ଭାରତର ଚତୁର୍ଥ ସ୍ତମ୍ବ ହେଉଛି ଗଣମାଧ୍ୟମ। ତେବେ ବର୍ତ୍ତମାନ କେତେକ ରାଜନେତା ଓ ପୁଞ୍ଜିପତିଙ୍କ ପାଇଁ ଗଣମାଧ୍ୟମ କଳୁଷିତ ଓ କଳଙ୍କିତ। କାରଣ ଗଣତନ୍ତ୍ରର ହତ୍ୟାକାରୀ ମାନଙ୍କ ହାତରେ ଭାରତର ଶାସନ କଳ। ତେବେ ସେମାନଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଏକମାତ୍ର ମାଧ୍ୟମ ହେଉଛି ଗଣମାଧ୍ୟମ, କିନ୍ତୁ କିଛି ଅଣସାମ୍ବାଦିକ ଓ ଅନେକ ସଖିକଣ୍ଢେଇ ଗଣମାଧ୍ୟମ ସଂସ୍ଥାର ମାଲିକମାନେ ସାଜିଛନ୍ତି ସେମାନଙ୍କ ହାତ ବାରିଶୀ। ପ୍ରତି ମୁହୂର୍ତ୍ତରେ ପ୍ରସାରିତ ଅନେକ ଖବର ଭିତରେ ନା ଅଛି ସତ୍ୟତା, ବାସ୍ତବତା ନା ନିରପେକ୍ଷତା । ଆଜିର ଗଣମାଧ୍ୟମ ମୁକ୍ତ ବା ସ୍ଵାଧୀନ ନୁହେଁ। ତେଣୁ ଦୁରାଚାରୀ ଓ ଅତ୍ୟାଚାରୀ ମାନଙ୍କ କବଳରୁ ଚତୁର୍ଥ ସ୍ତମ୍ବକୁ ମୁକୁଳାଇବା ପାଇଁ ସତ୍ୟର ସନ୍ଧାନ କରିବା ଉଦେଶ୍ୟରେ ପାଦ ବଢ଼ାଇବାକୁ ଏକ ଛୋଟ ପ୍ରୟାସ ଆରମ୍ଭ କରୁଛୁ। "କର୍ତ୍ତବ୍ୟ ନ୍ୟୁଜ୍" ତାର ଶୈଶବ ଅବସ୍ଥାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖିବା ଆରମ୍ଭ କଲା । ଏବେ ସବୁ କିଛି ଆପଣ ମାନଙ୍କ ହାତରେ । ଜନତା ଜନାର୍ଦଦନ ହିଁ ସର୍ବେସର୍ବା। ଏବେ ଆପଣ ମାନେ ହିଁ ଆମର ସାହା ଭରସା । ଆପଣ ମାନେ ଆମ ସହିତ ମିଶିଗଲେ, ଆମେ ଆପଣଙ୍କ ବଳରେ ସାରା ଓଡ଼ିଶାରେ ଘଟି ଆସୁଥିବା ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିପାରିବୁ। ଏବେ ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ଅପେକ୍ଷାରେ ରହିଲୁ 🙏 ❤️❤️❤️🙏😊 #KartavyaNews
Shared 3 months ago
3.1K views
Shared 3 months ago
7.6K views
ବିଜେଡ଼ି ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନ ଜନ ସମୁଦ୍ର! / Naveen Patnaik / Sankha Bhawan 🔴Live // Kartavya News
Shared 4 months ago
3.9K views
Shared 5 months ago
777 views
Shared 5 months ago
170 views
Shared 5 months ago
647 views
ନୂଆପଡ଼ା ଉପନିର୍ବାଚନ ପ୍ରଚାର ମୈଦାନରେ BJD ସଭାପତି ଶ୍ରୀ ନବୀନ ପଟ୍ଟନାୟକ/ Naveen Patnaik/ Kartavya News 🔴Live
Shared 5 months ago
1.7K views
Shared 7 months ago
598 views
Shared 8 months ago
278 views
Shared 8 months ago
1K views
Shared 9 months ago
404 views
Shared 9 months ago
7.1K views
Shared 9 months ago
1.9K views
Shared 9 months ago
601 views
Shared 9 months ago
823 views
Shared 9 months ago
1.5K views
Shared 9 months ago
1.7K views
Shared 9 months ago
1K views
Shared 10 months ago
4.2K views
Shared 10 months ago
8.7K views
Shared 10 months ago
1.5K views
Shared 10 months ago
1.4K views
Shared 11 months ago
105 views
Shared 11 months ago
174 views
Shared 11 months ago
1.1K views
Shared 1 year ago
1.4K views
How to Control Your Mind ?/ ଜୀବନ ହାରିବାକୁ ଇଚ୍ଛା ହୁଏ କାହିଁକି..?/Podcast with Dr Smitanjali Nayak🔴Live
Shared 1 year ago
152 views
Podcast With Rajesh / ପିରିୟଡ଼ ହେଲେ ଲୁଚାଇବି କାହିଁକି..?/ Binduja Upadhyay Exposed MLA Arun Sahoo!🔴Live
Shared 1 year ago
1.5K views
Shared 1 year ago
1K views
Shared 1 year ago
40K views
Shared 1 year ago
472 views
Shared 1 year ago
731 views
Shared 1 year ago
447 views
Shared 1 year ago
396 views
Shared 1 year ago
196 views
Shared 1 year ago
156 views