କଠିନ ପରିଶ୍ରମ ହିଁ ବଞ୍ଚିବାର ଶୈଳୀ ବଦଳେଇ ଦିଏHii friends 🙏🏻pls like, comment, subscribe my Youtube channel 🙏🏻🙏🏻#@sarojsamal164pls support me and love status ❤️ youtube.com/@sarojsamal164sarojsama164
Saroj study blogs
Pedagogy Of Physical Sciences AKU 2025 B.ed 3rd Semester Question Paper 23-25
5 months ago | [YT] | 5
View 1 reply
Pedagogy Of Biological Sciences AKU 2025 B.ed 3rd Semester Question Paper 23-25
5 months ago | [YT] | 6
Pedagogy Of Physical Sciences AKU 2024 B.ed 1st Semester Question Paper 23-25
5 months ago | [YT] | 4
Inclusive Education AKU 2025 B.ed 4th Semester Question Paper
5 months ago (edited) | [YT] | 4
Contemporary India and Education AKU 2025 B.ed 4th Semester Question Paper
5 months ago (edited) | [YT] | 6
Environmental Education AKU 2025 B.ed 4th Semester Question Paper
5 months ago (edited) | [YT] | 3
View 0 replies
Gender school and society AKU 2025 B.ed 4th Semester Question Paper
ଦଶ ମୂଳ ମୋଦକ ପ୍ରସ୍ତୁତି :-----------------------ଅଣସର ବେଳେ ହୁଏ ଠାକୁର ଙ୍କୁ ଜ୍ଵର ଆୟୁର୍ବେଦ ଅନୁଯାୟୀ ହୁଏ ଉପଚାର !ଦଶ ମୂଳା ମୋଦକ ଯେ ଲାଗି ହୋଇ ଥାଏତାହା କୁ ଖାଇଲେ ଜ୍ଵର ପୀଡ଼ା ଦୂର ହୁଏ !ଏଇ ମଉଷଧି ଟିର ନିରିମାଣ ବିଧିଜାଣିଲେ ମିଳଇ - ଯଶ,ବିଦ୍ୟା,ବୁଦ୍ଧି ସିଦ୍ଧି !ଶ୍ରୀ ମନ୍ଦିରେ ରହି ଥିବା ରାଜ ବୈଦ୍ୟ ମାନେପ୍ରସ୍ତୁତ କରନ୍ତି ଯାହା ପୁରୁଷାନୁକ୍ରମେତାକୁ ଖାଇ ଠାକୁର ମାନଙ୍କ ଜ୍ଵର ଦୂର ହୁଏଦଶ ଗୋଟି ଚେର ମୂଳି ଏଥି ବ୍ୟବହାର ହୋଇ ବାରୁ ଦଶମୂଳ ବୋଲି କୁହାଯାଏ ।ଆୟୁର୍ବେଦ ବିଧାନ ରେ ଯା" ପ୍ରସ୍ତୁତ ହୁଏ :--ଅଙ୍କରାନ୍ତି,ଅଗବଥୂ,ବିଲ୍ୱ,ଶାଳପର୍ଣ୍ଣୀ,ପଣ ପଣା, ଗୋଖରା,ଗମ୍ଭାରୀ, କୃଷ୍ଣପର୍ଣ୍ଣୀ,ନବାଙ୍କୁରୀ,ଲବିକୁଳି ଏ ଦଶ ଦ୍ରବ୍ୟ କୁ ଖରା ରେ ଶୁଖାଇ କୁଟା ଯାଇ ଥାଏ ତାକୁ ଛୋଚି କୁଟି ଚୂର୍ଣ୍ଣ କରି କପଡା ରେ ଛାଣିକାଠ ଚୁଲି ରେ କଡ଼ା ରେ ଘିଅ କୁ ଫୁଟାନ୍ତି !ଫୁଟନ୍ତା ଘୃତ ରେ ଛଣା ଗୁଣ୍ଡ କୁ ଗୋଳାନ୍ତି ତାହା ପରେ ମହୁ,ଖୁଆ,ଶର୍କରା ପକାନ୍ତି !ସର,ଭାଙ୍ଗ,ନବାତ ଇତ୍ୟାଦ ଦ୍ରବ୍ୟ ତହିଁ ମିଶାଇଖୁସୁଣି ଧରି ଘାଣ୍ଟି ଓ ଗୋଳାଇ କଡ଼ାଇ ରେ ବସାଇ କି ପାଗ କରାଯାଏ ! ନଡ଼ିଆ ରୁ ଯେଉଁପରି କୁରା ବନା ହୁଏ ! ପାଗ ହୋଇ ଗଲା ପରେ ଚୂଲି ରୁ ଓହ୍ଲାଇ କିଛି କାଳ ବସା ଯାଏ ଥଣ୍ଡା ହେବାପାଇଁ,କଦଳୀ ପତର ଆଣି ଧୋଇ ବିଛା ଯାଏ !ଗୋଲା ଗୋଲା କରି ତା' ଉପରେ ରଖା ଯାଏ ,ଶୁଖି ଟାଣ ଟାଣ ହୋଇ ଗଲେ ଗୋଲା ମାନ କର୍ପୂର ଘଟିତ କରାଯାଏ ତାହା ଆଣି ତାଳପତ୍ର ରୁ ତିଆରି ଭୋଗେଇ ମାନ ଙ୍କ ଭିତରେ ଭରତି କରାଯାଏ ସେ ମୋଦକ ମାନଙ୍କୁ !!ଶ୍ରେୟ:- ସତ୍ୟ ନାରାୟଣ ସାହୁ ମୟୂରଭଞ୍ଜ
6 months ago (edited) | [YT] | 8
Contemporary India and Education ANU 2025 B.ed 4th Semester Question Paper
7 months ago (edited) | [YT] | 10
Inclusive Education ANU 2025 B.ed 4th Semester Question Paper
7 months ago (edited) | [YT] | 7
Load more
Saroj study blogs
Pedagogy Of Physical Sciences AKU 2025 B.ed 3rd Semester Question Paper 23-25
5 months ago | [YT] | 5
View 1 reply
Saroj study blogs
Pedagogy Of Biological Sciences AKU 2025 B.ed 3rd Semester Question Paper 23-25
5 months ago | [YT] | 6
View 1 reply
Saroj study blogs
Pedagogy Of Physical Sciences AKU 2024 B.ed 1st Semester Question Paper 23-25
5 months ago | [YT] | 4
View 1 reply
Saroj study blogs
Inclusive Education AKU 2025 B.ed 4th Semester Question Paper
5 months ago (edited) | [YT] | 4
View 1 reply
Saroj study blogs
Contemporary India and Education
AKU 2025 B.ed 4th Semester Question Paper
5 months ago (edited) | [YT] | 6
View 1 reply
Saroj study blogs
Environmental Education AKU 2025 B.ed 4th Semester Question Paper
5 months ago (edited) | [YT] | 3
View 0 replies
Saroj study blogs
Gender school and society AKU 2025 B.ed 4th Semester Question Paper
5 months ago (edited) | [YT] | 4
View 1 reply
Saroj study blogs
ଦଶ ମୂଳ ମୋଦକ ପ୍ରସ୍ତୁତି :-
----------------------
ଅଣସର ବେଳେ ହୁଏ ଠାକୁର ଙ୍କୁ ଜ୍ଵର
ଆୟୁର୍ବେଦ ଅନୁଯାୟୀ ହୁଏ ଉପଚାର !
ଦଶ ମୂଳା ମୋଦକ ଯେ ଲାଗି ହୋଇ ଥାଏ
ତାହା କୁ ଖାଇଲେ ଜ୍ଵର ପୀଡ଼ା ଦୂର ହୁଏ !
ଏଇ ମଉଷଧି ଟିର ନିରିମାଣ ବିଧି
ଜାଣିଲେ ମିଳଇ - ଯଶ,ବିଦ୍ୟା,ବୁଦ୍ଧି ସିଦ୍ଧି !
ଶ୍ରୀ ମନ୍ଦିରେ ରହି ଥିବା ରାଜ ବୈଦ୍ୟ ମାନେ
ପ୍ରସ୍ତୁତ କରନ୍ତି ଯାହା ପୁରୁଷାନୁକ୍ରମେ
ତାକୁ ଖାଇ ଠାକୁର ମାନଙ୍କ ଜ୍ଵର ଦୂର ହୁଏ
ଦଶ ଗୋଟି ଚେର ମୂଳି ଏଥି ବ୍ୟବହାର
ହୋଇ ବାରୁ ଦଶମୂଳ ବୋଲି କୁହାଯାଏ ।
ଆୟୁର୍ବେଦ ବିଧାନ ରେ ଯା" ପ୍ରସ୍ତୁତ ହୁଏ :--
ଅଙ୍କରାନ୍ତି,ଅଗବଥୂ,ବିଲ୍ୱ,ଶାଳପର୍ଣ୍ଣୀ,ପଣ ପଣା, ଗୋଖରା,ଗମ୍ଭାରୀ, କୃଷ୍ଣପର୍ଣ୍ଣୀ,ନବାଙ୍କୁରୀ,ଲବିକୁଳି
ଏ ଦଶ ଦ୍ରବ୍ୟ କୁ ଖରା ରେ ଶୁଖାଇ କୁଟା ଯାଇ ଥାଏ ତାକୁ ଛୋଚି କୁଟି ଚୂର୍ଣ୍ଣ କରି କପଡା ରେ ଛାଣି
କାଠ ଚୁଲି ରେ କଡ଼ା ରେ ଘିଅ କୁ ଫୁଟାନ୍ତି !
ଫୁଟନ୍ତା ଘୃତ ରେ ଛଣା ଗୁଣ୍ଡ କୁ ଗୋଳାନ୍ତି ତାହା ପରେ ମହୁ,ଖୁଆ,ଶର୍କରା ପକାନ୍ତି !
ସର,ଭାଙ୍ଗ,ନବାତ ଇତ୍ୟାଦ ଦ୍ରବ୍ୟ ତହିଁ ମିଶାଇ
ଖୁସୁଣି ଧରି ଘାଣ୍ଟି ଓ ଗୋଳାଇ କଡ଼ାଇ ରେ ବସାଇ କି ପାଗ କରାଯାଏ ! ନଡ଼ିଆ ରୁ ଯେଉଁପରି କୁରା ବନା ହୁଏ ! ପାଗ ହୋଇ ଗଲା ପରେ ଚୂଲି ରୁ ଓହ୍ଲାଇ କିଛି କାଳ ବସା ଯାଏ ଥଣ୍ଡା ହେବାପାଇଁ,
କଦଳୀ ପତର ଆଣି ଧୋଇ ବିଛା ଯାଏ !
ଗୋଲା ଗୋଲା କରି ତା' ଉପରେ ରଖା ଯାଏ ,
ଶୁଖି ଟାଣ ଟାଣ ହୋଇ ଗଲେ ଗୋଲା ମାନ କର୍ପୂର ଘଟିତ କରାଯାଏ ତାହା ଆଣି ତାଳପତ୍ର ରୁ ତିଆରି ଭୋଗେଇ ମାନ ଙ୍କ ଭିତରେ ଭରତି କରାଯାଏ
ସେ ମୋଦକ ମାନଙ୍କୁ !!
ଶ୍ରେୟ:-
ସତ୍ୟ ନାରାୟଣ ସାହୁ
ମୟୂରଭଞ୍ଜ
6 months ago (edited) | [YT] | 8
View 1 reply
Saroj study blogs
Contemporary India and Education
ANU 2025 B.ed 4th Semester Question Paper
7 months ago (edited) | [YT] | 10
View 1 reply
Saroj study blogs
Inclusive Education ANU 2025 B.ed 4th Semester Question Paper
7 months ago (edited) | [YT] | 7
View 1 reply
Load more