Khanti Odia Horror 

ନମସ୍କାର ବନ୍ଧୁମାନେ ଆମ ଚାନେଲ " Khanti Odia Horror " କୁ ଆପଣ ମାନଙ୍କୁ ସ୍ୱାଗତ ।
ଏହି ଚାନେଲ ରେ ଆମେ ନିୟମିତ ଭାବେ ଓଡ଼ିଆ ଭାଷା ରେ Odia Mysterious Video , Odia Horror Story ଏବଂ ଅନ୍ୟାନ୍ୟ Video Upload କରିଆସୁଛୁ , ଯାହା ଆପଣଙ୍କ ମନୋରଞ୍ଜନ ସହିତ knowledge ବଢ଼ାଇ ଥାଏ । ତେଣୁ ଶୀଘ୍ର ଆମର ଚାନେଲ କୁ Subscribe କରିନିଆନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହ share କରନ୍ତୁ ।

For Promotion or any Queries Please contact through our Gmail :- khantiodiagapa@gmail.com



Khanti Odia Horror

ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ।।
ଜୟ ଜଗନ୍ନାଥ 🙏

3 years ago (edited) |[YT] | 2,310

Khanti Odia Horror

3 years ago |[YT] | 1,062

Khanti Odia Horror

Jay Shree Ram

3 years ago |[YT] | 2,226

Khanti Odia Horror

Jai Jagannatha (ଜୟ ଜଗନ୍ନାଥ) In Comment .

3 years ago |[YT] | 3,285

Khanti Odia Horror

ଟମକ ଶୁଣି ମୁହିଁ ଟାଣେ ଆସିଛି ଧାଇଁ
ଟାଣ ନ ଭାଙ୍ଗ ମୋର ହରି
ଟାଣ ଗୁହାରୀ ମୋର ଟାଣି ନିଅ କର୍ଣ୍ଣର
ଟେକି ଟୋପରେ ନ’ଦେ ପେଲି ହେ ।
ଟଳ ଟଳିଆ ମୋ ସ୍ୱଭାବ ଟିକିଏ ନାହିଁ ଭକ୍ତିଭାବ
ଟେଳାରୁ ହୀନ ମୁହିଁ ଟାଣ ଧରିବି କାହିଁ
ଟିପିଲେ ରେଣୁର ସଂଭବ ହେ ଜଗନ୍ନାଥ । ।

3 years ago |[YT] | 1,862

Khanti Odia Horror

Jai Jagannatha (ଜୟ ଜଗନ୍ନାଥ)

3 years ago |[YT] | 3,282

Khanti Odia Horror

ଊନପଂଚାଶ ଛନ୍ଦି ଊନବିଂଶ ଛ’ ବନ୍ଦି
ଉତମ ପାଂଚ ଗୁରୁ ନେଲି
ଉଦେଗିରିରେ ମୁହିଁ ଉତ୍ପଳ ପରେ ଥୋଇ
ଅତ୍ୟନ୍ତ ପ୍ରୀତ ମୁଁ ହୋଇଲି ହେ ।
ଉଦ୍‌ବିଗ୍ନ ଚିତ ଦୂର କଲି ଉଜ୍ଜ୍ୱଳ ଜ୍ୟୋତି ନିରୁପିଲି
ଉପଚାର ଅଭାବ ଉପଚାର ସ୍ୱଭାବ
ଉପଚାରରେ ପୂଜା କଲି ହେ ଜଗନ୍ନାଥ । ।

3 years ago |[YT] | 2,326

Khanti Odia Horror

ଘସ୍ରନାଥ ମଣ୍ଡଳେ ରହି ଘୋର ତମରେ ହେଲି ଦହି
ଘଟେ ବିପରୀତକୁ ଘଟଣା ମୋ ବେଳକୁ
ଘଟରେ କିବା କାର୍ଯ୍ୟ ରହି ହେ ଜଗନ୍ନାଥ ।

3 years ago |[YT] | 1,774

Khanti Odia Horror

ଘଟେ ପୁରାଇ ମୋର ଘଟଣ ରୂପସାରି
ଘୋଷିଲି ଘେରାଇ ମାନସ
ଘଉଡ଼ାଇ ନ ଦିଅ ଘଂଟ ଘୋଡ଼ାଇ ଦିଅ
ଘୋର ବିପତି ଯାଉ ନାଶ ହେ ।

3 years ago |[YT] | 2,807

Khanti Odia Horror

ଗରିବ ଦୁଃଖ ହରା ଗଙ୍ଗାଧର ପସରା
ଗଜ ବିପତି ହରା ହରି
ର୍ବ ପର୍ବତ ମୋର ଗରୁଡ଼େୟ ନ ଟାଳ
ଗରିଷ୍ଠ ତ୍ରାସ ଦିଅ ଟାଳି ହେ ।
ଗୁରୁଙ୍କ ସେବା ନାହିଁ ମୋର ଗୃହ ଜଞ୍ଜାଳେ ନେଲି କାଳ
ଗଣରେ ନୋହେ ଗଣା ଗୁଣି ପାଇଲି ଘୃଣା
ଗଞ୍ଜିଲି ଗୁରୁଙ୍କୁ ମୋହର ହେ ଜଗନ୍ନାଥ ।

3 years ago |[YT] | 1,968