ଜୟ ଜଗନ୍ନାଥ ସାଙ୍ଗମାନେ sahoo education point କୁ ଆପଣ ମାନଙ୍କୁ ସ୍ଵାଗତ ଜଣାଉଛି। ଏହି Chanel ମାଧ୍ୟମ ରେ ଆପଣମାନେ ଓଡ଼ିଆ gov. Job ର ସବୁଠୁ latest update ଜାଣିପାରିବେ । gov. Job exam preparation ପାଇଁ ସବୁ କିଛି ପ୍ଲାନ ଆଉ ସବୁ subject ର class ଆମ ଏହି Chanel ମାଧ୍ୟମ ରେ ପାଇପାରିବେ।
ଆପଣମାନେ ଆମ ଏହି education family ରେ ଯୋଗ ଦେଇ ଆମକୁ ଉତ୍ସାହିତ କରନ୍ତୁ।
ଆମ Chanel କୁ subscribe କରିବା ସହ ସାଙ୍ଗ ମାନଙ୍କୁ share କରି ଆମ ଏହି ଛୋଟ family ku ସହଯୋଗ କରନ୍ତୁ।
ଧନ୍ୟବାଦ୍ 🙏। jay jagannath 🙏।
For Business Or sponsorship contact - sahooeducation5@gmail.com
𝕊𝔸ℍ𝕆𝕆 𝔼𝔻𝕌ℂ𝔸𝕋𝕀𝕆ℕ ℙ𝕆𝕀ℕ𝕋
CHOICE YOUR Fashion 🤗 । Fiew time left
youtube.com/shopcollection/SCUCJv6A5Cjl42M1qJuOc2d…
2 days ago | [YT] | 6
View 0 replies
𝕊𝔸ℍ𝕆𝕆 𝔼𝔻𝕌ℂ𝔸𝕋𝕀𝕆ℕ ℙ𝕆𝕀ℕ𝕋
https://youtu.be/H2sa70vw92s?si=CFr9X...
ଏବେ ପ୍ରତ୍ୟେକ exam ରେ mathematics ର SIMPLE INTREST/COMPOUND INTREST ରୁ ବହୁତ ସାରା ପ୍ରଶ୍ନ ଆସୁଛି। ଏହି video ଟି ଦେଖନ୍ତୁ Chanel ର ପ୍ରଥମ video ହେଲେ ବି ବହୁତ କିଛି ଶିଖି ପାରିବେ।
3 weeks ago | [YT] | 6
View 0 replies
𝕊𝔸ℍ𝕆𝕆 𝔼𝔻𝕌ℂ𝔸𝕋𝕀𝕆ℕ ℙ𝕆𝕀ℕ𝕋
“କର୍ମରେ ରହୁ ସଫଳତା, ହାତରେ ରହୁ କୌଶଳ,
ମହାପ୍ରଭୁ ବିଶ୍ୱକର୍ମା ଭରିଦିଅନ୍ତୁ ଜୀବନରେ ଖୁସି ଓ ସମୃଦ୍ଧିର ଆଲୋକ।
ସବୁ କାମରେ ମିଳୁ ସଫଳତା, ପ୍ରତି ପଦକ୍ଷେପରେ ହେଉ ଉନ୍ନତି,
ଆପଣ ଓ ଆପଣଙ୍କ ପରିବାରକୁ ଶୁଭ ବିଶ୍ୱକର୍ମା ପୂଜାର ହାର୍ଦ୍ଦିକ ଶୁଭେଚ୍ଛା।” 🙏🌺
ଜୟ ଶ୍ରୀ ବିଶ୍ୱକର୍ମା 🙏
3 weeks ago | [YT] | 54
View 0 replies
𝕊𝔸ℍ𝕆𝕆 𝔼𝔻𝕌ℂ𝔸𝕋𝕀𝕆ℕ ℙ𝕆𝕀ℕ𝕋
Achieve your success
https://youtu.be/BHxY5SXYZGQ
4 weeks ago (edited) | [YT] | 65
View 2 replies
𝕊𝔸ℍ𝕆𝕆 𝔼𝔻𝕌ℂ𝔸𝕋𝕀𝕆ℕ ℙ𝕆𝕀ℕ𝕋
COMING UP your success 💪।
1 month ago | [YT] | 81
View 0 replies
𝕊𝔸ℍ𝕆𝕆 𝔼𝔻𝕌ℂ𝔸𝕋𝕀𝕆ℕ ℙ𝕆𝕀ℕ𝕋
HAPPY TEACHER'S DAY
1 month ago | [YT] | 88
View 1 reply
𝕊𝔸ℍ𝕆𝕆 𝔼𝔻𝕌ℂ𝔸𝕋𝕀𝕆ℕ ℙ𝕆𝕀ℕ𝕋
https://youtu.be/j__0IfjWX6A
ଆସିଗଲା ଜିଲ୍ଲା କନଷ୍ଟେବଳ ନିଯୁକ୍ତି Update। 7000+ vacancy Soon।
1 month ago (edited) | [YT] | 96
View 0 replies
𝕊𝔸ℍ𝕆𝕆 𝔼𝔻𝕌ℂ𝔸𝕋𝕀𝕆ℕ ℙ𝕆𝕀ℕ𝕋
ODISHA POLICE ଜିଲ୍ଲା କନଷ୍ଟେବଳ ନିଯୁକ୍ତି ୨୦୨୬। ଏବେ ଠାରୁ ନିଜକୁ ଦୃଢ଼ କରନ୍ତୁ।। Jay JAGANNATH 🙏।।
1 month ago | [YT] | 125
View 3 replies
𝕊𝔸ℍ𝕆𝕆 𝔼𝔻𝕌ℂ𝔸𝕋𝕀𝕆ℕ ℙ𝕆𝕀ℕ𝕋
ଏବେ ପର୍ଯ୍ୟନ୍ତ ସରିଥିବା OSSSC cre-ii RI//ARI//AMIN//VAW//JA//ICDS Exam ରେ ଆପଣଙ୍କ attempt mark କେତେ?
4 months ago | [YT] | 36
View 1 reply
𝕊𝔸ℍ𝕆𝕆 𝔼𝔻𝕌ℂ𝔸𝕋𝕀𝕆ℕ ℙ𝕆𝕀ℕ𝕋
Who is the current chief minister of Assam?
4 months ago | [YT] | 55
View 2 replies
Load more