Rajendra Kumar Patra

🇮🇳 𝐉ai 𝐇ind 🫡
𝐆reat 𝐒alute 2 All 🫡
𝐈idian 𝐒oldier 𝐑𝐊 🇮🇳🪖

1. 𝐅itness 𝐓rainer 💪
2. 𝐒ocial 𝐀ctivist 🤝
3. 𝐍ature 𝐀ctivity 🌳
4. 𝐕illage 𝐋ifestyle 🏡🌳
5. 𝐀griculture & 𝐅arming
6. 𝐀nimals 𝐀ctivity 𝐂omedy & 𝐄ntertainment
7. Our mission is to both relief to suffering needed people, animals & birds to awaken compassion among people. Showing everyone a path for action is where we begin. @𝐫𝐤


Rajendra Kumar Patra

#ମା 🛐🙏
ଆଉ ଶୁଭିଵ ନାହିଁ ମଣିମା ଙ୍କ ଋଷି ପୁତ୍ର ର ଡାକ,
ଶ୍ରୀ ଶ୍ରୀ ଶ୍ରୀ କଳା ରୁଦ୍ରମଣୀଙ୍କୁ ଭଜ ହେ 🙏🔥🙏

ଯଜ୍ଞେନ ସଂମିତଂ ହ୍ୟେଦଦ୍ରଙ୍ଗଦୈବତପୂଜନମ୍ ।
ତସ୍ମାତ୍ସର୍ୱପ୍ରୟତ୍ନେନ କର୍ତବ୍ୟଂ ନାଟ୍ୟଯୋକ୍ତୃଭିଃ ॥

ନର୍ତକୋଽର୍ଥପତିର୍ୱାପି ଯଃ ପୂଜାଂ ନ କରିଷ୍ୟତି ।
ନ କାରୟିଷ୍ୟନ୍ତ୍ୟନ୍ୟୈର୍ୱା ପ୍ରାପ୍ନୋତ୍ୟପଚୟଂ ତୁ ସଃ ॥

ଯଥାବିଧିଂ ଯଥାଦୃଷ୍ଟଂ ଯସ୍ତୁ ପୂଜାଂ କରିଷ୍ୟତି ।
ସ ଲପ୍ସ୍ୟତେ ଶୁଭାନର୍ଥାନ୍ ସ୍ୱର୍ଗଲୋକଂ ଚ ଯାସ୍ୟତି ॥

🔴ଶ୍ରୀ ଦକ୍ଷିଣ କାଳିକାୟୈ ନମଃ 🙏

👉ଗଞ୍ଜାମର ପରମ୍ପରା ଐତିହାସିକ ଦଣ୍ଡଯାତ୍ରାର ସମାପନ, ମେରୁ ଯାତ୍ରା ସାରି ମା ଫେରିଲେ ନିଜ ଉଆସକୁ । ଆଉ ଶୁଭିଵ ନାହିଁ ଢୋଲ, ମହୁରୀ, ଘଣ୍ଟ ତାଳ ଝାଞ୍ଜର ର ଝମ୍ ଝମ୍ ଶବ୍ଦ । ପୁର ପଲ୍ଲୀ ସବୁ ଖାଁ ଖାଁ। ଆଉ ଶୁଭିଵ ନାହିଁ ମଣିମା ଙ୍କ ଋଷି ପୁତ୍ର ର ଡାକ ଶ୍ରୀ ଶ୍ରୀ ଶ୍ରୀ କଳା ରୁଦ୍ରମଣୀଙ୍କୁ ଭଜ ହେ 🙏🔥🙏

8 months ago | [YT] | 28