HELLO FRIENDS,

ମୁ ଆଲୋକ ଆପଣମାନଙ୍କୁ ଆମର Youtube ପରିବାରକୁ ସ୍ୱାଗତ କରୁଚି. ଆମର Ehi Chennel ରେ ଆପଣମାନେ ଆମ ମାତୃଭାଷା ଓଡ଼ିଆରେ ଆମ ଦେଶ Bharat ରେ ଥିବା ଐତିହାସିକ ସ୍ଥଳ,ପର୍ଯ୍ୟଟନ ସ୍ଥଳ, ମନ୍ଦିର Vlog ଦେଖିବାକୁ ପାଇବେ

ଆଉ ଆପଣଙ୍କୁ ଯଦି ଭିଡ଼ିଓ ଟି ଭଲ ଲାଗିବ ତାହେଲେ Like, Comment, Share & Suscribe କରି କି Bell Icon ବଜେଇକି All Notification Click କରିବେ ଯାହାଦ୍ୱାରା ଆମର ଭିଡ଼ିଓ ଆପଣଙ୍କ ପାଖରେ ପ୍ରଥମେ ପହଂଚିବା ରହୁଛି ଧନ୍ୟବାଦ

🙏🙏🙏🙏🙏🙏🙏🙏
ALOKA BEHERA





SWARNAM VLOGS

ଜୟ ଜଗନ୍ନାଥ

ପବିତ୍ର ରଥଯାତ୍ରା ଅବସରରେ ଆପଣ ଓ ଆପଣଙ୍କ ପରିବାରକୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ।
⭕‼️⭕🚩💐🚩💐🚩

6 days ago | [YT] | 4

SWARNAM VLOGS

ଭଗବତୀ ଶ୍ରୀ ମହାଲକ୍ଷ୍ମୀ ଙ୍କ ନୂତନ ବିଗ୍ରହ,ଭବ୍ୟ ପ୍ରାସାଦ ପ୍ରତିଷ୍ଠା ଓ ବିଶ୍ୱଶାନ୍ତି ମହାଜଜ୍ଞ ନିମନ୍ତେ କଳସ ଯାତ୍ରା Full Video LINK- https://youtu.be/rfiAiBA_M5I?si=NpNUa...

3 months ago | [YT] | 13

SWARNAM VLOGS

4 months ago | [YT] | 13

SWARNAM VLOGS

PRIYAKANT JU MANDIR FULL VIDEO LINK-:https://youtu.be/0Ft-fh-SGzc?si=jouLZ...

4 months ago | [YT] | 17

SWARNAM VLOGS

ଶ୍ରୀ ଜଗଦଗୁରୁ କୃପାଳୁ ମହାରାଜଙ୍କ ଦ୍ୱାରା ନିର୍ମିତ ପ୍ରେମ ମନ୍ଦିର Full Video Link:-https://youtu.be/IlNcOtpEAOA?si=iTPRI...

4 months ago (edited) | [YT] | 13

SWARNAM VLOGS

ସେବାକୁଞ୍ଜ -ଯାହାକୁ ନିକୁଞ୍ଜ ବନ ବୋଲି ମଧ୍ୟ କୁହାଯାଏ,ଯେଉଁଠାରେ ଆଜି ମଧ୍ୟ ରାଧାରାଣୀ ଓ ଶ୍ରୀକୃଷ୍ଣ ରାସାଲୀଳା କରନ୍ତି full ଭିଡ଼ିଓ ଦେଖନ୍ତୁ Link:-https://youtu.be/sDwAwKYeXM4?si=7gJYC...

4 months ago | [YT] | 17

SWARNAM VLOGS

ବୃନ୍ଦାବନ ର ବଙ୍କେବିହାରୀ lal ମହାରାଜଙ୍କ ଦର୍ଶନ କରିବା,ତ୍ରିଭଙ୍ଗ ଠାଣି re ମହାରାଜ ଚାହିଁଛନ୍ତି Full Video Link:-https://youtu.be/_w2yqhX_3T8?si=rO20f...

4 months ago (edited) | [YT] | 24