Rosei with Laxmi 

This channel is for all my odia mothers and sisters who wants to learn and make the recipes at home. Here you can learn perfect odia indian chinese veg and non veg recipes very easily with tips and tricks.
I am trying to upload as much videos in odia language so that it will be easily understandable. Subscribe the channel and press the bell icon to get notification of our latest updates.
Daily New Video at 12:00PM

For Business propose Contact Email id:-Roseiwithlaxmi@gmail.com



Rosei with Laxmi

ଫୁଲକୋବି କୁ ଯଦି ଘରୋଇ ମସଲା ଦେଇ ଏମିତି ରାନ୍ଧିବେ ତେବେ ମଟନ୍ ଝୋଳ ଖାଇଲା ଭଳି ଲାଗିବ ‼️Fulakobi Tarkari

5 days ago |[YT] | 2

Rosei with Laxmi

କମ୍ ତେଲ ମସଲା ରେ ମାତ୍ର 10 ମିନିଟ୍ ରେ ପୁରା ପରିବାର ପାଇଁ ବନାନ୍ତୁ ଅଟା ଆଳୁରେ ତିଆରି ଜଳଖିଆ‼️#healthybreakfast

3 weeks ago |[YT] | 20

Rosei with Laxmi

ଯେତେ ଖାଇଲେ ବି ଓଜନ ବଢିବା ବଦଳରେ ଓଜନ କମି କମି ଚାଲିବ(No Oil Recipe)‼️ Weight Loss Recipe /Healthy Recipe

4 weeks ago |[YT] | 8

Rosei with Laxmi

ଭାଇ-ଭଉଣୀର ସ୍ନେହର ଏହି ପବିତ୍ର ବନ୍ଧନ
ସବୁବେଳେ ରହୁ ଅତୁଟ ଓ ଅମର। ❤️

ଜୀବନର ପ୍ରତିଟି ପଥରେ
ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ
ଭରିଯାଉ ସମସ୍ତଙ୍କ ଜୀବନ।

“Rosei with Laxmi YouTube ପରିବାର” ତରଫରୁ
ପବିତ୍ର ରକ୍ଷାବନ୍ଧନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 🙏❤️

1 month ago |[YT] | 133

Rosei with Laxmi

ବର୍ଗର ଖାଇବା ଛାଡି ସୁଜିରେ ଆଳୁରେ ତିଆରି ଏହି ଜଳଖିଆ ଥରେ ଖାଇକି ଦେଖନ୍ତୁ ତ.. ‼️ Suji Jalakhia/Semolina Snacks

1 month ago |[YT] | 4

Rosei with Laxmi

କେବଳ କ୍ଷୀରରେ ବନାନ୍ତୁ ପାଟିରେ ପକାଉ ପକାଉ ମିଳେଇ ଗଲା ଭଳି ମିଠା‼️ Rasmalei/ Mitha

1 month ago |[YT] | 1

Rosei with Laxmi

କେବଳ କ୍ଷୀରରେ ବନାନ୍ତୁ ପାଟିରେ ପକାଉ ପକାଉ ମିଳେଇ ଗଲା ଭଳି ମିଠା:https://youtu.be/OgeQtiJPrIo

1 month ago |[YT] | 124

Rosei with Laxmi

ଗୋଟେ ଗିନା ସୁଜିରେ ବନାନ୍ତୁ ଗୋଟେ କିଲୋ ଗୁଲାବ ଜାମୁନ୍‼️Sooji Gulab Jamun / Semolina Sweet Recipe

1 month ago |[YT] | 7

Rosei with Laxmi

ଗୋଟେ ଗିନା ସୁଜିରେ ବନାନ୍ତୁ ଗୋଟେ କିଲୋ ଗୁଲାବ ଜାମୁନ୍‼️Sooji Gulab Jamun / Semolina Sweet Recipe :https://youtu.be/U0kS9k9xSIY

1 month ago |[YT] | 106

Rosei with Laxmi

ମାତ୍ର ଦୁଇଟି ଜିନିଷ କ୍ଷୀର ଆଉ ଗୁଡ଼ ରେ ବନାନ୍ତୁ ମାର୍କେଟ ଠୁ ବି ଦାମି ମିଠା (ରାକ୍ଷୀପୂର୍ଣିମା ସ୍ପେସିଆଲ୍)‼️Mitha

2 months ago |[YT] | 0