CFO – Corruption Free Odisha
ଏହା ଗୋଟିଏ ସାମାଜିକ ସଚେତନତା ଭିତ୍ତିକ YouTube Channel ।
ଏହି Channel ରେ ଆପଣ ପାଇବେ –
• ଓଡ଼ିଶା ଓ ଦେଶରେ ଘଟୁଥିବା ଦୁର୍ନୀତି ବିରୋଧରେ ସତ୍ୟ ଭିଡିଓ
• ସାଧାରଣ ଲୋକଙ୍କ ସମସ୍ୟା ଓ ଭୂମିସ୍ତରର ସତ୍ୟ
• ଭଲ ଓ ସକାରାତ୍ମକ ସାମାଜିକ କାର୍ଯ୍ୟକ୍ରମ
• ଗୁରୁତ୍ୱପୂର୍ଣ୍ଣ ଖବର ଓ ସଚେତନତା
ଆମ ଲକ୍ଷ୍ୟ – ଦୁର୍ନୀତି ମୁକ୍ତ ଓଡ଼ିଶା
CFO- Corruption Free Odisha
3 months ago | [YT] | 1
View 0 replies
CFO- Corruption Free Odisha
ସୀମାନ୍ତ ହାଇସ୍କୁଲ୍ ଓ ଡାଲିମା ବାଳିକା ହାଇସ୍କୁଲ୍ର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କର ବିଶେଷ ଉତ୍ସାହ ଓ ସହଯୋଗରେ ‘ଦୁର୍ନୀତିମୁକ୍ତ ଓଡ଼ିଶା’ ବିଷୟରେ ସଚେତନତା ଶିବିର ସଫଳତାର ସହିତ ଆୟୋଜିତ ହୋଇଥିଲା। ଦୁର୍ନୀତି ବିଷୟରେ ଆୟୋଜିତ ନିବନ୍ଧ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଭୟ ବିଦ୍ୟାଳୟରେ ଶିକ୍ଷକ ଓ ପ୍ରଧାନଶିକ୍ଷକମାନେ ସୃଷ୍ଟି କରିଥିବା ସକାରାତ୍ମକ ପରିବେଶ ଅତ୍ୟନ୍ତ ପ୍ରଶଂସନୀୟ।
4 months ago | [YT] | 0
View 0 replies
CFO- Corruption Free Odisha
CFPO, Corruption Free Odisha ସହଯୋଗରେ PM SHRI ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁର ରେ ‘ଦୁର୍ନୀତିମୁକ୍ତ ଓଡ଼ିଶା’ ବିଷୟରେ ଏକ ନିବନ୍ଧ ପ୍ରତିଯୋଗିତା ସହ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲା।
ନିବନ୍ଧ ପ୍ରତିଯୋଗିତାର ବିଜେତା ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
4 months ago | [YT] | 1
View 0 replies
CFO- Corruption Free Odisha
ମାନବ–ହାତୀ ସଂଘର୍ଷ ନିବାରଣ ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାଞ୍ଚଳର PRI ସଦସ୍ୟମାନଙ୍କ ଏକ ସମନ୍ୱୟ ବୈଠକ ବାରିପଦା ବନ ବିଭାଗ ଓ Save Elephant Foundation Trust ର ସଂଯୁକ୍ତ ଆୟୋଜନରେ ଆଜି ତା. 01.02.2026 ରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ହରିଣାସୋଲ୍ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।
4 months ago | [YT] | 0
View 0 replies
CFO- Corruption Free Odisha
He has been honored with an award by Corruption Free Odisha for his remarkable service and contribution to society.
5 months ago | [YT] | 2
View 0 replies
CFO- Corruption Free Odisha
ସ୍କୁଲରେ ପ୍ରତିଯୋଗିତା ପରେ ଜିତୁଥିବା ପିଲାମାନଙ୍କୁ ‘କରପ୍ସନ୍ ଫ୍ରୀ ଓଡିଶା’ କାର୍ଯ୍ୟକ୍ରମ ଅନୁସାରେ ପୁରସ୍କାର ଏବଂ ସାର୍ଟିଫିକେଟ୍ ଦିଆଯାଉଛି।
5 months ago | [YT] | 2
View 0 replies
CFO- Corruption Free Odisha
Prize Distribution to School Students under Corruption Free Odisha Programme.
5 months ago | [YT] | 3
View 0 replies