The Samata- ସମତା

Samata, Voice of the people

Samata is a digital platform to truthfully speak about the socio-political and cultural lives of our time and the world.

As a journalistic entity we are committed to the idea of democracy and Constitutional morality and be the voice of probity. 

Between propaganda and counter propaganda, We stand by the people and always question the power. 

Fearlessly we will fight to protect democratic and human rights of the citizens. Our aim is to present enough pictures from all possible perspectives so that you get a chance to form informed opinion. 

We believe in the power of the people. We need your support. 

Editor- Kedar Mishra 
For contact- kedarsikha@gmail.com

 

ସମତା ଆମ ସମୟ ଓ ପୃଥିବୀର ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଜୀବନର କାହାଣୀ କହିବ ।

ମୁକ୍ତ ଏବଂ ନିରପେକ୍ଷ ଭାବରେ ଲୋକଙ୍କ କାହାଣୀ କହିବା ଆମର ଧର୍ମ ।

ରାଜନୀତିରେ ଆମେ ଲୋକପକ୍ଷରେ ରହିବୁ । 

ଗଣତନ୍ତ୍ର, ମାନବ ଅଧିକାର ଏବଂ ମୁକ୍ତ ଚିନ୍ତନ ସପକ୍ଷରେ ଆମେ ସବୁବେଳେ ନିର୍ଭୀକ ଭାବରେ ଠିଆ ହେବୁ ।  

ସମ୍ପାଦକ - କେଦାର ମିଶ୍ର


The Samata- ସମତା

There will be no Samata Live tomorrow on 1st April. See you on 2nd April at 6 PM.

3 days ago | [YT] | 11

The Samata- ସମତା

There will be no Samata Live today. See you tomorrow evening at 6 pm.

1 week ago | [YT] | 18

The Samata- ସମତା

There will be no Samata Live today.

2 weeks ago | [YT] | 15

The Samata- ସମତା

Friday is the weekly off day for the Samata Live.

3 weeks ago | [YT] | 14

The Samata- ସମତା

There will be no Samata Live tomorrow-11th March. See you day after tomorrow-12th March at 6 PM.

3 weeks ago | [YT] | 11

The Samata- ସମତା

No third name in the BJP list-

1 month ago | [YT] | 83

The Samata- ସମତା

SAMATA LIVE @ 500
3, March,2026, 6.00PM
#samatalive #kedarmishra

1 month ago | [YT] | 39

The Samata- ସମତା

Jagannath Panda and his world of images- odishabytes.com/a-multitude-of-worlds-within-a-wor…

1 month ago | [YT] | 11

The Samata- ସମତା

ଅଦିନ ମେଘ


କେଦାର ମିଶ୍ର


ଏମିତି ଇ ତୁ ବର୍ଷି ଯାଉ ଯେବେ ସଫା ଲାଗୁଥାଏ ଆକାଶ ।



ତୋର ବର୍ଷିବା ଗୋଟେ ବିଚିତ୍ର ନାଚ
ତୁ ଗୋଲାପ ପାଖୁଡାରେ ପରାଗ ହୋଇକି ନାଚୁ
ତୁ ଅନ୍ଧାର ଦେହରେ ଚିତ୍ର ପରି ଚହଟୁ
ତୁ ଶୁଖିଲା ଶୋଷରେ ବତୁରେଇ ଦେଉ ଗଳା
ଶୋଷ ଦେହରେ ପାଣି ପରି ତୋର ଭେଦିବା ।

ତୋର ବର୍ଷିବା ।



ଭଙ୍ଗାକାଚର ପୃଥିବୀରେ ରକ୍ତ ମଡେଇ ମୁଁ ଚାଲିଛି
ମୋତେ ଜଣା ନାହିଁ
ଆଗକୁ ସାପ ଅଛି କି ବାଘ
ନଦୀରେ କେତେ ପାଣି ନ ଜାଣି
ମୁଁ ଲମ୍ଫ ଦେଇଛି ଭଉଁରୀରେ
ଏବେ ତୋର ବର୍ଷା ପାଣି
ବନ୍ୟା ହେଇ ବଢୁଛି ମୋର ନଦୀରେ ।

ମୋତେ ଭଲ ଲାଗେ
ମୋତେ ନେଇ ତୁ କୁଆଡେ କୁଆଡେ
ଏମିତି ବୁଡେଇ ଭସେଇ ଦେବା ।



ତୋର ବର୍ଷିବା ।



ଆହୁରି ବର୍ଷି ଯା’ ତୁ
ମୋର ସାରା ଦେହ ବତୁରି ଟିକ ଟିକ ହୋଇ
ପାଣି ଫାଟିଯିବା ଯାଏ
ମୋର ଅନ୍ଧାର ଛଞ୍ଚାଣ ହୋଇ
ହୃଦୟ ନେଇ ଉଡୁଥିବା ଯାଏ
ଏ ସହରର ସବୁ ରାତି
ମୋର ଛାତି ଭିତରେ ଯନ୍ତ୍ରଣା ପାଲଟି ଜମିଯିବା ଯାଏ ।

ମୋର ଜୀବନ
ତୋର ବର୍ଷା ଆଗରେ ମାଟି ପରି
ଜଳମଗ୍ନ ହେବା ।



ତୋର ବର୍ଷିବା । ତୋର ଅଦିନେ ବର୍ଷିବା ।

1 month ago | [YT] | 34