𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

ପ୍ରଥମେ ମୋର ମାଁ ବାପା କେ କୋଟି କୋଟି ପ୍ରଣାମ
ଇ ଦୁନିଆ କେ ଆଣି ଥିବାରୁ
ଦ୍ଵିତୀୟରେ ମୋର ଗୁରୁଜନ ମାନକେ କୋଟି କୋଟି ପ୍ରଣାମ
ତୃତୀୟରେ ମୋର ସାଙ୍ଗ ସାଥି ମାନକେ ସଲାମ
ମୋର ଚେନାଳ ମାଧ୍ୟମରେ ଆପଣ ମାନେ
ଲୋକ ସଂସୃତି କଳା ନାଟ କୀର୍ତ୍ତନ
ବହୁତ କିଛିମିଳବା ଦେଖିବା ପାଇଁ।
...ମୋର ୟୁଟ୍ୟୁବ ଚେନାଲ ନେ ଲାଗିରହ...

କେନସି ଜାତି ଧରମ କେ ନେଇ କରି
ମୁଇଁ ଭିଡ଼ିଓ ନେଇ ବନା ବାର
ଲୋକର କଳା କେ ଆଗକେ ନେବା ଲାଗି
ମୋର ପ୍ରୟାସ
ଧନ୍ୟବାଦ

𝐌𝐲 𝐘𝐨𝐮𝐭𝐮𝐛𝐞 𝐜𝐡𝐞𝐧𝐧𝐚𝐥
.. 𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎
... 𝐌𝐨𝐛. 𝟕𝟕𝟑𝟓𝟐𝟓𝟑𝟖𝟐𝟏...

𝐓𝐡𝐚𝐧𝐤 𝐘𝐨𝐮
𝐀𝐥𝐥 𝐨𝐟 𝐘𝐨𝐮
𝐌𝐲 𝐅𝐚𝐦𝐢𝐥𝐲
🙏











𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

ଆପଣ ମାନକର ଅଞ୍ଚଳରେ ଆସିଛି
ଆଜିର ନାଟକ ପ୍ରୋଗ୍ରାମ ଲିଷ୍ଟ
ଆପଣ ମାନକର ସପରିବାର ସହିତ
ନାଟକର ମନୋରଞ୍ଜନ କରିନିଅନ୍ତୁ
.
.
.
#trending post
#chart gpt
#Neheruofficial750
#viral post
ଆଜିର ନାଟକ ପ୍ରୋଗ୍ରାମ ଲିଷ୍ଟ ଆସିଛେ

20 hours ago |[YT] | 3

𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

ଆଜିରକେନ ଗାଁନେ କେନଗାଁର ନାଟକ ହେଉଁଛେ
ଆପଣ ମାନକର ଅଞ୍ଚଳରେ
ଦେଖିବାର ଲାଗି ନେଇଁ ଭୁଲବେ
Today natak program list

1 day ago |[YT] | 2

𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

ଏବର୍ଷର ନୂଆସୁପରହିଟ
ମାଁ ଜଗତରେ ଦଣ୍ଡନୃତ୍ୟ ଚିନ୍ଦାଗୁଡା
ପରିଚାଳନା ବିରେଶ୍ୱର
ମୋ.9178962003

6 days ago |[YT] | 7

𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

ଆପଣ ମାନକର ଜଣା ଶୁଣା ଭଲ
ପାଉଥିବାରୁ କୀର୍ତ୍ତନ ଗାୟିକା ମାନେ

1 week ago |[YT] | 11

𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

ବରଗାଁ ସିନାପାଳି ନାଟକର କେନ
ଦାସୀ ଆପଣ ମାନଙ୍କର ପସନ୍ଦ ଆଏ
ମୋର ସବସେ ଫେମସ
ମାୟା ବତୀ
ଆପଣଙ୍କର କେନଟା
#youtube pick
#viral post
#maya bati dancer

1 week ago |[YT] | 5

𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

ଦାରୁ ବ୍ରହ୍ମ ନାଟ୍ୟକଳା ଅନୁଷ୍ଠାନ ବରଗାଁ (ସିନାପାଳି )
ଯେକ୍ସସ୍ପେରୋ ପାର୍ଟି ଅକ୍ଟୋବର ମାସରେ ନାଟକ ପ୍ରୋଗ୍ରାମ

2 weeks ago |[YT] | 13

𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

ଏବର୍ଷର ନୂଆସୁପରହିଟ ଦଣ୍ଡ
ଗଣେଷ ପୂଜା
ନୁଆଁଖାଇ
ବିଶ୍ୱକର୍ମା ଉପଲକ୍ଷେ
ମାଁ ଜଗତରେନ ଦଣ୍ଡନୃତ୍ୟ ଚିନ୍ଦାଗୁଡା
ଆପଣ ମାନଙ୍କର ମନୋରଞ୍ଜନ
ସାମ୍ନାକୁ ଆସୁଛି

1 month ago |[YT] | 49

𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

ବୋଡେ଼ନ ବ୍ଲକ ନାଟକ ପ୍ରୋଗ୍ରାମ ଲିଷ୍ଟ 2026

ଗଣେଷ ପୂଜା ଉପଲକ୍ଷେ
ନୁଆଁଖାଇ ଉପଲକ୍ଷେ
ବିଶ୍ୱକର୍ମା ପୂଜା ଉପଲକ୍ଷେ
ଆପଣ ମାନଙ୍କର ଗାଁକୁ ନେଇଁ ଆସିଛି

1 month ago |[YT] | 14

𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

ବୁଢାରଜା ନାଟ୍ୟକଳା ଅନୁଷ୍ଠାନ ସିନାପାଳି ଛତିଶ ଗଡ଼

2 months ago |[YT] | 15

𝐍𝐞𝐡𝐞𝐫𝐮 𝐨𝐟𝐟𝐢𝐜𝐢𝐚𝐥 𝟕𝟓𝟎

Prahallad rana gadra mundaru Baithak kirtan

5 months ago |[YT] | 1