Amruta Katha Odia

ଅମୃତ କଥା ଓଡ଼ିଆ ୟୁଟୁବ ଚ୍ୟାନେଲ ଏକ ଆଧ୍ୟାତ୍ମିକ ଓ ଭକ୍ତିଭାବ ର ଚ୍ୟାନେଲ, ଏଇ ଚ୍ୟାନେଲ ସବୁବେଳେ ଓଡ଼ିଆ ନୀତିଶିକ୍ଷା ଧର୍ମବାଣୀ ଓ ଆମ ଦୈନଦିନ ଜୀବନରେ ଆବଶ୍ୟକ ଥିବା ନୀତିଶିକ୍ଷା କୁ ଆପଣ ମାନଙ୍କ ପାଖରେ ପରିବେଷଣ କରି ଆପଣ ମାନଙ୍କୁ ଖୁସି କରାଇବା ସହିତ ନିଜର କର୍ମମୟ ଜୀବନରେ ଘଟୁଥିବା ଅଶାନ୍ତି ଓ ଅବସାଦକୁ ଦୁର କରିବା ପାଇଁ ସର୍ବଦା ପ୍ରତିଶୃତି ବଦ୍ଧ, ବର୍ତ୍ତମାନ ସମୟରେ ଅଧ୍ୟାତ୍ମିକ ଭାବନା ଲୋପ ପାଇବାକୁ ବସିଥିବା ବେଳେ, ଆପଣ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରାଇବା ପାଇଁ ଏହା ଆମର ଏକ ଛୋଟିଆ ପ୍ରୟାସ, ଏହି ପ୍ରୟାସକୁ ସଫଳ କରିବା ପାଇଁ ଆପଣ ମାନଙ୍କ ସାହାଯ୍ୟ ଓ ସହଯୋଗ ନିତ୍ୟାନ୍ତ ଆବଶ୍ୟକ, ଅମୃତ କଥାର ସମସ୍ତ କର୍ମକର୍ତ୍ତା ବୃନ୍ଦ ଏଥିପାଇଁ ଆପଣ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ସର୍ବଦା କୃତଜ୍ଞତା ଜ୍ଞାପନ କରିବା ସହିତ ଆପଣ ମାନଙ୍କ ଭଲପାଇବା କୁ ଆର୍ଶୀବାଦ ଭାବି ଚିର ଋଣୀ ହୋଇବେ
ଦୟାକରି ଆମ ଏଇ ଅମୃତକଥାକୁ Subscribe Share ଓ Like କରନ୍ତୁ ଏବଂ ଭିଡିଓ ଦେଖିସାରିବା ପରେ ଆପଣଙ୍କର ସୁଚିନ୍ତିତ ମତାମତ ଆମ କମେଣ୍ଟ ବକ୍ସ ରେ ଲେଖି ଆମକୁ ଜଣାନ୍ତୁ ଏହାହିଁ ଆମ ପାଇଁ ଆର୍ଶୀବାଦ ହେବା ସହିତ, ଆପଣଙ୍କ ମନଲାକ୍ଷୀ କାର୍ଯ୍ୟକ୍ରମ ପ୍ରସାରଣ କରିବା ପାଇଁ ଆମେ ଉତ୍ସାହିତ ହେବୁ 🙏🙏🙏

ଜୟ ମା ବିରଜା

Our Other bloging channel
youtube.com/@birajakrupa


Amruta Katha Odia

ଇଂରାଜୀ ନବବର୍ଷ ଉପଲକ୍ଷେ ସମସ୍ତ ଦର୍ଶକ ମାନଙ୍କୁ ଅମୃତ କଥା ଓଡ଼ିଆ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ, ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଭରି ଦିଅନ୍ତୁ ଆଗାମୀ ୨୦୨୪ ଏତିକି ହିଁ କାମନା, ଜୟ ଜଗନ୍ନାଥ 🙏🙏🙏

2 years ago | [YT] | 3

Amruta Katha Odia

ଆଲୋକର ପର୍ବ ଦୀପାବଳୀ ଉପଲକ୍ଷେ ଅମୃତକଥା ୟୁଟୁବ ଚ୍ୟାନେଲ ତରଫରୁ ସମସ୍ତ ଦର୍ଶକ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା 💐💐💐

2 years ago | [YT] | 1

Amruta Katha Odia

ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅମୃତକଥା ଓଡ଼ିଆ ପରିବାର ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏🙏

2 years ago | [YT] | 4

Amruta Katha Odia

ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀ ଓ ଜାତିରଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏🙏

2 years ago | [YT] | 3

Amruta Katha Odia

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତ ଦର୍ଶକ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐

2 years ago | [YT] | 4

Amruta Katha Odia

ରକ୍ଷା ବନ୍ଧନର ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐💐

2 years ago | [YT] | 7

Amruta Katha Odia

ଭାରତ ମାତା କି ଜୟ

2 years ago | [YT] | 6

Amruta Katha Odia

ପ୍ରିୟ ଦର୍ଶକ ବନ୍ଧୁ, ଆପଣ ମାନଙ୍କ ସ୍ନେହ ଭଲପାଇବା ସଦ୍ଦିଚ୍ଛା କୁ ପାଥେୟ କରି ଅମୃତକଥା ଆପଣମାନଙ୍କ ଆର୍ଶୀବାଦ ପାଇ ଆଗେଇ ଚାଲିଛି ଏହାର ଜନ୍ମ ଠାରୁ ଆଜିଯାଏ ଏହା କେବଳ ପ୍ରତି ରବିବାର ସନ୍ଧ୍ୟା ଛଅ ଘଟିକାରେ ଆଜିଯାଏ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା ଏବେ ଆପଣ ମାନଙ୍କ ଭଲପାଇବା କୁ ସମ୍ମାନ ଦେଇ ଏଣିକି ସପ୍ତାହରେ ଦୁଇଥର କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଏହାର ପ୍ରସାରଣ କମିଟି ସ୍ଥିର କରିଛି, ଯାହା ଆପଣ ମାନଙ୍କ ମତାମତ ଉପରେ ନିର୍ଭର କରେ, ଏଣିକି ପ୍ରସାରଣ ସମୟ ପ୍ରତି ଗୁରୁବାର ଓ ରବିବାର ସନ୍ଧ୍ୟା ଛଅ ଘଟିକାରେ ପ୍ରସାରଣ କରିବା ପାଇଁ ଅନୁମତି ମାଗୁଛି, ଦୟାକରି ମତାମତ ଦେଇ ଆମକୁ ଉତ୍ସାହିତ କରିବାକୁ ଅନୁରୋଧ 🙏🙏🙏🙏🙏

2 years ago | [YT] | 1