ହାଲୋ,
ବନ୍ଧୁଗଣ ଆପଣ ମାନଙ୍କୁ ନାୟକ ଫେମିଲି Eating Show ତରଫରୁ ନମସ୍କାର ଜଣାଉଛି। ମୋର ଏହି ନାୟକ
ଫେମିଲି Eating Show ଜରିଆରେ ଆମର ଘରେ ପ୍ରତ୍ୟେକ ଦିନ ରୋଷେଇ ହେଉଥିବା ଖାଦ୍ୟ ମୁଁ ଖାଉଛି। ମୋର ଝିଅ
ଖାଇବାକୁ ଦେଇଛି ଏବଂ ଦେଉଛି daily routine ଅନୁସାରେ daily food। ଏହି channel ମାଧ୍ୟମରେ ଆପଣ ମାନେ
ଦେଖିବାକୁ ପାଇବେ odia (ଓଡ଼ିଆ) ଲୋକମାନେ କଣ ସବୁ ଖାଆନ୍ତି ପ୍ରତ୍ୟେକ ଦିନର ସମୟ ଅନୁସାରେ। ମୁଁ ପ୍ରତ୍ୟେକ ଦିନ
ସମୟ ଅନୁସାରେ ମୁଁ ପ୍ରତ୍ୟେକ ଦିନ କଣ ଖାଉଛି (I will show in my ନାୟକ ଫେମିଲି Eating Show about
What I and our family members eating daily food in odia culture with odia food.
#ନାୟକ ଫେମିଲି eating show
#ଝିଅ ମୋର ଖାଇବାକୁ ଦେଇଛି
#ଗରମ୍ ଭାତ ସହିତ
#shorts
#odia thali
#food
#vlogs
#odia recipe
#asmr
#eating show
ଯଦି ମୋର ଭିଡିଓ ଗୁଡ଼ିକ ଆପଣ ମାନଙ୍କୁ ଭଲ ଲାଗିଲେ
ନିଶ୍ଚୟ ଲାଇକ, କମେଣ୍ଟ,ଓ subscribe କରିବାକୁ ଭୁଲି ବେନି
ଜୟ ଜଗନ୍ନାଥ ।।