This is the official channel of Entertainer | Host | Emcee | Compere | Anchor Subham .


Welcome To My Channel Friends .

Hi !! I am Subham. My channel is about my food travel vlogs , lifestyle vlogs etc as by time to time I try to post different different content to entertain you all .

I m an anchor /tv host/tv presenter , Compare along with a healthy dose of Travel and Food Vlogger !


I post new Videos frequently so Subscribe to my channel and show your support by clicking on the like button and spread love through sharing my videos with others .


Follow me on on Facebook , Instagram ,Twitter and join in on the conversation!

My thoughts and opinions are always all my own!



Anchor Subham

ଗାଁ ପରିବେଶ ଆଉ ଜୀବନ ଶୈଳୀ ନିଆରା ଅନୁଭୀତି, ଆପଣ ଭିଡ଼ିଓ ଦେଖିଲେଣି ନା ନାଇଁ?

1 month ago | [YT] | 459

Anchor Subham

ସାଆନ୍ତେ ଫେରିବେ ଦେଉଳକୁ ଆଜି,..

2 months ago | [YT] | 711

Anchor Subham

ଦେଖିବେ ନିଶ୍ଚୟ

2 months ago | [YT] | 14

Anchor Subham

ଶ୍ରୀ ଶ୍ରୀ ହରି ବଳଦେବଜୀଉ ମହାପ୍ରଭୁ ନାଟମଣ୍ଡପରୁ ଆଶୀର୍ବାଦ ଦେଉଛନ୍ତି, ବାରିପଦା, ମୟୁରଭଞ୍ଜ ରୁ ଏ ଅପାର ଦୃଶ୍ୟ

2 months ago | [YT] | 708

Anchor Subham

ଶୁଖୁଆ କେତେ ଭଲ ଲାଗେ?
https://youtu.be/gjyJdwMsQOM?si=YwCv3...

8 months ago | [YT] | 297

Anchor Subham

ଛାଡ଼ଖାଇ ପାଇଁ କଣ କଣ ସବୁ ଭାବିଛନ୍ତି! !
Took my maa to a big restaurant
⬇️⬇️

https://youtu.be/27-AaFKanW4

ଦେଖି ପାରିବେ ଏଇ ଭିଡ଼ିଓଟି ସମୟ ମିଳିଲେ

10 months ago | [YT] | 333

Anchor Subham

Dekhileni ??

1 year ago | [YT] | 81

Anchor Subham

ଜୟ ଜଗନ୍ନାଥ, ମହାପ୍ରଭୁଙ୍କ କୃପା କରୁଣାରୁ ମୋତେ ଏମିତି କିଛି ଅନୁଭବ ହେଲା ଯାହା ନା କଥା ନା କବିତା ନା କୌଣସି ଅନ୍ୟ ଅର୍ଥରେ ବୁଝେଇ ହେବ କେବଳ ମାନିଲେ ବିଶ୍ୱାସ ହେବ ନହେଲେ ନାଇଁ, ଆପଣଙ୍କ ସହ ଏମିତି କିଛି ଘଟଣା ଘଟିଛି? ନା ଏଇ କେବଳ ମୋ ମନର ଭ୍ରମ, ନାଇଁ ନାଇଁ ଭ୍ରମ କହି ମହାପ୍ରଭୁଙ୍କୁ ମିଛ କହିବାର ସମର୍ଥ ନାଇଁ ମୋ ପାଖରେ ।

1 year ago | [YT] | 113

Anchor Subham

❤️✨🫶

1 year ago | [YT] | 15