All videos are made with original commentary & voice over
"ନମସ୍କାର ବନ୍ଧୁମାନେ ! ଏ ହେଉଛି ଆମ ଚ୍ୟାନେଲ — ସମ୍ବଲପୁରୀ ଶାଢ଼ୀ ବୁଣା ର ଜୀବନ୍ତ ଗାଥା।"
ଏଠାରେ ଆପଣ ମାନେ ଦେଖିପାରିବେ କିପରି ଏକ ଘରୋଇ ତନ୍ତୁ ଘର ମଧ୍ୟରେ ହସ୍ତଶିଳ୍ପୀ ମାନେ
ସୁତା ରେ ରଙ୍ଗ ଭରନ୍ତି, ତଣା ବିଛାନ୍ତି ,
ଓ ଲୁମ୍ ଚଲାଇ ବନ୍ଧନରେ ଡିଜାଇନ୍ ଗଢ଼ନ୍ତି।
ଆମ ଉଦ୍ଦେଶ୍ୟ:
ଦେଶ ଓ ବିଦେଶ ର ଲୋକମାନେ ଜାଣିପାରନ୍ତୁ କିପରି ଏକ ସମ୍ବଲପୁରୀ ଶାଢ଼ୀ ପଛରେ ଥାଏ,
ଦିନ ଓ ରାତି ର ଶ୍ରମ, ନେତ୍ର ଓ ହୃଦୟ ର ଅଭିନ୍ନ ଅଂଶ।
ଆପଣ ଏଠାରେ ପାଇପାରିବେ:
ପୁରା Sambalpuri Sadhi Bunai Process A-Z
ଲୋକାଳ ଶିଳ୍ପୀଙ୍କ କାହାଣୀ
ବୁନା ପ୍ରକ୍ରିୟାର real video footage
ଅପରିଚିତ ଟେକ୍ନିକ୍ ଓ ଟ୍ରାଡିସନ
ଓଡ଼ିଶା ର ଲୁପ୍ତ ହେଉଥିବା ଶିଳ୍ପ ର ସୁନ୍ଦର ପୁନର୍ଜୀବନ
ଯଦି ଆପଣ Sambalpuri ଶିଳ୍ପ, ସମଲପୁରୀ ସଂସ୍କୃତି, ଓ ହସ୍ତଶିଳ୍ପକୁ ଭଲପାଆନ୍ତି — ତେବେ ଏହି ଚ୍ୟାନେଲ ଆପଣଙ୍କ ପାଇଁ।
📍 ଲୋକେସନ୍: ସମ୍ବଲପୁର,ବଲାନ୍ଗିର, ଓଡ଼ିଶା
🎥 Video ର ଧାରା: Handloom weaving,saree desing,loom setup, artisan interviews
🔔 Subscribe କରନ୍ତୁ, ଲାଇକ୍ କରନ୍ତୁ, ଓ ଆମର ନୂଆ ଭିଡିଓ ପାଇଁ ବେଲ୍ ଆଇକନ୍ ଦବାନ୍ତୁ!
🌾 "ସମ୍ବଲପୁରୀ ଶାଢ଼ୀ — ଏକ ପୋଷାକ ନୁହେଁ, ଏକ ଗର୍ବ ଓ ଗଓରବ ଗାଥା।
I Love u all
Mor. YouTube Family ❤
Sambalpuri Weavers Raj
Best live streaming kenta ?
13 hours ago | [YT] | 0
View 0 replies
Sambalpuri Weavers Raj
ଆଜି ରାତି ୮ ବଜେ Live stream କରମା କିନି ?
1 week ago | [YT] | 0
View 0 replies
Sambalpuri Weavers Raj
ଇ ଭିଡିଓ ମାନେ ଦେଖ ଆର୍ କହ ଯେ Long video କେତେ ଲମ୍ବା କରମା ଆଉ କାଣା voice over କରମା କି ଗୀତ ବଜାମା.
2 weeks ago | [YT] | 1
View 0 replies
Sambalpuri Weavers Raj
ଗୁଟେ ନୁଆ Long video ଆନମା ଜେନଟା କି ଆମେ ଦେଖିବା ଦୁଇ ପଟିଆ ଶାଢ଼ି କେ କେନ୍ତି ପାଜନି ଆଉ ଜୁରସାର କରି ଡ୍ରାମ ରେ ଗୁର୍ହାମା କାଣା କହୁଛ ?
3 weeks ago | [YT] | 0
View 0 replies
Sambalpuri Weavers Raj
ମୋର ଆଜି ଜନ୍ମଦିନରେ ମତେ ଶୁଭେଚ୍ଛା ଜଣାଇବେ ନାହିଁ 🎂🎉👑
#happybirthday #Sambalpuri weavers Raj
3 weeks ago | [YT] | 10
View 10 replies
Sambalpuri Weavers Raj
Good evening Friends
ତମର୍ ଆଡେ internet କିଛି ଦିନ ହେଲା ବହୁତ Speed ହଉଛେ ଆର୍ Data ଜଲଦି ସରି ଯାଇଛେ ?
1 month ago | [YT] | 0
View 0 replies
Sambalpuri Weavers Raj
Good evening Friends 🌆✨
1 month ago (edited) | [YT] | 2
View 2 replies
Sambalpuri Weavers Raj
Jay maa Samalei 🙏🎉😍
1 month ago | [YT] | 9
View 0 replies
Sambalpuri Weavers Raj
Please Support My facebook page 🙏
2 months ago (edited) | [YT] | 2
View 1 reply
Sambalpuri Weavers Raj
Nua digen te bunmi je tk sam sam lagi video nai chhadi hebar 😭😌🙏
2 months ago | [YT] | 5
View 0 replies
Load more