ଶିକ୍ଷାର ଲକ୍ଷ୍ୟ ହେଉଛି ଦେଶ ଓ ଜାତି ପାଇଁ ନାଗରିକ ମାନଙ୍କୁ ତାଲିମ ଦେବା । ସେହି ଉଦ୍ଦେଶ୍ୟ ନେଇ ଏକ ପ୍ରୟାସ ।
A channel dedicated to Education and for the students who are in quest of Education.
#Pedagogy Special
#Odisha TGT/CHT/IA
#OSSTET
#OTET/CTET/JT
#PGT
#OAVS
#UGC NET PAPER 1
#UGC NET EDUCATION
#SSB IN EDUCATION
#B.ED
#CURRENT EDUCATIONAL EVENTS
#ALL PEDAGOGY MARATHON
By...
Santosh Kumar
Lecturer in Education
B.Ed, M.Ed, M.A in Education
(NET, JRF, OSSTET, CTET, SSB)
Shiksha Shastra
Thank you my dear Warriors 🪖 (100K)@shikshashastra3661 "The battle is long, but we will conquer"
1 month ago (edited) | [YT] | 2,169
View 233 replies
Shiksha Shastra
*OTET ALL CDP AND SUBJECT PEDAGOGY MARATHON CLASS*
*OTET CDP (30 MARKS) FULL SYLLABUS COVER MARATHON*
youtube.com/playlist?list=PLN...
*Social Science Pedagogy Marathon:*
https://youtu.be/KsxtEvwuEBM
*Mathematics Pedagogy Marathon:*
https://youtu.be/lW16HO4ZTPM
*Odia Pedagogy Marathon:*
https://youtu.be/9JoXXKiu-ZI
*English Pedagogy Marathon:*
https://youtu.be/63yPR8VFBCw
*EVS PEDAGOGY MARATHON* https://youtu.be/yKT0hgCb-GY?si=Z_zC_...
1 month ago | [YT] | 92
View 19 replies
Shiksha Shastra
ଲଢେଇ ଚାଲିଛି, ସମୟ ସହ, ନିଜ ସହ @shikshashastra3661
2 months ago | [YT] | 2,207
View 63 replies
Shiksha Shastra
Deeply saddened by the untimely loss of a great pedagogy teacher Satya Sir. His knowledge and guidance will always remain in our hearts. May his soul rest in peace🙏 ଓଁ ଶାନ୍ତି . You will always remain the Pedagogy Hero.
3 months ago (edited) | [YT] | 4,312
View 622 replies
Shiksha Shastra
ମୋର ପ୍ରିୟ ଯୋଦ୍ଧା ମାନେ ,ଶିକ୍ଷକ ଦିବସର ଏହି ପବିତ୍ର ଅବସରରେ ତୁମମାନଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଆଶୀର୍ବାଦ। ତୁମମାନଙ୍କର ପରିଶ୍ରମ, ସମର୍ପଣ ଓ ସତ୍ୟନିଷ୍ଠା ତୁମମାନଙ୍କୁ ସଫଳତାର ପଥରେ ନେଇଯାଉ । ଶିକ୍ଷକ ଦିବସ ଉପଲକ୍ଷେ ତୁମ ମାନଂକ ପାଇଁ ଛୋଟିଆ କବିତା ।
"ଫେରିବି ଲକ୍ଷ୍ୟ ରେ ଭରା ବସ୍ତାନି ସହ"
ଘରୁ ବସ୍ତାନିରେ ଲକ୍ଷ୍ୟ ସବୁ ଭରିକି ଆସିଛି
ପୁସ୍ତକର ପ୍ରତିଟି ପୃଷ୍ଠାରେ ନିଇତି ଦେଖୁଛି
ସମୟର ତପ୍ତ ଛାଟରେ
ଦୁର୍ନୀତି ଓ ରାଜନୀତିର ଜୁଆରେ
ମିଛ ଅଭିନୟ କରିପାରୁନି,
ଏହି ସବୁ—
ମୋର ସ୍ୱପ୍ନକୁ ପ୍ରଶ୍ନରେ ପରିଣତ କରୁଛି ।
କଣ ଫେରିଯିବି ଘରକୁ—ଅଧା ସ୍ୱପ୍ନ ଓ ଅଧା ଲକ୍ଷ୍ୟ ରେ ?
ନିଦରୁ ଆକସ୍ମିକ ଜାଗି
ଆସିଥିବା ଲୁହକୁ ପୋଛିଦେଇ ଭାବିଲି
ଖାଲିହାତେ କିପରି ଫେରିବି?
ଆଶାରେ ବସିଥିବା ପ୍ରିୟମଣିଷଙ୍କୁ କଣ କହିବି?
ନାହିଁ—ହାରିବିନି
ଲଢ଼ିବି ସମୟ ସହ, ପରିସ୍ଥିତି ସହ, ଅସୁବିଧା ସହ।
କାରଣ ମୁଁ ଜୀବନ୍ତ
ଏହି ନିର୍ଜୀବ ସମୟ, ପରିସ୍ଥିତି, ଦୁର୍ନୀତି ଓ ରାଜନୀତି
ମୋତେ ହାରିବାରେ ବାଧ୍ୟ କରିପାରିବ ନାହିଁ ।
ମୁଁ ପୁଣି ଉଠିବି,
ପୁଣି ଲଢ଼ିବି,
ମୁଁ ଜିତିବି
ଏବଂ ଫେରିବି ସଫଳତାରେ
ସ୍ୱପ୍ନ ଓ ଲକ୍ଷ୍ୟରେ ଭରିଥିବା ବସ୍ତାନି ସହିତ।
4 months ago (edited) | [YT] | 1,582
View 242 replies
Shiksha Shastra
@"ବିଜୟର ପଥେ"- ପ୍ରତ୍ୟେକ ଯୋଦ୍ଧାର କାହାଣୀ ... ଅପେକ୍ଷା ବିଜୟର ପ୍ରଭାତକୁ✨
4 months ago | [YT] | 1,444
View 59 replies
Shiksha Shastra
" ଜୀବନ "- କର୍ତ୍ତବ୍ୟ ର ନାଆ ରେ ଏମିତି ଚାଲିବା , ଲଢ଼ିବା ସମୟ ସହ ଆଉ ଜିତିବା ଏ ଯୁଦ୍ଧକୁ 💪
4 months ago | [YT] | 2,428
View 44 replies
Shiksha Shastra
If a measurement tool yields same result repeatedly under the same condition but does not measure what it is supposed to measure, this tool is?
4 months ago | [YT] | 122
View 2 replies
Shiksha Shastra
ରଣ କ୍ଷେତ୍ରେ ଯୋଦ୍ଧା ତୁ 💪
4 months ago | [YT] | 1,969
View 41 replies
Shiksha Shastra
What is the urgent requirement?
4 months ago | [YT] | 180
View 52 replies
Load more