Asim Odisha Live is the fastest-growing digital odia news and entertainment channel in Odisha, connecting with everyday issues, politics, sports, events, happenings and vibrant culture of the state. Asim Odisha Live is also associated with Asim Odisha weekly odia newspaper which deliver Odisha’s latest updates. Asim Odisha Live is committed to clear, concise and unbiased news of Odisha.


ASIM ODISHA LIVE

ଆମ ଚ୍ୟାନେଲର ସମସ୍ତ ଦର୍ଶକବନ୍ଧୁଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଧିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା | ବନ୍ଦେ ମାତରମ୍, ଜୟ ହିନ୍ଦ ବନ୍ଦେ ମାତରମ୍! ଜୟ ହିନ୍ଦ୍! ଜୟ ଭାରତ!

2 days ago | [YT] | 9

ASIM ODISHA LIVE

ମାତ୍ର ଗୋଟିଏ ମାସ ଭିତରେ ଅସୀମ ଓଡିଶା ମିଡ଼ିଆକୁ ଏତେମାତ୍ରାରେ ଆପଣମାନଙ୍କ ଭଲପାଇବା ଦେଇଥିବାରୁ ଆପଣ ସମସ୍ତଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ | ମହାବାହୁ ଆପଣ ଆଉ ଆପଣଙ୍କ ପରିବାରର ସମସ୍ତ ଲୋକଙ୍କୁ ଘଣ୍ଟ ଘୋଡାଇ ରଖନ୍ତୁ | ଆଉ ଆପଣ ସମସ୍ତଙ୍କ ଜୀବନ ସୁଖ ଆଉ ସମୃଦ୍ଧିର ପୁରୀ ଯାଉ | ଜୟ ଜଗନ୍ନାଥ

3 weeks ago | [YT] | 8

ASIM ODISHA LIVE

ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାରେ ଆମର ଦର୍ଶକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଓ ଶୁଭେଚ୍ଛା | ମହାପ୍ରଭୁଙ୍କ କୃପାରୁ ଆମର ପ୍ରତିଟି ଦର୍ଶକଙ୍କର ଓ ସେମାନଙ୍କର ପରିବାର ବର୍ଗଙ୍କର ପ୍ରତିଟି ମୁହୂର୍ତ୍ତ ସୁଖ ସମୃଦ୍ଧିରେ କଟିଯାଉ | ଏହାହିଁ ଆମର କାଳିଆ ସାଆନ୍ତଙ୍କ ପାଖରେ ଗୁହାରି | ଜୟ ଜଗନ୍ନାଥ

3 weeks ago | [YT] | 27

ASIM ODISHA LIVE

Wishing all our viewers & supporters a very happy "RATH YATRA". JAY JAGANNATH

1 month ago | [YT] | 9