Kalinga Jhia Ranju

ଜୟ ଜଗନ୍ନାଥ 🙏
ଜୟ ମା ଶାରଳା 🙏

ଆପଣମାନଙ୍କୁ ମୋ ଚ୍ୟାନେଲ୍ କୁ ସ୍ଵାଗତ କରୁଛି 🙏

ମୋ ନାଁ ରଶ୍ମି ରଞ୍ଜନ ସାହୁ ( ରଞ୍ଜୁ ) ମୁଁ କଟକ ଜିଲ୍ଲା ର,ମୁଁ ଆମ ଭିଡିଓ ମଧ୍ୟମ ରେ ଆମ ନିତିଦିନିଆ ଜୀବନଶୈଳୀ ଆପଣମାନଙ୍କୁ ଦେଖାଇବାକୁ ଚେଷ୍ଟା କରେ🙏❤️

ଯଦି ଆପଣ ଆମ ଭିଡିଓକୁ ଦେଖିଛନ୍ତି ତାହାହେଲେ ଭିଡିଓ କୁ Like,Comment,Share କରି ଚ୍ୟାନେଲ କୁ subscribe କରିଦିଅନ୍ତୁ🙏

ଆଶାକରୁଛି ଆପଣ ମାନଙ୍କର support ପାଇଁ ମୁଁ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ପାଖରେ ପହଞ୍ଚି ପାରିବି 🙏🙏


In this channel, I have sharing my family vlogs, lifestyle videos. Also our videos will cover travel vlogs, food vlogs and challenges videos. Videos will be upload daily basis.
Thank you.