Khabar Fatafat Odia

ଜୟ ଜଗନ୍ନାଥ ସମସ୍ତଙ୍କୁ ନମସ୍କାର 🙏🙏🙏🙏🙏🙏🙏

YouTube channel Khabar Fatafat odia
(ଖବର ଫଟାଫଟ୍ ଓଡ଼ିଆ) ତରଫରୁ ସମସ୍ତଙ୍କୁ ସ୍ବାଗତ 🙏🙏

ଖବର ଫଟାଫଟ୍ ଓଡ଼ିଆ — ସତ୍ୟକୁ ସାମ୍ନାକୁ ଆଣିବ, ଅନ୍ୟାୟ, ହତ୍ୟାଚାର୍ ଓ ଦୁର୍ନୀତି ବିରୁଦ୍ଧରେ ଲଢି, ପର୍ଦାଫାସ କରିବ ଏବଂ ସଦା ସର୍ବଦା ଲୋକଙ୍କ ସ୍ୱରକୁ ପହଞ୍ଚାଇବ।" 🙏🙏

📢 ଖବର ଫଟାଫଟ୍ ଓଡ଼ିଆ ଚ୍ୟାନେଲ୍ କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ |

Khabar Fatafat Odia is a digital news channel delivering fast and reliable updates in Odia, covering breaking news, politics, sports, and regional issues. It’s a quick source for news in Odisha.



Khabar Fatafat Odia

🌾 ନୂଆଁଖାଇ ଜୁହାର 🙏
ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ।
ଖବର ଫଟାଫଟ୍ ଓଡ଼ିଆ ତରଫରୁ ନୂଆଁଖାଇର ହାର୍ଦ୍ଦିକ ଶୁଭେଚ୍ଛା । 🌾
#ନୂଆଁଖାଇଜୁହାର
#Nuakhai
#Nuakhai2026
#NuakhaiJuhar
#HappyNuakhai
#ଓଡ଼ିଆପର୍ବ
#SambalpuriCulture
#OdiaCulture
#OdiaFestival
#KhabarFatafatOdia
#ଖବରଫଟାଫଟ୍ଓଡ଼ିଆ

3 days ago | [YT] | 0

Khabar Fatafat Odia

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ! ୮ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସୁରେଶ ବାଲା !
#KhabarFatafatOdia #Vigilance #Malkangiri #RevenueInspector #BribeCase #OdishaNews #VigilanceRaid #BreakingNews #Corruption #MalkangiriNews #OdishaVigilance

4 weeks ago | [YT] | 0

Khabar Fatafat Odia

🇮🇳 ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା 🇮🇳
ଆମ ତ୍ରିରଙ୍ଗାର ଗୌରବ ସଦା ଅକ୍ଷୁଣ୍ଣ ରହୁ। ଜୟ ହିନ୍ଦ୍! 🇮🇳

#IndependenceDay #HappyIndependenceDay #15August #JaiHind #India #କ୍ଷୁଦ୍ର_ଭାରତ #ସ୍ୱାଧୀନତା_ଦିବସ #KhabarFatafatOdia

1 month ago | [YT] | 1

Khabar Fatafat Odia

ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ପରଲୋକ। ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶାର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ। 🙏
#SushantSingh #BhatliMLA #OdishaPolitics #RIP #WesternOdisha #PoliticalNews #Bhubaneswar #Bhatli #LeaderLoss #OdishaGovernment #KhabarFatafatOdia #BreakingNewsUpdate #OdishaNews #OdiaNews #BreakingNews

1 month ago | [YT] | 2

Khabar Fatafat Odia

🏆 #ଇଣ୍ଡିଆନ_ଆଇଡଲ_ମଞ୍ଚରେ_ଓଡ଼ିଆ_ସ୍ୱର 🇮🇳🎤
🎉 ଇତିହାସ ରଚିଲେ ଓଡ଼ିଆ ଝିଅ!
ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଜ୍ୟୋତିର୍ମୟୀ ନାୟକ।
ସମଗ୍ର ଦେଶରେ ଓଡ଼ିଶାର ଗୌରବ ବଢ଼ାଇ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ। ତାଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା। 🌸
#JyotirmayeeNayak #IndianIdol16 #Winner #OdishaPride #OdiaTalent #Music #GrandFinale #KhabarFatafatOdia #BreakingNews #EntertainmentNews

1 month ago | [YT] | 6

Khabar Fatafat Odia

🙏 ପବିତ୍ର ବାହୁଡ଼ା ଯାତ୍ରାର ପାବନ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ! 🚩

ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ। ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ଭରିଯାଉ।

ଜୟ ଜଗନ୍ନାଥ! 🙏🚩
#BahudaYatra #BahudaYatra2026 #JaiJagannath #Jagannath #Puri #ShreeJagannath #LordJagannath #Odisha #RathYatra #Spiritual #Festival #JaiJagannath🙏 #KhabarFatafatOdia #Odia #Bahuda

1 month ago | [YT] | 2

Khabar Fatafat Odia

ଭୁବନେଶ୍ୱର DCP ଜଗମୋହନ ମୀନାଦେଲେ ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ଛାଡ଼ିଲେ ପଦ !....
#JagmohanMeena #DCPBhubaneswar #BhubaneswarPolice #OdishaPolice #IPS #BreakingNews #OdishaNews #KhabarFatafatOdia #DGPKhurania #Bhubaneswar

2 months ago | [YT] | 13

Khabar Fatafat Odia

ଚାଉଳିଆଗଞ୍ଜ ଥାନା IIC ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ! #Cuttack #Chauliaganj #BeautyMohanty #IICBeautyMohanty #OdishaPolice #MysteryDeath #BreakingNews #OdishaNews #CuttackNews #ChauliaganjPoliceStation #OdishaMirrorLive #Odisha #LatestNews #PoliceNews #CrimeNews #OdishaUpdate #NewsAlert #OdishaBreakingNews

2 months ago | [YT] | 0

Khabar Fatafat Odia

ଆଜିଠୁ ୪ ଦିନ ଭିଜିବ ଓଡ଼ିଶା, ଜାରି ହେଲା ହେଭି ରେନ୍ ଆଲର୍ଟ ! 🌧️#WeatherAlert #OdishaRain #HeavyRainAlert #Monsoon2026 #OdishaWeather #RainUpdate #BreakingNews #OdishaNews #ପାଣିପାଗ_ସତର୍କତା #ଓଡ଼ିଶା_ବର୍ଷା #ମୌସୁମୀ #HeavyRain #KhabarFatafatOdia 🌧️⚡

2 months ago | [YT] | 1