLASS X --Objective,Subjective

🔥
FOR MORE UPDATES PLZ LIKE,SHARE, SUBSCRIBE OUR CHANNEL... NEED YOUR SUPPORT 🙏🙏🙏


ROY TUTORIAL

🌸 ଜନ୍ମାଷ୍ଟମୀ ଉପଲକ୍ଷେ ଶୁଭେଚ୍ଛା 🌸
ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। 🙏🦚💙
ଭଗବାନ ଶ୍ରୀକୃଷ୍ଣଙ୍କ କୃପାରେ ଆପଣଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ। 🌺✨
ଏହି ପବିତ୍ର ଦିନରେ ଆମ ମନରୁ ଅହଂକାର, ଦୁଃଖ ଓ ନକାରାତ୍ମକତା ଦୂର ହୋଇ ସତ୍ୟ, ଧର୍ମ ଓ ଭକ୍ତିର ପଥରେ ଆଗେଇବାର ପ୍ରେରଣା ମିଳୁ। 🪷🪔
ଜୟ ଶ୍ରୀକୃଷ୍ଣ 🙏💙
ଶୁଭ ଜନ୍ମାଷ୍ଟମୀ! 🌸🦚
#ଜନ୍ମାଷ୍ଟମୀ #ଶୁଭଜନ୍ମାଷ୍ଟମୀ #ଜୟଶ୍ରୀକୃଷ୍ଣ #ଶ୍ରୀକୃଷ୍ଣ #Janmashtami #HappyJanmashtami #Krishna #OdiaPost #OdiaStatus

3 weeks ago | [YT] | 11

ROY TUTORIAL

5 months ago | [YT] | 31

ROY TUTORIAL

ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁବେଚ୍ଛା 🇮🇳🇮🇳🇮🇳🇮🇳🇮🇳🇮🇳🇮🇳

2 years ago | [YT] | 57

ROY TUTORIAL

ଆସନ୍ତା କାଲି ରାତି 9.00 p.m ରେ Saurav Testpapers ରୁ MCQ video upload ହବ...... ସମସ୍ତେ ପ୍ରସ୍ତୁତ ରୁହ..... 👍👍👍👍👍

2 years ago | [YT] | 35

ROY TUTORIAL

ଆଜି ରାତିରେ Objective Class ଟି ବନ୍ଦ ରହିବ.... କାଲି ପୁଣି ସେଇ 8.30p.m ରେ Class ହବ 👍👍👍👍

3 years ago | [YT] | 33

ROY TUTORIAL

ପବିତ୍ର ଶିଶୁଦିବସ ଉପଲକ୍ଷେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ROY TUTORIAL ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐💐💐💐💐

3 years ago | [YT] | 94

ROY TUTORIAL

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ROY TUTORIAL ତରଫରୁ ହାର୍ଦ୍ଧିକ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 💐💐💐💐💐

3 years ago | [YT] | 117

ROY TUTORIAL

ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ROY TUTORIAL ତରଫରୁ ହାର୍ଦ୍ଧିକ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 💐💐💐💐💐💐

3 years ago | [YT] | 133

ROY TUTORIAL

ଦେହ ଖରାପ ଥିବାରୁ ଆଜି ଭିଡ଼ିଓ Upload ହେଇପାରିବନି...... ସେଥିପାଇଁ ମୁଁ ଦୁଃଖିତ..... ଆସନ୍ତାକାଲି ପୁଣି ସେଇ ସମୟରେ ଭିଡ଼ିଓ upload ହବ 👍👍👍👍👍KEEP SUPPORTING

4 years ago | [YT] | 59