'ତଦନ୍ତ' କୁ ସ୍ୱାଗତ 🙏

ଏଠାରେ ଆପଣ ପାଇବେ

👉 ତାଜା ଖବର (Breaking News)
👉 ରାଜନୀତିକ ବିଶ୍ଳେଷଣ (Political Analysis)
👉 ସତ୍ୟ ଘଟଣା ଉପରେ ଭିତ୍ତିକ କାହାଣୀ (Real Stories)
👉 ଦେଶ ଓ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଘଟଣା
ଆମର ଲକ୍ଷ୍ୟ ହେଉଛି—

📢 ସତ୍ୟ, ନିର୍ପେକ୍ଷ ଓ ସ୍ପଷ୍ଟ ଖବର ଆପଣଙ୍କ ପାଖକୁ ପହଞ୍ଚାଇବା।
ଆମେ କେବଳ ଖବର ଦେଉନାହୁଁ , ଘଟଣା ପଛର ସତ୍ୟ କାହାଣୀକୁ ଆପଣଙ୍କ ସାମ୍ନାକୁ ଆଣିବୁ। ଯଦି ଆପଣ ଚାହୁଁଛନ୍ତି ସତ୍ୟ ଓ ଭରସାଯୋଗ୍ୟ କଣ୍ଟେଣ୍ଟ, ଦେଖିବାକୁ
ତେବେ ଏହି ଚ୍ୟାନେଲ ଆପଣଙ୍କ ପାଇଁ।

👍 Like | 🔁 Share | 🔔 Subscribe କରନ୍ତୁ
ଏବଂ ଆମ ସହ ଯୋଡ଼ିଥାନ୍ତୁ।