ନମସ୍କାର 🙏🙏🙏 ଜୟ ଜଗନ୍ନାଥ ମୁ ହେଉଛି ବଳିଆ ମୁ ଆପଣ ମାନଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ମୁ ଏହି Balia Village Lifestyle Channel ଟି create କରିଛି //ଆପଣ ମାନେ ଏଥିରେ Deily Simple Village Lifestyle Vlog video ଏବଂ Village ନୂଆଁ ନୂଆଁ Video ଦେଖିବାକୁ ପାଇବେ ,ଆପଣ ମାନଙ୍କୁ ମୋର ଭିଡିଓ ଗୁଡିକ ଭଲ ଲାଗିଲେ ଭିଡ଼ିଓ କୁ
ଗୋଟେ like 👍ଆଉ ମୋ Channel କୁ Subscribe କରି ଦେବେ !