This is a Ajaya dash Unofficial Channel
I Am Big Fan Of It Ajaya Sir
all content are Credit far Ajaya sir
This is a
Politician
Socialist
Actor
Singer
this is a Great Human being So IAm cary Forwarding that idea
Help for society As a State and Country let's Help for is other all


Ajaya Dash

କଣ୍ଟାବାଞ୍ଜି ଯୁବ ପ୍ରତିଭା ବୁନା ବାରିକ ଙ୍କ ଭଣଜା ବାହାଘରରେ ଯୋଗଦେଲେ କଣ୍ଟାବାଞ୍ଜି ବରିଷ୍ଠ ନେତା ଅଜୟ ଦାସ...9.2.2025

11 months ago | [YT] | 0

Ajaya Dash

କଣ୍ଟାବାଞ୍ଜି ବିରନା ଠାରେ ରେ ପ୍ରସ୍ତାବିତ "AD Water Park " ର ସିଭିଲ୍ କାମ ର ଆରମ୍ଭ ମାଟି ପୂଜା କରି ଆରମ୍ଭ କରାଗଲା, ଆପଣ ମାନଙ୍କ ଆଶୀର୍ବାଦ କାମନା କରୁଚୁ .....8.2.2025

11 months ago | [YT] | 0

Ajaya Dash

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଯମୁନାବାହlଲ ଗାଁ ର କୁନି ଝିଅ ପାୟଲ ନାଗ ପାରା ଅଲମ୍ପିକ୍ସ ରେ ସ୍ଵର୍ଣ୍ଣ ପଦକ ହାସଲ କରି ଦେଶର ତଥା ବଲାଙ୍ଗିର ଜିଲ୍ଲା, କଣ୍ଟାବାଞ୍ଜି କୁ ଗର୍ବିତ କରିଥିବାରୁ ବରିଷ୍ଠ ନେତା ଅଜୟ ଦାସ ତାଙ୍କୁ ସମ୍ମାନୀତ କରିଛନ୍ତି.....୨୬.୧.୨୦୨୫

1 year ago | [YT] | 0

Ajaya Dash

କଣ୍ଟାବାଞ୍ଜି ବିଜେଡି କାର୍ଯ୍ୟାଳୟରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ.....୨୬.୧.୨୦୨୫

1 year ago | [YT] | 0

Ajaya Dash

ବିଜେଡ଼ି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଙ୍କ ଶ୍ଵଶୁର ଙ୍କ ଏକାଦଶ କାର୍ଯ୍ୟରେ ଯୋଗଦେଲେ କଣ୍ଟାବାଞ୍ଜି ବରିଷ୍ଠ ବିଜେଡି ନେତା ଅଜୟ ଦାସ....୨୪.୧.୨୦୨୫

1 year ago | [YT] | 0

Ajaya Dash

ତୁରେକେଲା ବ୍ଲକ ଝରଣି ପଞ୍ଚାୟତ ରାଉତମୁଣ୍ଡା ଗାଁ ର ସମାଜସେବୀ ଗୌର ମିଶ୍ର ଙ୍କ ଝିଅ ବାହାଘରରେ ଯୋଗଦେଲେ କଣ୍ଟାବାଞ୍ଜି ବରିଷ୍ଠ ନେତା ଅଜୟ ଦାସ....22.1.2025

1 year ago | [YT] | 0

Ajaya Dash

ତୁରେକେଲା ବ୍ଲକ ବିକାଶ ପରିଷଦ ସଭାପତି ଲକ୍ଷ୍ମଣ ପୁଟେଲ ଙ୍କ ଝିଆରି ରାଜଲକ୍ଷ୍ମୀ ର କୁଣ୍ଡାବରା ରେ ଯୋଗଦେଲେ କଣ୍ଟାବାଞ୍ଜି ବରିଷ୍ଠ ନେତା ଅଜୟ ଦାସ.....୧୯.୧.୨୦୨୫

1 year ago | [YT] | 0

Ajaya Dash

1 year ago | [YT] | 0

Ajaya Dash

ମୁରିବାହାଲ ବ୍ଲକ୍ ଇଚ୍ଛାପଡ଼ା ପଞ୍ଚାୟତର ବରିଷ୍ଠ ବିଜେଡି ନେତା କୃଷ୍ଣ ପଧାନ ଙ୍କ ଫାର୍ମ ହାଉସ ରେ କଣ୍ଟାବାଞ୍ଜି ବରିଷ୍ଠ ବିଜେଡି ନେତା ଅଜୟ ଦାସ.....

1 year ago | [YT] | 0

Ajaya Dash

ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ର ପଣ୍ଡିତ କୁମ୍ଭାର ଙ୍କ ଦ୍ଵିତୀୟ ପୁତ୍ର ବାହାଘରରେ ଯୋଗଦେଇ ବର, କନ୍ୟା ଙ୍କୁ ଆଶୀର୍ବାଦ ଦେଲେ କଣ୍ଟାବାଞ୍ଜି ବରିଷ୍ଠ ବିଜେଡି ନେତା ଅଜୟ ଦାସ....

1 year ago | [YT] | 0