ନମସ୍କାର! 24NEWSODIA କୁ ଆପଣଙ୍କୁ ସ୍ୱାଗତ।
ଏହା ହେଉଛି ଓଡ଼ିଶାର ଏକ ନିର୍ଭୀକ, ସ୍ପଷ୍ଟବାଦୀ ଏବଂ ନିରପେକ୍ଷ ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମ। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କ ସ୍ୱରକୁ ପ୍ରଶାସନ ପାଖରେ ପହଞ୍ଚାଇବା ଏବଂ ଗ୍ରାଉଣ୍ଡ୍ ଜିରୋରୁ ପ୍ରକୃତ ସତ୍ୟକୁ ସାମ୍ନାକୁ ଆଣିବା।
ଆମ ଚ୍ୟାନେଲରେ ଆପଣ ଦେଖିବାକୁ ପାଇବେ:
ଆଞ୍ଚଳିକ ଖବର: ରାଜ୍ୟର ପ୍ରତିଟି କୋଣ ଅନୁକୋଣର ଏବଂ ସ୍ଥାନୀୟ ଅଞ୍ଚଳର ଟିକିନିଖି ଖବର।
RTI ରିପୋର୍ଟ ଓ ଅନୁସନ୍ଧାନ: ସୂଚନା ଅଧିକାର ଆଇନ୍ (RTI) ମାଧ୍ୟମରେ ସରକାରୀ କାର୍ଯ୍ୟର ସ୍ୱଚ୍ଛତା ଏବଂ ଦୁର୍ନୀତି ବିରୋଧରେ ତଥ୍ୟଭିତ୍ତିକ ଅନୁସନ୍ଧାନମୂଳକ ରିପୋର୍ଟ।
ଜନସାଧାରଣଙ୍କ ସମସ୍ୟା: ସରକାରୀ ଯୋଜନାର ବାସ୍ତବ ସ୍ଥିତି ଏବଂ ସାଧାରଣ ଲୋକଙ୍କ ଦୈନନ୍ଦିନ ସମସ୍ୟାର ସିଧାସଳଖ ଉପସ୍ଥାପନା।
ମନୋରଞ୍ଜନ ଓ ଓଲିଉଡ୍: ଓଡ଼ିଆ ଚଳଚ୍ଚିତ୍ର (Ollywood) ଜଗତର ନୂଆ ଅପଡେଟ୍, ସିନେମା ପ୍ରମୋସନ୍ ଏବଂ ସ୍ଥାନୀୟ କଳାକାରଙ୍କ ପ୍ରତିଭା।
ଆପଣଙ୍କ ପ୍ରିୟ ବ୍ରାଣ୍ଡ୍ 24NEWSODIA ସବୁବେଳେ ସାଧାରଣ ଲୋକଙ୍କ ସାଥିରେ ଅଛି। ସଠିକ୍ ଏବଂ ନିରପେକ୍ଷ ଖବର ସବୁଠାରୁ ଆଗରେ ପାଇବା ପାଇଁ ଆଜି ହିଁ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।
ଆମ ସହ ଯୋଡ଼ି ହେବା ପାଇଁ ୟୁଟ୍ୟୁବ୍ରେ ସର୍ଚ୍ଚ କରନ୍ତୁ ଆମର ଅଫିସିଆଲ୍ ହ୍ୟାଣ୍ଡେଲ୍: @24NEWSODIAOFFICIAL
24NEWSODIA
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା
1 month ago | [YT] | 5
View 0 replies
24NEWSODIA
BIG BREAKING
🔴 ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ?
ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଏକ ଦାବି ଭାଇରାଲ୍ ହେଉଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
1 month ago | [YT] | 4
View 0 replies
24NEWSODIA
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ପୁଣିଥରେ ସ୍ପଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦିଲ୍ଲୀ ଗସ୍ତ ସାରି ଆଜି ଭୁବନେଶ୍ବର ଫେରିବା ପରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି।
ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେବା ଉଚିତ। ପୂର୍ବରୁ ମଧ୍ୟ ସେ ସମାନ ଦାବି କରିଥିବା ବେଳେ ଆଜି ପୁଣିଥରେ ଏହି ମନ୍ତବ୍ୟ ଦୋହରାଇଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି
#NaveenPatnaik #BJD #OdishaPolitics #BreakingNewsOdisha #Bhubaneswar #OdishaNews #PoliticalNews #EducationMinister #NewsUpdate
2 months ago | [YT] | 4
View 0 replies
24NEWSODIA
ରେଳ ଯାତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ କ୍ରାନ୍ତି। ଏବେ ଷ୍ଟେସନରେ ସନ୍ଦିଗ୍ଧ ଗତିବିଧି ଏବଂ ଯାତ୍ରୀଙ୍କ ନିରାପତ୍ତା ଉପରେ କଡ଼ା ନଜର ରଖିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସମ୍ପନ୍ନ ରୋବଟ।
ଇଷ୍ଟକୋଷ୍ଟ ରେଲଓ୍ୱେ ପକ୍ଷରୁ ଏହି ଅତ୍ୟାଧୁନିକ ରୋବଟକୁ ରେଳ ସେବାରେ ସାମିଲ କରାଯାଇଛି, ଯାହାର ନାମ ରଖାଯାଇଛି 'DAC ଅର୍ଜୁନ'
#BreakingNews #EastCoastRailway #OdishaNews #DACArjun #AIRobot #RailwaySafety #SmartRailways
2 months ago | [YT] | 3
View 0 replies
24NEWSODIA
ଆପଣଙ୍କ ଅଞ୍ଚଳରେ ମଧ୍ୟ ଏମିତି ଅଭିଯୋଗ ପ୍ରକୋଷ୍ଠ ଦରକାର କି? ଆପଣଙ୍କ ମତାମତ ଦିଅନ୍ତୁ
https://youtu.be/GJH1P59XVXw
2 months ago | [YT] | 0
View 0 replies
24NEWSODIA
24newsodia ଏବେ ଆପଣଙ୍କ ସାମ୍ନାକୁ ଆସୁଛି ଏକ ସମ୍ପୂର୍ଣ୍ଣ ନୂଆ ଅନ୍ଦାଜରେ।
ଆମେ କେବଳ ହେଡ୍ଲାଇନ୍ସ ଦେଖାଉନାହୁଁ, ବରଂ ପ୍ରତିଟି ଖବର ପଛର ଅସଲ ସତ୍ୟକୁ ଆପଣଙ୍କ ସାମ୍ନାକୁ ଆଣୁ। ଯେଉଁଠି ଖବରର ମାନେ କେବଳ ସତ, ସତ ଆଉ ସତ! 🤝
ସତ୍ୟର ଏହି ନୂଆ ଯାତ୍ରାରେ ସାମିଲ ହୁଅନ୍ତୁ।
#24NewsOdia #AsaliKhabar #OdiaNews #TruthMatters #DigitalMedia
2 months ago | [YT] | 3
View 0 replies
24NEWSODIA
ଧର୍ମଶାଳା ବିଧାୟକଙ୍କ ସେହି ସବୁ ଆକ୍ସନ୍ ଏବଂ ଲୋକାଭିମୁଖୀ କାର୍ଯ୍ୟ, ଯାହା ଏବେ ବିରୋଧୀ ଶିବିରରେ ହଲଚଲ୍ ସୃଷ୍ଟି କରିଛି। ନିଜର ଦମଦାର ନିଷ୍ପତ୍ତି, ତୁରନ୍ତ ସମସ୍ୟାର ସମାଧାନ ଏବଂ ବିକାଶମୂଳକ ପଦକ୍ଷେପ ମାଧ୍ୟମରେ ବିଧାୟକ କିପରି ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି ...
ବିଧାୟକଙ୍କ ନୂଆ ଆକ୍ସନ୍ ପ୍ଲାନ୍ କଣ?
ବିରୋଧୀ ଦଳ କାହିଁକି ଚିନ୍ତାରେ ଅଛନ୍ତି?
#DharmasalaMLA #OdishaPolitics #OdishaNews #Dharmasala #PoliticalNewsOdia #OdishaElections2026 #OdiaNewsUpdate @himanshushekhar_sahoo
3 months ago | [YT] | 28
View 2 replies
24NEWSODIA
ଦୀର୍ଘ ୨୪ ବର୍ଷ ଧରି ଧର୍ମଶାଳାରେ ଚାଲିଥିବା ପ୍ରକୃତ ଖେଳ ଏବେ ପଦାରେ ପଡ଼ିବ ଧର୍ମଶାଳାରେ ବିଜେଡ଼ି ସରକାରଙ୍କ 'କଳା କାରନାମା' ଓ ଲୁଚି ରହିଥିବା ମହାଗୁମରର ପେଡ଼ି ଖୋଲିବାକୁ ଯାଉଛି 24NEWSODIA
#Dharmasala #BJD #24NewsOdia #OdishaPolitics #OdishaNews #InvestigativeReport #TruthExposed #DharmasalaNews #BJDExposed #OdishaElections #PoliticalNewsOdisha
3 months ago | [YT] | 10
View 2 replies
24NEWSODIA
ମୋହନ ସରକାରଙ୍କ ବଡ଼ ପ୍ଲାନ୍! କାହାର କଟିବ ଚୌକି, କିଏ ମାରିବ ବାଜି?
3 months ago | [YT] | 4
View 0 replies
24NEWSODIA
ସିଦ୍ଧାନ୍ତ, ଅନୁଭବ ନା ଅରିନ୍ଦମ? ଓଡ଼ିଶାରେ କିଏ ହେବେ ଥାଲାପଥି ବିଜୟ!
4 months ago | [YT] | 19
View 8 replies
Load more