Mami's Happy Lifestyle

ଜୟ ଜଗନ୍ନାଥ ସାଙ୍ଗମାନେ🙏🏻ମୁ ସତ୍ୟଭାମା ନାଥ। ଏହି ଚେନ୍ନାଲ୍ ରେ ଆପଣ ମାନେ ମୋ(ମମି) ର ଲାଇଫଷ୍ଟିଲ୍ ବିଷୟରେ ଦେଖିବାକୁ ପାଇବେ!! ସମସ୍ତଙ୍କ ଜୀବନ ରେ ଦୁଃଖ-କଷ୍ଟ ଭରି ରହିଛି ସେଥି ପାଇଁ ମୋ ଜୀବନ ର କିଛି ସୁନ୍ଦର ମୁହୂର୍ତ୍ତ❤️ ଆପଣ ମାନଙ୍କ ସହ ବାଣ୍ଟି ଆପଣ ମାନଙ୍କ ମୁଁହରେ ହସ ଦେବା ପାଇଁ ଚେଷ୍ଟା କରିବି।
ଏହି ଚେନ୍ନାଲ୍ ରେ ମୋ ରୋସେଇ,ଭଜନ,ଭକ୍ତି ଆଦି ବିଷୟରେ ଦେଖିବାକୁ ମିଳିବ। ଆଶା କରୁଛି ଆପଣ ମାନଙ୍କୁ ଭଲ ଲାଗିବ🥰 ଯଦି ମୋ ଭିଡିଓ ଆପଣ ମାନଙ୍କ heart କୁ ଛୁଇବ then Like👍,Share📩 and Subscribe🔔 କରିବେ।


Mami's Happy Lifestyle

JAY SHRI JAGANNATH friends🙏

Happy New Year my Youtube family🥰
Started my day with Maha Prabhu's Blessings..... Thank you for all the love, support, and blessings you gave me throughout the year. Because of you, my small kitchen feels like a big family 💛
May this New Year bring happiness, health, and success to all of you. Let’s create, cook, and celebrate many more beautiful moments together 🎉🍲

1 week ago | [YT] | 36

Mami's Happy Lifestyle

2025 Pics🥰

Hello ସାଙ୍ଗ ମାନେ🤗
2025 ମୋ Life କୁ ବହୁତ୍ ସାରା Ups & Downs ଆଣିଥିଲା ହେଲେ ଏଇ 2025 ମୋତେ ବହୁତ୍ ସାରା ଶିକ୍ଷ୍ୟା ଭି ଦେଇଛି ଯେମିତି କି:- Independent , Strong ,Bold and most importantly Self Love❤️
ମୁଁ କହିବିନି କି 2025 ମୋ ପାଇଁ ଖରାପ ଥିଲା କାରଣ ମୁଁ ଏଇ 2025 ରେ ଆପଣମାନେ ଙ୍କ ସହ ଯୋଡ଼ି ହଇପାରିଛି🥹 and as always ମୋ family ସବୁ ବେଳେ ମୋତେ support କରିଛି।

Lesson that I learnt from 2025:-
Be kind , respect everyone , think positive and do positive but when it comes to your Self Respect and People take you for granted that's the point to stop making efforts for them.......


Bye Bye 2025


ଏଇଟା ମୋ Story ଆପଣ ଙ୍କ ର Comment ରେ Share କରନ୍ତୁ।

1 week ago | [YT] | 48

Mami's Happy Lifestyle

Aap ka Winter comfort food kya hai?

1 week ago | [YT] | 13

Mami's Happy Lifestyle

youtube.com/shorts/w4c1l745wQ...
Christmas Special Plum Cake🎄🎂

2 weeks ago | [YT] | 30