#ଆପଣମାନଙ୍କୁ ମୋର SB YouTuber Channel କୁ ହାର୍ଦ୍ଧିକ ସ୍ୱାଗତ ଓ ଅଭିନନ୍ଦନ । 🙏🎥
ମୁଁ ଏହି ଚ୍ୟାନେଲ୍‌ଟିକୁ ୨୦୨୨ ମସିହାରେ ଆରମ୍ଭ କରିଥିଲି । 🎥

ସେଥିଠାରୁ ଆଜି ପର୍ଯ୍ୟନ୍ତ ଆପଣମାନଙ୍କର ଅପାର ଭଲପାଇବା ଓ ସମର୍ଥନରେ ଏହି ଚ୍ୟାନେଲ୍‌ଟି ଧୀରେ ଧୀରେ ଆଗକୁ ବଢ଼ୁଛି । ଆରମ୍ଭ ସମୟରେ ଅନେକ ସମସ୍ୟା ଓ ଚ୍ୟାଲେଞ୍ଜ ଥିଲା, କିନ୍ତୁ ଆପଣମାନଙ୍କର ଉତ୍ସାହ ଓ ସପୋର୍ଟ ମୋତେ ଆଗକୁ ଆଣିଛି ।

ମୋର ଏହି ଚ୍ୟାନେଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ଗ୍ରାମୀଣ ଜୀବନ, ପରମ୍ପରା, ମେଳା, ଯାତ୍ରା, ମଣ୍ଡେଇ ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବା । ଆମ ଗାଁର ଆସଳ ସୌନ୍ଦର୍ଯ୍ୟ ଓ ସଂସ୍କୃତିକୁ ଦୁନିଆକୁ ଦେଖାଇବା ହେଉଛି ମୋର ସ୍ଵପ୍ନ ।

ପ୍ରତ୍ୟେକ ଭିଡିଓ ମୁଁ ହୃଦୟରୁ ତିଆରି କରେ, ଯେଣ୍ଟା ଆପଣମାନେ ଦେଖି ସତ୍ୟ ସଂସ୍କୃତିର ଅନୁଭବ କରିପାରିବେ । ଆପଣମାନଙ୍କର ପ୍ରତ୍ୟେକ Like, Comment ଓ Share ମୋତେ ଆଉ ଭଲ କାମ କରିବାକୁ ପ୍ରେରିତ କରେ ।

ଆଗକୁ ମଧ୍ୟ ଏମିତି ସମର୍ଥନ ଓ ଭଲପାଇବା ଦେଇ ମୋତେ ସହଯୋଗ କରନ୍ତୁ । ଯଦି ଆପଣ ଏପର୍ଯ୍ୟନ୍ତ Subscribe କରିନାହାନ୍ତି, ତେବେ ଏବେଇ Subscribe କରନ୍ତୁ ଓ Bell Icon ଦବାଇଦିଅନ୍ତୁ ଯାହାଦ୍ୱାରା ନୂଆ ଭିଡିଓର ନୋଟିଫିକେସନ୍ ପାଇପାରିବେ ।

ଧନ୍ୟବାଦ 🙏😊
SB YouTuber 🎬

SB Youtuber

ମୁର୍ତ୍ତି କୁ ବିସର୍ଜନ କଲେ ନାହିଁ ଗାଁ ଲୋକେ 😲|| Murti Visarjan Semala || SB YouTuber || Semala Visarjan
https://youtu.be/87vX8A0ndKg?si=1ostX...

2 days ago | [YT] | 1

SB Youtuber

Youtube Problem Solving || Fix Adsense YouTube || Problem Solving for YouTube

4 days ago | [YT] | 16

SB Youtuber

ଏହି ଆଜ୍ଞା ଙ୍କ YouTube channel ‌ Problem 6 ମାସ ଏହି ଥିଲା। ଅନେକ ଲୋକଙ୍କୁ ପଚାରି ପଚାରି ବୁଝିଛନ୍ତି କିନ୍ତୁ କରି ପାରୁ ନ ଥିଲେ । ମୋ ପାଖକୁ ଆସି ବା ପାଇଁ ଚାହୁଁଥିଲେ ।ଗୋଟିଏ ଦିନ ମୋ ପାଖକୁ ପଚାରି ପଚାରି ଆସିଲେ । ଆସିବା ପରେ ମୋତେ ତାଙ୍କ YouTube channel କୁ ଦେଖାଇଲେ। ମୁଁ ଦେଖି ସାରି ତାଙ୍କ YouTube channel problem କୁ Solve କରି ଦିଆଗଲା।

4 days ago | [YT] | 31

SB Youtuber

ଆମ ଗଣ ପର୍ବ ନୂଆଁଖାଇ ଉପଲକ୍ଷେ ଉପଲକ୍ଷେ ସମସ୍ତ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଏବଂ ନୂଆ ଖାଇ ଜୁହାର ଭେଟ ଘାଟ୍ ।

5 days ago | [YT] | 61

SB Youtuber

ସେମଳା ଗାଁ ର କ୍ରିଷ୍ଣା ଜନ୍ମାଷ୍ଟମୀ ଅବସରରେ ‌ବବ୍ୟ ରୁପରେ ବିସର୍ଜନ କରାଗଲାhttps://youtu.be/xxVtA2VxVmU

1 week ago | [YT] | 23

SB Youtuber

ସେମଳା ଗାଁ ର କ୍ରିଷ୍ଣା ଜନ୍ମାଷ୍ଟମୀ ଅବସରରେ ‌ବବ୍ୟ ରୁପରେ ବିସର୍ଜନ କରାଗଲାhttps://youtu.be/xxVtA2VxVmU

1 week ago | [YT] | 23

SB Youtuber

ଅଗଷ୍ଟ ୧୫ର ହାର୍ଦ୍ଧିକ ଶୁଭେଚ୍ଛା 🇮🇳

ପବିତ୍ର ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। 🇮🇳💐

ଦେଶର ସ୍ୱାଧୀନତା ପାଇଁ ନିଜର ଅମୂଲ୍ୟ ଜୀବନକୁ ବଳିଦାନ କରିଥିବା ସମସ୍ତ ବୀର ସହିଦଙ୍କୁ ଶତ ଶତ ନମନ। 🙏

ଆସନ୍ତୁ, ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାକୁ ବଜାୟ ରଖି ଏକ ସୁନ୍ଦର ଓ ସମୃଦ୍ଧ ଭାରତ ଗଢ଼ିବା ପାଇଁ ସଂକଳ୍ପ ନେବା।

ଜୟ ହିନ୍ଦ 🇮🇳 | ବନ୍ଦେ ମାତରମ୍ 🇮🇳

1 month ago | [YT] | 28

1 month ago | [YT] | 7

1 month ago | [YT] | 37