A Baby Can Do (ABCD)

This channel is dedicated to the citizen of BHARAT. We publish videos on our highly values of epics, mythological topics, vast diversify Culture , Heritage of our nation, topics in social issues & Make a voice for voiceless .
Please encourage us for more efforts.

।। निरंतर चले चेष्टा और प्राण में जगे इच्छा
तो कुछ नहीं अजूबा यहां कर सकता है एक बच्चा ।।

🙏🙏🙏🙏 Please Subscribe our Channel and Support ❤️❤️❤️

For More information please write us:-
Email ID- ababycando@gmail.com




A Baby Can Do (ABCD)

आज की आकुलता #thoughts #Goodmorning

4 months ago | [YT] | 3

A Baby Can Do (ABCD)

महाभारत स्पेशल
Mahabharat Dohe Lyrics
महाभारत दोहे के लिरिक्स

2 years ago | [YT] | 6

A Baby Can Do (ABCD)

ମା ମଙ୍ଗଳା ସ୍ତୁତି

2 years ago | [YT] | 6

A Baby Can Do (ABCD)

ବିକାଶର କେଦାର ଯେବେ ଭରି ପାରେନା ଉଦର
ସ୍ୱାବଲମ୍ବୀ କାମନା ଯଦି ଭାଙ୍ଗି ଦିଏ ପରିବାର
ଜନେ କହିବେ ସେବେ ସମାଧି ସମୃଦ୍ଧିର ।।



ବଂଶରକ୍ଷା ଆଳରେ ଯଦି କନ୍ୟାର ହୁଏ ସଂହାର,
ବିଜ୍ଞାନର ଚାପ ବଳୟେ ପତନ ହେଲେ ସଂସ୍କାର
ଗଣ ଭେଟିବେ ସଦା ସମାଧି ସମୃଦ୍ଧିର ।।



ରୋଜଗାର ମାଧ୍ୟମ ଯଦି ହୁଅଇ ଦେହ ବ୍ୟାପାର
ହସ୍ତାକ୍ଷର କରି କି ନର ବୁଲାଏ ଯେବେ ସ୍ଵାକ୍ଷର
ପ୍ରାଣୀ ଧରିବେ ଟେକି ସମାଧି ସମୃଦ୍ଧିର ।।



ହେରୋଇନି ଚରସ ମଦ ହେଲେ ପ୍ରଗତି ଆଧାର
ଭ୍ରଷ୍ଟାଚାର ଲାଞ୍ଚରେ ଯଦି ଚାଲୁଥିବ ସରକାର
ନର ବୋହିବେ ଏଠି ସମାଧି ସମୃଦ୍ଧିର ।।





ମନଲୋଭା ଘୋଷଣା ମାନ ହେଲେ ବହୁଳ ପ୍ରସାର
କାନୁନର ନାମକୁ ଭଜି ବିଳମ୍ବ ହେଲେ ବିଚାର
ଲୋକେ ଗଢ଼ିବେ ମିଶି ସମାଧି ସମୃଦ୍ଧିର ।।



ନିର୍ଯାତନା ର ସୂତ୍ରଧର ହେଲା ଯଦି ଉପହାର
ଜାତିପ୍ରଥା ସମାଜ ମଧ୍ୟେ ଆଣିବ ଯେବେ ଅନ୍ତର
ଜୀବ ତୋଳିବ ହାତେ ସମାଧି ସମୃଦ୍ଧିର ।।



ଗୁଜରାଣ ନାମେ ଭରିଲେ କୃଷ୍ଣଧୂମରେ ଅମ୍ବର
ପୋକ ମାଛି ପରି ମାନବ ଗଢ଼ି ଚାଲିଲେ ସଂସାର
ଧରା ଦେଖିବ ନିତି ସମାଧି ସମୃଦ୍ଧିର ।।

2 years ago | [YT] | 7