Lubun-Tubun Bhakti

Get all types of high-quality Odia Bhajans, Kirtans, Mantras, Aarti, Chalisa, Devotional Song, Videos etc of all Hindu Gods.
So, Surrender Yourself To God With "Lubun-Tubun Bhajan" & Subscribe to Our Channel.

Lubun-Tubun is the leading Ollywood music channel worldwide. When it comes to Odia music, Lubun-Tubun is the leading channel of choice. Play your heart’s strings with our soulful library of songs.

Enjoy & Stay Connected With Us !!

Contact for Bhajan and Bhakti Album
Official Contact & Whatsapp : 9776577525
Email : lubuntubunproduction@gmail.com

✽ website : www.lubuntubun.com


Lubun-Tubun Bhakti

ଇଂରାଜୀ ନବବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🏻😊
#happynewyear2026 #JayJagannath #shreejagannath #lubuntubunbhakti #ltproduction #ltstudio #bhakti
‪@lubuntubunbhakti‬ ‪@LubunTubunBhajan‬

3 weeks ago | [YT] | 1

Lubun-Tubun Bhakti

ଶାମ୍ବ ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🏻😊 ଏହା ହେଉଛି ସୂର୍ଯ୍ୟଙ୍କ ପୂଜା ପର୍ବ । ଏହି ପୂଜା କଲେ ସନ୍ତାନସନ୍ତତିମାନେ ସୂର୍ଯ୍ୟନାରାୟଣଙ୍କ ଶୁଭାଶିଷ ଲାଭ କରନ୍ତି ଓ ଅସାଧ୍ଯ ରୋଗରୁ ଉପଶମ ମିଳିଥାଏ I
#SambaDasami #JayJagannath #shreejagannath #lubuntubunbhakti #ltproduction #ltstudio #bhakti
‪@lubuntubunbhakti‬ ‪@LubunTubunBhajan‬

3 weeks ago | [YT] | 1

Lubun-Tubun Bhakti

ବକୁଳ ଅମାବାସ୍ୟାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🏻😊 I ଏହିଦିନ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବଉଳ ଲାଗିହୁଏ I ଆମ୍ବ ବଉଳର ସୁରକ୍ଷା ପାଇଁ ଗୃହସ୍ଥମାନେ ଦେବଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରନ୍ତି । ଏହି ଦିନ ଘରେ ଘରେ ଗଇଁଠା ପିଠା ପ୍ରସ୍ତୁତ କରାଯାଏ । ଆମ୍ବଗଛରୁ ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟଦେବୀଙ୍କଠାରେ ଭୋଗ ଲଗାଯାଇଥାଏ ।
#Bakulaamabasya #JayJagannath #shreejagannath #lubuntubunbhakti #ltproduction #ltstudio #bhakti
‪@lubuntubunbhakti‬ ‪@LubunTubunBhajan‬

1 month ago | [YT] | 0

Lubun-Tubun Bhakti

ପୌଷ କୃଷ୍ଣ ଏକାଦଶୀକୁ ସଫଳା ଏକାଦଶୀ ନାମରେ ଜଣାଯାଏ ।
ଏହି ପବିତ୍ର ଦିନରେ ଭଗବାନ ବିଷ୍ଣୁଙ୍କୁ ‘ନାରାୟଣ’ ରୂପରେ ପୂଜା କରାଯାଇଥାଏ । 🙏🏻😊
ସଫଳା ଏକାଦଶୀକୁ ସର୍ବଶ୍ରେଷ୍ଠ ଏକାଦଶୀ ବୋଲି କୁହାଯାଏ, କାରଣ ଏହି ଦିନ ନିଷ୍ଠା ଓ ଭକ୍ତି ସହିତ ବ୍ରତ ପାଳନ କରିଲେ ମନୁଷ୍ୟ ଜୀବନରେ ସର୍ବୋତ୍ତମ ସଫଳତା ଲାଭ କରେ ।
ନାରାୟଣଙ୍କ କୃପା ସହ ଏହି ପବିତ୍ର ଏକାଦଶୀ ଆପଣଙ୍କ ଜୀବନକୁ ସଫଳ ଓ ମଙ୍ଗଳମୟ ହେଉ 🙏

#Safalaekadasi #JayJagannath #shreejagannath #lubuntubunbhakti #ltproduction #ltstudio #bhakti
‪@lubuntubunbhakti‬ ‪@LubunTubunBhajan‬

1 month ago (edited) | [YT] | 0

Lubun-Tubun Bhakti

ମାଣବସା ଗୁରୁବାର ଶେଷ ପାଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🏻😊
ମାର୍ଗଶୀର ମାସରେ ପାଳିତ ମାଣବସା ଗୁରୁବାର ହେଉଛି, ମା’ ଲକ୍ଷ୍ମୀଙ୍କ ଘରେ ପ୍ରବେଶ, ଶୁଭ, ସମୃଦ୍ଧିର ପର୍ବ।
ଏହି ଶେଷ ପାଳି ମା’ଙ୍କ ଅନୁଗ୍ରହ ଲାଭ ପାଇବାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦିନ।
📖 ଲକ୍ଷ୍ମୀ ପୁରାଣ ଅନୁଯାୟୀ —
“ଯେଉଁ ଘରେ ମାଣବସା ଗୁରୁବାର ପାଳିତ ହୁଏ,
ସେଠି ରହେ ମା’ ଲକ୍ଷ୍ମୀଙ୍କ ଚିରସ୍ଥାୟୀ ପ୍ରବେଶ ଓ ସମୃଦ୍ଧି।”
#manabasa #gurubar #JayJagannath #shreejagannath #lubuntubunbhakti #ltproduction #ltstudio #Bhakti
‪@lubuntubunbhakti‬ ‪@LubunTubunBhajan‬

1 month ago | [YT] | 0

Lubun-Tubun Bhakti

ପଣ୍ଡୁ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🏻😊
#Pandupurnima #JayJagannath #shreejagannath #lubuntubunbhakti #ltproduction #ltstudio #bhakti
‪@lubuntubunbhakti‬ ‪@LubunTubunBhajan‬

1 month ago | [YT] | 1

Lubun-Tubun Bhakti

ବ୍ୟଞ୍ଜନ ଦ୍ୱାଦଶୀର ହାର୍ଦ୍ଦିକ ଶୁଭେଚ୍ଛା 🙏🏻😊 ବ୍ୟଞ୍ଜନ ଦ୍ୱାଦଶୀ, ଯାହାକୁ ଅଖଣ୍ଡ ଦ୍ୱାଦଶୀ ମଧ୍ୟ କୁହାଯାଏ, ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ଦିନ ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ ଯଶୋଦା ମା’ ତାଙ୍କ ପୁଅ କୃଷ୍ଣଙ୍କ ପାଇଁ ଶତାଧିକ ପ୍ରକାରର ବ୍ୟଞ୍ଜନ ପକାଇ ଖୁଆଇଥିଲେ।
#ByanjanDwadasi #JayJagannath #shreejagannath #lubuntubunbhakti #ltproduction #ltstudio #bhakti
‪@lubuntubunbhakti‬ ‪@LubunTubunBhajan‬

1 month ago | [YT] | 2

Lubun-Tubun Bhakti

ଗୋମତୀ ଏକାଦଶୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🏻😊
ଆଜି ମାର୍ଗଶୀର ମାସ ଶୁକ୍ଳପକ୍ଷ, ମୋକ୍ଷଦା ଏକାଦଶୀ I ଏହି ଦିନ ଯେଉଁମାନେ ବିଧିବିଧାନ ଅନୁସାରେ ଏକାଦଶୀ ବ୍ରତ ପାଳନକରି ଶ୍ରIଦ୍ଧ ଦିଅନ୍ତି ସେମାନଙ୍କର ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ ।
#Gomatiekadasi #JayJagannath #shreejagannath #lubuntubunbhakti #ltproduction #ltstudio #bhakti
‪@lubuntubunbhakti‬ ‪@LubunTubunBhajan‬

1 month ago | [YT] | 0

Lubun-Tubun Bhakti

ମାଣବସା ଗୁରୁବାର ଚତୁର୍ଥ ପାଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🏻😊
ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ ଓଡ଼ିଆ ଘରେ ଭକ୍ତି ଓ ଶ୍ରଦ୍ଧା ସହିତ ପାଳିତ ହୋଇଥାଏ ମା’ ମାଣବସା ଲକ୍ଷ୍ମୀଙ୍କ ପୂଜା।
🙏 ମା’ଙ୍କ ଆଶୀର୍ବାଦରେ ଘରେ ଆସୁ ଧନ, ଧାନ୍ୟ ଓ ସମୃଦ୍ଧି 🌺
#ManabasaGurubar #MargasiraMasa #JayJagannath #MaaLakhsmi #lubuntubunbhakti #ltproduction #ltstudio #bhakti
‪@lubuntubunbhakti‬ ‪@LubunTubunBhajan‬

1 month ago | [YT] | 3

Lubun-Tubun Bhakti

ଓଢଣ ଷଷ୍ଠୀର ହାର୍ଦ୍ଦିକ ଶୁଭେଚ୍ଛା I🙏🏻😊 ଶୀତରୁ ରକ୍ଷା ପାଇବା ପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶୀତ ବସ୍ତ୍ର ଲାଗି ହୁଏ । ଏହାକୁ ଘୋଡ଼ଲାଗି ବେଶ କୁହାଯାଏ । ପ୍ରତିବର୍ଷ ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ମାଘ ଶୁକ୍ଳ ପଞ୍ଚମୀ ଯାଏ ଶ୍ରୀବିଗ୍ରହମାନେ ଘୋଡ଼ ପରିଧାନ କରନ୍ତି । ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ବସ୍ତ୍ର ଲାଗି ହୋଇଥାନ୍ତି ।
#Odhansasthi #JayJagannath #shreejagannath #bhakti #lubuntubunbhakti #ltproduction #ltstudio
‪@lubuntubunbhakti‬ ‪@LubunTubunBhajan‬

1 month ago | [YT] | 2