GOKULANANDA MALLICK
ଇଂରାଜୀ ନବ ବର୍ଷ ୨୦୨୫ ଉପଲକ୍ଷେ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା। ଏହି ନବ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବର୍ଷ ହେଉ। ୨୦୨୫ ଆମ ରାଜ୍ୟ ପାଇଁ ପ୍ରଗତି ଓ ଉନ୍ନତିର ଏକ ମାଇଲଖୁଣ୍ଟ ହେଉ, ଏହା ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରୁଛି। #HappyNewYear -2025
1 year ago | [YT] | 2
View 0 replies
ଆଜି ମୋର ପରମ ସୌଭାଗ୍ୟ ମହାନ୍ ଆଧ୍ୟାତ୍ମିକ ଗୁରୁ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବି ଶଙ୍କର ଗୁରୁଦେବଙ୍କ ଦର୍ଶନ ଓ ସାନିଧ୍ୟ ଲାଭ ହେଲା। Gurudev Sri Sri Ravi Shankar
1 year ago | [YT] | 3
ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଦାନା’ ଦ୍ୱାରା ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି । ବିଶେଷ ଭାବରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବାତ୍ୟା 'ଦାନା' ଦାଉରୁ ପ୍ରାଣିସମ୍ପଦଙ୍କୁ ସୁରକ୍ଷିତ ରଖିବା ପାଇଁ ଆମ ବିଭାଗ ତତ୍ପର ରହିଅଛି। ଗୃହ ପାଳିତ ପଶୁ ଓ ବୁଲା ଗାଈ ଓ ଗୋରୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ତାଙ୍କ ଖାଦ୍ୟ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଅବଲମ୍ବନ କରାଯାଇଛି। ଏଥି ସହ ଆମ ବିଭାଗ ତରଫରୁ ଭଦ୍ରକର ବାସୁଦେବପୁର ଓ ଚାନ୍ଦବାଲି, ବାଲେଶ୍ବରର ଜଳେଶ୍ଵର ବ୍ଲକ, ଜଗତସିଂପୁରର ରଘୁନାଥପୁର ଠାରେ ପ୍ରାଣୀସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ଜନ ସାଧାରଣଙ୍କୁ ପୁନର୍ବାର ମୁଁ ଅନୁରୋଧ କରିବି ନିଜ ଗୃହ ପାଳିତ ପଶୁ କିମ୍ବା ବୁଲା ଗାଈ ଗୋରୁଙ୍କ ସୁରକ୍ଷିତ ଆଶ୍ରୟ ଦିଅନ୍ତୁ, ତାଙ୍କ ଖାଦ୍ୟ ଓ ରକ୍ଷଣା ବେକ୍ଷଣ ପାଇଁ ଆମ ବିଭାଗର ସ୍ଥାନୀୟ ଅଧିକାରୀ କିମ୍ବା ପଶୁ କଲ୍ୟାଣ ସଂଗଠନଙ୍କ ସହ ଯୋଗାଯୋଗରେ ରୁହନ୍ତୁ।ରାଜ୍ୟରେ ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ଆମ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ଏଭଳି ସମୟରେ ଜନସାଧାରଣ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ବାତ୍ୟା ସତର୍କ ସୂଚନା ମାନିବାକୁ ମଧ୍ୟ ମୁଁ ଅନୁରୋଧ କରୁଛି । #CycloneDana
1 year ago | [YT] | 0
GOKULANANDA MALLICK
ଇଂରାଜୀ ନବ ବର୍ଷ ୨୦୨୫ ଉପଲକ୍ଷେ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା।
ଏହି ନବ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବର୍ଷ ହେଉ। ୨୦୨୫ ଆମ ରାଜ୍ୟ ପାଇଁ ପ୍ରଗତି ଓ ଉନ୍ନତିର ଏକ ମାଇଲଖୁଣ୍ଟ ହେଉ, ଏହା ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରୁଛି। #HappyNewYear -2025
1 year ago | [YT] | 2
View 0 replies
GOKULANANDA MALLICK
ଆଜି ମୋର ପରମ ସୌଭାଗ୍ୟ ମହାନ୍ ଆଧ୍ୟାତ୍ମିକ ଗୁରୁ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବି ଶଙ୍କର ଗୁରୁଦେବଙ୍କ ଦର୍ଶନ ଓ ସାନିଧ୍ୟ ଲାଭ ହେଲା। Gurudev Sri Sri Ravi Shankar
1 year ago | [YT] | 3
View 0 replies
GOKULANANDA MALLICK
ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଦାନା’ ଦ୍ୱାରା ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି ।
ବିଶେଷ ଭାବରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବାତ୍ୟା 'ଦାନା' ଦାଉରୁ ପ୍ରାଣିସମ୍ପଦଙ୍କୁ ସୁରକ୍ଷିତ ରଖିବା ପାଇଁ ଆମ ବିଭାଗ ତତ୍ପର ରହିଅଛି। ଗୃହ ପାଳିତ ପଶୁ ଓ ବୁଲା ଗାଈ ଓ ଗୋରୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ତାଙ୍କ ଖାଦ୍ୟ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଅବଲମ୍ବନ କରାଯାଇଛି। ଏଥି ସହ ଆମ ବିଭାଗ ତରଫରୁ ଭଦ୍ରକର ବାସୁଦେବପୁର ଓ ଚାନ୍ଦବାଲି, ବାଲେଶ୍ବରର ଜଳେଶ୍ଵର ବ୍ଲକ, ଜଗତସିଂପୁରର ରଘୁନାଥପୁର ଠାରେ ପ୍ରାଣୀସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସମସ୍ତ ଜନ ସାଧାରଣଙ୍କୁ ପୁନର୍ବାର ମୁଁ ଅନୁରୋଧ କରିବି ନିଜ ଗୃହ ପାଳିତ ପଶୁ କିମ୍ବା ବୁଲା ଗାଈ ଗୋରୁଙ୍କ ସୁରକ୍ଷିତ ଆଶ୍ରୟ ଦିଅନ୍ତୁ, ତାଙ୍କ ଖାଦ୍ୟ ଓ ରକ୍ଷଣା ବେକ୍ଷଣ ପାଇଁ ଆମ ବିଭାଗର ସ୍ଥାନୀୟ ଅଧିକାରୀ କିମ୍ବା ପଶୁ କଲ୍ୟାଣ ସଂଗଠନଙ୍କ ସହ ଯୋଗାଯୋଗରେ ରୁହନ୍ତୁ।
ରାଜ୍ୟରେ ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ଆମ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ଏଭଳି ସମୟରେ ଜନସାଧାରଣ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ବାତ୍ୟା ସତର୍କ ସୂଚନା ମାନିବାକୁ ମଧ୍ୟ ମୁଁ ଅନୁରୋଧ କରୁଛି । #CycloneDana
1 year ago | [YT] | 0
View 0 replies