BOUDH MATIR CHHUA



BOUDH MATIR CHHUA

youtube.com/@mr.boudia?si=jvRcKdBqalQOdxi6
ଆପଣ ମାନଙ୍କର ଭଲ ପାଇବା ପାଇଁ ଆମେ ଆଉ ଗୋଟିଏ ନୂଆଁ ଚ୍ୟାନେଲ୍ ଖୋଲିଚୁ, ତେଣୁ ଏହାକୁ ଆଗକୁ ବଢେଇବା ଦାୟିତ୍ଵ ଆପଣ ମାନଙ୍କର

2 months ago | [YT] | 8

BOUDH MATIR CHHUA

ଆସନ୍ତା ଜୁନ୍ ୨୬ ତାରିଖ ରେ ଦେଖିବାକୁ ପାଇବେ ଏହି ଛୋଟ ଭିଡିଓ ଟି

7 months ago | [YT] | 22

BOUDH MATIR CHHUA

ସମସ୍ତ subscriber ମାନଙ୍କୁ ବୌଦ୍ଧ ମାଟିର ଛୁଆ ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ୍ । ଆପଣ ମାନଙ୍କ ଭଲପାଇବା ପାଇଁ ଆଜି ଏ ପରିବାର ୧ ହଜାର subscriber ପୂରଣ କରିପାରିଛି ।

11 months ago | [YT] | 8

BOUDH MATIR CHHUA

Coming soon only on Boudh Matir Chhua Youtube Channel.

youtube.com/@boudhmatirchhua

1 year ago | [YT] | 19

BOUDH MATIR CHHUA

ଅତିଶିଘ୍ର ନୂଆ ଭିଡିଓ ଆସିବ, ଅପେକ୍ଷା କରନ୍ତୁ ଏବଂ ଆମ ଚ୍ୟାନେଲ ସହିତ touch ରେ ରୁହନ୍ତୁ ।

1 year ago | [YT] | 1

BOUDH MATIR CHHUA

ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ

2 years ago | [YT] | 9

BOUDH MATIR CHHUA

ଆସନ୍ତା କାଲି ସକାଳ ୯ ଘଣ୍ଟା ସମୟରେ କେବଳ ବୌଦ୍ଧ ମାଟିର ଛୁଆ ୟୁଟୁବ୍ ଚ୍ୟାନେଲ ରେ । ଦେଖିବାକୁ ଜମାରୁ ଭୁଲିବେନି 🙏🙏🙏🙏🙏🙏🙏🙏🙏🙏🙏

2 years ago | [YT] | 23

BOUDH MATIR CHHUA

ବୌଦ୍ଧ ମାଟିର ଛୁଆ କୁ ଏତେ ଭଲପାଇବା ଦେଉଥିବା ଦର୍ଶକ ମାନଙ୍କୁ ଆମର ଜୁହାର୍ । "ପ୍ରେତାତ୍ମା " ଭିଡ଼ିଓ ଟା ଆସିବାର୍ ଲାଗି ବହୁତ୍ ଟାଇମ୍ ଲାଗିଗଲା ତେଣୁକରି ଆମେ କ୍ଷମା ଚାହୁଁଚୁ । ଇ ମାସ ୧୮ ତାରିଖ ଦିନ ଇ ଛୋଟ୍ ଭିଡ଼ିଓ ଆପଣ ଆମର ଚ୍ୟାନେଲ ରେ ଦେଖ୍ ବାକେ ପାଇବେ ।

ଜୁହାର

2 years ago | [YT] | 14

BOUDH MATIR CHHUA

ଖୁବ୍ ଶୀଘ୍ର ଆମ ଚ୍ୟାନେଲ ରେ ଦେଖିବାକୁ ପାଇବେ ନୂତନ ଧରଣର ଭିଡ଼ିଓ ' ପରକୀୟା ପ୍ରୀତି'
Video ଅପଲୋଡ଼ ହେବାମାତ୍ରେ ଦେଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲ କୁ ଏବେ ହିଁ subscribe କରିନିଅନ୍ତୁ।

3 years ago | [YT] | 19

BOUDH MATIR CHHUA

ଆସନ୍ତା ସେପ୍ଟେମ୍ବର ୧ ରେ ଆମ ଚ୍ୟାନେଲ ରେ ଉପଲବ୍ଧ ହେବ ନୂଆଖାଇ ଭାଗ - ୨

3 years ago | [YT] | 37