ଶିକ୍ଷାର ଲକ୍ଷ୍ୟ ହେଉଛି ଦେଶ ଓ ଜାତି ପାଇଁ ନାଗରିକ ମାନଙ୍କୁ ତାଲିମ ଦେବା । ସେହି ଉଦ୍ଦେଶ୍ୟ ନେଇ ଏକ ପ୍ରୟାସ ।

A channel dedicated to Education and for the students who are in quest of Education.

#Pedagogy Special
#Odisha TGT/CHT/IA
#OSSTET
#OTET/CTET/JT
#PGT
#OAVS
#UGC NET PAPER 1
#UGC NET EDUCATION
#SSB IN EDUCATION
#B.ED
#CURRENT EDUCATIONAL EVENTS
#ALL PEDAGOGY MARATHON

By...
Santosh Kumar
Lecturer in Education
B.Ed, M.Ed, M.A in Education
(NET, JRF, OSSTET, CTET, SSB)


Shiksha Shastra

Happy Teacher's Day My dear Warriors 💪

2 weeks ago | [YT] | 1,996

Shiksha Shastra

‪@shikshashastrasir‬
ସମସ୍ତେ କୁହନ୍ତି ଜଣେ ଶିକ୍ଷକ କେବଳ ପାଠ ପଢ଼ାନ୍ତି, କିନ୍ତୁ ମୋ ପାଇଁ ତୁମେମାନେ କେବଳ ସବ୍‌ସ୍କ୍ରାଇବର କିମ୍ବା ଛାତ୍ରଛାତ୍ରୀ ନୁହଁ, ମୋ ଜୀବନର ସବୁଠାରୁ ବଡ଼ ପ୍ରେରଣା ଏବଂ ପ୍ରକୃତ ବନ୍ଧୁ ଆଉ ଜଣେ ଜଣେ ଯୋଦ୍ଧା ।

YOUTUBE ର ଏହି କ୍ୟାମେରା ଆଗରେ ଛିଡ଼ା ହୋଇ କ୍ଲାସ୍ କରିବା ବେଳେ ମୁଁ କେବେବି ନିଜକୁ ଏକୁଟିଆ ଅନୁଭବ କରିନାହିଁ। କାରଣ ତୁମମାନଙ୍କର ପ୍ରତିଟି ଲାଇକ୍, ଆନ୍ତରିକତାରେ ଭରା ପ୍ରତିଟି କମେଣ୍ଟ ମୋତେ ବିଶ୍ୱାସ ଦେଇଛି ଯେ ମୋ ସାଙ୍ଗରେ ମୋର ଏକ ବିରାଟ ପରିବାର ଛିଡ଼ା ହୋଇଛି। ଯେତେବେଳେ ବି ମୁଁ କ୍ଲାସ୍ କରିବାକୁ କ୍ଳାନ୍ତ ଅନୁଭବ କରେ, ତୁମମାନଙ୍କର ସେହି ସୁନ୍ଦର କମେଣ୍ଟଗୁଡ଼ିକ ମୋ ଆଖିରେ ଖୁସିର ଲୁହ ଆଣିଦିଏ ଏବଂ ମୋତେ ଆହୁରି ଭଲ କରିବାକୁ ଅଭିପ୍ରେରିତ କରେ ।

ଶିକ୍ଷା ଦେବାର ଏହି ଯାତ୍ରାରେ ତୁମେମାନେ ମୋର ସାରଥି ସାଜିଛ। ମୋତେ ଜଣେ ଉତ୍ତମ ଶିକ୍ଷକ ବନେଇବାରେ ତୁମମାନଙ୍କର ସହଯୋଗ ଅତୁଳନୀୟ। ମୋର ଏହି ସଫଳତାର ପଛରେ ତୁମମାନଙ୍କର ହାତ ରହିଛି।

ମୋ ଉପରେ ଏତେ ଭରସା କରିଥିବାରୁ ଏବଂ ମୋ ଜୀବନର ସବୁଠାରୁ ସୁନ୍ଦର ବନ୍ଧୁ ସାଜିଥିବାରୁ ସମସ୍ତଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ । ତୁମମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ, ତୁମେମାନେ ଜୀବନର ସବୁ ସ୍ୱପ୍ନ ସାକାର କର, ଏତିକି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା। ମୁଁ ସର୍ବଦା ତୁମମାନଙ୍କ ସହ ରହିଛି ଏବଂ ରହିଥିବି। ❤️

ବନ୍ଧୁତ୍ୱ ଦିବସ ର ଶୁଭ କାମନା ମୋର ବନ୍ଧୁ ଯୋଦ୍ଧାମାନେ ।💪❤️❤️

ସନ୍ତୋଷ ସାର୍
(ଶିକ୍ଷା ଶାସ୍ତ୍ର )

1 month ago (edited) | [YT] | 1,379

Shiksha Shastra

ଏତେ ପଢ଼ି କଣ ହେବ?

1 month ago | [YT] | 1,743

Shiksha Shastra

କ୍ଲାନ୍ତ ହୁଅ... କିନ୍ତୁ ଅଟକି ଯାଅନି
କାନ୍ଦ... କିନ୍ତୁ ଭାଙ୍ଗି ପଡ଼ନି
ଧୀରେ ଚାଲ... କିନ୍ତୁ ପଛକୁ ଫେରନି

1 month ago | [YT] | 1,638

Shiksha Shastra

ସଫଳତା?

1 month ago | [YT] | 1,543

Shiksha Shastra

ହଁ ମୁଁ ପାରିବି

2 months ago | [YT] | 2,121

Shiksha Shastra

This Silver Play Button isn't just a trophy; it's a symbol of the 100,000 hearts (Warriors) that chose to learn and grow with us. Thank you, my dear warriors, for making this dream a reality.‪@shikshashastrasir‬

7 months ago | [YT] | 2,172

Shiksha Shastra

Thank you my dear Warriors 🪖 (100K)‪@shikshashastrasir‬​ "The battle is long, but we will conquer"

9 months ago (edited) | [YT] | 2,267

Shiksha Shastra

*OTET ALL CDP AND SUBJECT PEDAGOGY MARATHON CLASS*

*OTET CDP (30 MARKS) FULL SYLLABUS COVER MARATHON*

youtube.com/playlist?list=PLN...

*Social Science Pedagogy Marathon:*
https://youtu.be/KsxtEvwuEBM

*Mathematics Pedagogy Marathon:*
https://youtu.be/lW16HO4ZTPM

*Odia Pedagogy Marathon:*
https://youtu.be/9JoXXKiu-ZI

*English Pedagogy Marathon:*
https://youtu.be/63yPR8VFBCw

*EVS PEDAGOGY MARATHON* https://youtu.be/yKT0hgCb-GY?si=Z_zC_...

10 months ago | [YT] | 134

Shiksha Shastra

ଲଢେଇ ଚାଲିଛି, ସମୟ ସହ, ନିଜ ସହ ‪@shikshashastrasir‬

10 months ago | [YT] | 2,299