Satya Devotional

Satya Ra Anusandhanare


Satya Devotional

ଶାମ୍ବ ଦଶମୀ ର ହାର୍ଦ୍ଧିକ ଶୁଭେଛା l🙏🚩
ଆପଣ ଜାଣନ୍ତି କି ଏହି ପବିତ୍ର ତିଥି ରେ କଣ କଣ ହୁଏ ?
* ସୂର୍ଯ୍ୟ ଦେବତାଙ୍କ ପୂଜା କଲେ ବିଭିନ୍ନ ରୋଗ ରୁ ମୁକ୍ତି ମିଳିଥାଏ l
* କୋଣାର୍କ ରୁ ଚନ୍ଦ୍ରଭାଗା ସୂର୍ଯ୍ୟ ଦେବ ଙ୍କ ଏକ ରଥଯାତ୍ରା ହୁଏ l
* ଏହି ଦିନରେ ଶ୍ରୀକୃଷ୍ଣ ଙ୍କ ପୁତ୍ର ଶାମ୍ବ ଅଭିଶାପ ଜନିତ କୋଷ୍ଠ ରୋଗରୁ ମୁକ୍ତି ନିମନ୍ତେ କୋଣାର୍କ ମନ୍ଦିର ନିକଟସ୍ଥ ଅବଧୂତ ମଠରେ ଯଜ୍ଞ କରିଥିଲେ l
ଆଉ ଆମେ ମାନେ ଘରେ ଘରେ ପିଠା ପଣା କରି ପାଳନ କରୁ l

1 week ago | [YT] | 25

Satya Devotional

ଓଢଣ ଷଷ୍ଠୀ ପ୍ରାବରଣ ତିଥିରେ ତିରୋଧାନ କରିଥିବା ପଞ୍ଚ ସଖାଙ୍କ ମଧରୁ ଅନ୍ୟତମ ମହାପୁରୁଷ ଯଶୋବନ୍ତ ଦାସ ଙ୍କ ସମାଧି ପୀଠ, କୁ ଆପଣଙ୍କୁ ସ୍ୱାଗତ l ଭକ୍ତ ମାନଙ୍କୁ ଅନୁରୋଧ ପ୍ରଚୁର ମାତ୍ରାରେ ପୀଠକୁ ଆସିବାପାଇଁ l ତା 26/11/2025
ମହାପୁରୁଷ ଙ୍କ ରଚିତ ଗ୍ରନ୍ଥlବଳୀ ଓ ମାଳିକା ଭବିଷ୍ୟତ ବାଣୀ.. ଓଡିଶା ସ୍ଥାନ ତତ୍ତ୍ୱ ନିରୂପଣ, କୋଇଲି ମାଳିକା, ବସନ୍ତ ମଞ୍ଜରୀ, ଟିକା ଗୋବିନ୍ଦ ଚନ୍ଦ୍ର, ପାଦୁକା ମାହାତ୍ମ୍ୟ, ଅଢଙ୍ଗ ଗଡ଼ ମାଳିକା, ଚଉରାଅଶି ଆଜ୍ଞା, ଭବିଷ୍ୟ ମାଳିକା, ଆଗତ ଭବିଷ୍ୟ,ହେତୁ ଉଦୟ ଭାଗବତ..ଶ୍ୟାମ ପଞ୍ଚାକ୍ଷର ମନ୍ତ୍ର ଇତ୍ୟାଦି ଅନ୍ୟତମ l ତନ୍ମଧ୍ୟରୁ (ଟିକା ଗୋବିନ୍ଦ ଚନ୍ଦ୍ର) ରଚନା ଟି ତାଙ୍କର ଘରେ ଘରେ ପରିଚିତ l
ଜୟ ମହା ପୁରୁଷ ଯଶୋବନ୍ତ ଦାସ 🙏🚩🚩

1 month ago | [YT] | 22

Satya Devotional

2 months ago | [YT] | 2

Satya Devotional

ବଡ ବଡୁଆ ହୋ ଅନ୍ଧାର ରେ ଆସିଥିଲ ଆଲୁଅରେ ଯାଅ
ଖଣ୍ଡ ନଡ଼ିଆ ଖାଇ ବାଇଶି ପାହାଚେ ଗଡ଼ ଗଡ଼ଉ ଥାଅ l

ଦୀପାବଳି ଓ ଶ୍ୟାମା କାଳୀ ପୂଜା ର ହାର୍ଦ୍ଧିକ ଶୁଭେଚ୍ଛା l
ଜୟ ମା କାଳୀ. 🚩🚩🚩🙏🙏🙏

2 months ago | [YT] | 21

Satya Devotional

ବର୍ତ୍ତମାନ ମୁଁ ମୋ ବାବା ମାମା ସାଙ୍ଗରେ ପୁରୀରେ ପଞ୍ଚତୀର୍ଥ ପରିକ୍ରମା କରୁଛି । ବହୁତ ଜଲ୍ଦି ପଞ୍ଚତୀର୍ଥ ର ଭିଡ଼ିଓ ଆସିବ । ଆପଣମାନେ ପଞ୍ଚତୀର୍ଥ ନାଁ କମେଣ୍ଟ ରେ ଲେଖନ୍ତୁ । ପୁରୀରେ କାହାକୁ କୁହାଯାଏ ପଞ୍ଚତୀର୍ଥ ।

2 months ago | [YT] | 3

Satya Devotional

Sarba mangalya maangalye
sibesha sarva sadhike,
saranye trayambake gouri
Narayani namastute 🙏🚩🚩

HAPPY DURGA PUJA

3 months ago | [YT] | 16

Satya Devotional

Happy biswakarma puja 🚩🚩🚩🚩🙏🙏🙏

3 months ago | [YT] | 33

Satya Devotional

आपको और आपके परिवार को गणेश चतुर्थी की हार्दिक शुभकामनाएँ।

4 months ago | [YT] | 15

Satya Devotional

Ganapati bapa moriya 🚩
mangal murti moriya 🚩
HAPPY GANESHA CHATURTHI🙏

4 months ago | [YT] | 20

Satya Devotional

Happy janmastami & swadhinata dibas 🙏🙏

4 months ago | [YT] | 14