Bibhu study center

Hlw friends my name is bibhu. Welcome to my channel bibhu study center 🙏 I am from Jajpur.
ଏହି ଚ୍ୟାନେଲ୍ ରେ ବିଭିନ୍ନ ପ୍ରକାରର Gk video, Current Affairs ଆପଣମାନେ ପାଇପାରିବେ ଯାହାକି ଆପଣମାନେ ଯଦି କୌଣସି Govt exam ବା ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତାହେଲେ ଏହି channel ଆପଣଙ୍କୁ ବହୁତ୍ ମାତ୍ରାରେ ଆଗକୁ ବଢେଇବା ସହ ସରକାରୀ ପରୀକ୍ଷାର Gk/Gs/Current Affairs ରେ ଏହି ଚ୍ୟାନେଲ ର ଭୂମିକା ବହୁତ୍।👍 ସମସ୍ତ odisha Government job ର Gk video ଆମ ଚ୍ୟାନେଲ ରେ ଆପଣ ପାଇପାରିବେ।
Also helpful for - Railway/Police exam/OSSC/OSSSC/ Banking & Others

Follow me on Instagram - _ajit_patra_

🔴 I will teach you in this channel 👉
General knowledge
Current affairs
General studies
All Government exams pyq
Govt job updates


Dhanyawad 💗🙏
ଜୟ ଜଗନ୍ନାଥ 🙏

Please don't forget about like share and subscribe my channel 🙏