Hello everyone, ଜୟ ଜଗନ୍ନାଥ 🙏..... ମୁଁ ପ୍ରୀତିଛନ୍ଦା ମୋ ଚ୍ୟାନେଲ୍ କୁ ବୋହୁତ୍ ବୋହୁତ୍ ସ୍ୱାଗତ୍ କରୁଛି, ମୋର ଏହି ଚ୍ୟାନେଲ୍ ଟି ସବୁ ମା, ଭଉଣୀ,ବାପା ଓ ଭାଇ ମାନଙ୍କ ପାଇଁ, ରୋଷେଇ କରିବାକୁ ମୋତେ ବୋହୁତ୍ ଭଲ ଲାଗେ, ନିଜେ ରାନ୍ଧି ନିଜ ପରିବାର ଲୋକଙ୍କୁ ଓ ଅତିଥି ମାନଙ୍କୁ ନୂଆ ନୂଆ ଖାଦ୍ୟ ପରସିବାରେ ମୋତେ ବୋହୁତ୍ ଆନନ୍ଦ ମିଳେ।ମୁଁ ମୋ ବାବା ବୋଉ ଓ ଭଗବାନ ଙ୍କ ଚରଣ ରୁ ଆଶୀର୍ବାଦ ନେଇ ମୋ youtube ଚ୍ୟାନେଲ୍ ଆରମ୍ଭ କଲି ଏଥିରେ ମୁଁ ବିଭିନ୍ନ ପ୍ରକାରର ଖାଦ୍ୟ recipe ନେଇକି ଆସିବି, ତେଣୁ ମୋର ବୋହୁତ୍ ବୋହୁତ୍ ଅନୁରୋଧ କି ଆପଣ ମାନେ ମୋତେ ଆଶୀର୍ବାଦ ପ୍ରଦାନ କରନ୍ତୁ, ଓ ମୋର କିଛି ଟା ସ୍ଵପ୍ନ ସାକାର କରିବାରେ ମୋତେ ସାହାଯ୍ୟ କରନ୍ତୁ, ସବୁ ଗୁରୁଜନଙ୍କୁ ଙ୍କୁ ମୋର ପ୍ରଣାମ ଓ ସାନ ଭାଇ ଭଉଣୀ ଙ୍କୁ ମୋ ସ୍ନେହ ଦେଇ ଆଜି ଠୁ youtube journey ଆରମ୍ଭ କଲି,plz ମୋ ଚ୍ୟାନେଲ୍ ଟି କୁ subscribe କରିବେ 🥰 ଧନ୍ୟବାଦ୍ 🙏🙏
@pritichhandamohanty555
@youtube
@odisha
@foodvloger
#content creater
#odiarecipe
#odiaauthentikerecipe
#pannergrevy
#chillichicken
#chickenbiryani
#ghantatarkari
#panasatarkari
#panasadalma
#mugapanasadalma
#ghuguni
All odia authentic recipe
Shared 1 month ago
217 views
Shared 6 months ago
303 views
Shared 7 months ago
2.9K views
Shared 7 months ago
948 views
Shared 7 months ago
0 views
Shared 7 months ago
0 views