Ajmera Fashion Odia

For any enquiry please contact us at : +91 63588 63684, +91 75750 08734
ଫ୍ୟାଶନ୍ 28 ବର୍ଷର ଅଭିଜ୍ଞତା ସହ, 10,000+ ବର୍ଗଫୁଟରୁ ଅଧିକ ବ୍ୟାପିଥିବା ଏକ ଷ୍ଟେଟ -ଅଫ-ଆର୍ଟ ଉତ୍ପାଦନ ୟୁନିଟ୍ ସହିତ ସୁରଟର ଗୋଟିଏ ଜଣାଶୁଣା ଶାଢି ଉତ୍ପାଦକ ସଂସ୍ଥା ଅଟେ ଏବଂ ବର୍ତ୍ତମାନ ପୃଥିବୀର 30 ରୁ ଅଧିକ ଦେଶକୁ ରପ୍ତାନି କରୁଛି.

ଆମେ ଗର୍ବର ସହିତ ଗୁଣବତ୍ତା ଏବଂ ଗ୍ରାହକଙ୍କର ସନ୍ତୁଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ ଅଟୁ, ଅଜମେର ଫ୍ୟାଶନ୍ ହେଉଛି ଏକ ବହୁମୁଖୀ ସଂସ୍ଥା, ଯାହା ବୃହତ୍ତମ ଶୃଙ୍ଖଳର ଉତ୍ପାଦ ଯେପରିକି ଫ୍ୟାନ୍ସି ପ୍ରିଣ୍ଟେଡ୍ ଶାଢି,ପ୍ରିଣ୍ଟେଡ ରେଗୁଲାର୍‌ ୱେୟର୍‌ ଶାଢି , ଲାଟେଷ୍ଟ ଡିଜାଇନର୍ ପାର୍ଟି ୱେୟର୍‌ ଶାଢି, ଫ୍ୟାନ୍ସି କଟନ୍ କୁର୍ତ୍ତି, ଫ୍ୟାନ୍ସି ଅନାରକଲି କୁର୍ତ୍ତୀ, ଲାଟେଷ୍ଟ ପାର୍ଟି ୱେୟର କୁର୍ତ୍ତୀ, ଫ୍ୟାନ୍ସି କୁର୍ତ୍ତୀ ପାଲାଜୋସ୍, ଡିଜାଇନର୍ କୁର୍ତ୍ତୀ, ୱେଡିଂ ଲେହେଙ୍ଗା, ଡିଜାଇନର୍ ୱେଡିଂ ଶାଢି, ଫ୍ୟାନ୍ସି ଶାଢି, ଡିଜାଇନର୍ କାଜୁଆଲ୍‌ ଶାଢି, ଡିଜାଇନର୍ ଶାଢି ଏବଂ ଆହୁରି ଅନେକ ଯୋଗାଇ ଆସୁଅଛି |

🎊Ajmera Fashion Pvt. Ltd.
🥻G-1, Ground Floor,
Surana 101, Sahara Darwaja,
Ring Road, Surat, Gujarat - 395002


E-mail : info@ajmerafashion.com
Mobile : +91 63588 63684, +91 75750 08734
Website : www.ajmerafashion.com


Ajmera Fashion Odia

Ajmera Fashion family best wishes to all of you on the auspicious occasion of Lord Shri Jagannath Rath Yatra.

May God fill your life with happiness, prosperity and good health.

Jay Lord Jagannath🙏
.
.

#rathyatra2023 #jaijagannath #jagannathdham #jagannathtemple #purijagannathtemple #puri #devoties #lordjagannath #lordjagannathrathyatra #odisha #rathyatra #rathajatra #carfestival #chariotfestival

2 years ago | [YT] | 0

Ajmera Fashion Odia

ଏପ୍ରିଲ 1 ରେ କାହିଁକି ପାଳନ କରାଯାଏ ଉତ୍କଳ ଦିବସ ?


ଭାରତ ସ୍ୱାଧୀନ ହେବ ପୂର୍ବରୁ ଓଡ଼ିଆ ଭାସି ଲାକ ସ୍ଵାଧୀନତା ସଂଗ୍ରାମୀଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ପ୍ରଦେଶ ପାଇଁ ଆନ୍ଦୋଳନ କରିଥିଲେ |

ରାଜନୀତି, ସାମାଜିକ, ତଥା ସାଂସ୍କୃତିକ କ୍ଷେତ୍ରରେ ଦେଶର ବିକାଶ ଏହି ଆନ୍ଦୋଳନର ମୁଖ୍ୟ କାରଣ ଥିଲା, ଓଡ଼ିଆ ଭାଷା ଓ ଓଡ଼ିଆ ଲାକଙ୍କ ସୁରକ୍ଷା ଥିଲା ଉଦ୍ଦ୍ୟେଶ |

ଏହି ଆନ୍ଦୋଳନକୁ ଆହୁରି ଜୋର କରିବା ପାଇଁ ଶ୍ରୀ ମଧୁସୂଦନ ଦାସ 1903 ମସିହାରେ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ, ଆମ ସ୍ୱାଧୀନତା ସଂଗ୍ରାମୀ ଲଗାତାର ସଂଗ୍ରାମ ଜାରି ରଖିଥିଲେ |


ସବୁ ଚେଷ୍ଟା ସଫଳ ହୋଇଥିଲା, ଏପ୍ରିଲ 1 1936 ମସିହାରେ, ଆମ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା, ସେହି ଦିନ ଠାରୁ ଏପ୍ରିଲ 1 କୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ |

#utkaldivasstatus #utkaldivas #utkaldivassong #utkaldivasstatusvideo #happyutkaldivas #utkaladivaswhatsappstatus #utkaldiwasstatus #utkaladivasstatusodia #happyutkaladivasstatus #utkaladiwasstatus #happyutkaladivaswhatsappstatus #utkaladivaswhatsappstatus #utkaladibasastatus #utkaldivas2023 #utkaladivasstatussong #utkaldivaswishes #odiastatus #utkaladivasstatusshorts #utkaldibasstatus #ajmerafashionodia #odisha #ajmerafashionodisha

2 years ago | [YT] | 2

Ajmera Fashion Odia

କିନ୍ତୁ ଆପଣଙ୍କୁ ବ୍ୟବସାୟରେ କଁ କରିବା ଉଚିତ ?

ଏହି ପ୍ରଶ୍ନର ଉତ୍ତର ଯଦି ଖୋଜିବାକୁ ଯିବେ ତେବେ ଆଜିର ଦିନରେ ସବୁଠାରୁ ଅଧିକ ଡିମାଣ୍ଡରେ ଥିବା ବ୍ୟବସାୟ ହେଉଛି କପଡା ବ୍ୟବସାୟ | ଏହି ବ୍ୟବସାୟକୁ ଆପଣ ଘରୁ ଆରମ୍ଭ କରି ପାରିବେ,କମ ଇନଭେଷ୍ଟମେଣ୍ଟରୁ ବି ଆରମ୍ଭ କରି ପାରିବେ | ଯେମିତି ଆପଣ ଚାହୁଁ ଛନ୍ତି ସେମିତି କରି ପାରିବେ ତା ବି ସୁରଟର ସବୁଠାରୁ ବଡ କପଡା ମଣ୍ଡି ସୁରଟ୍ରୁ |ସୁରଟରେ ଅଜମେର ଫେସନ ସବୁଠାରୁ ବଡ ଶାଢ଼ୀ କମ୍ପାନୀ ଏଠାରେ ବହୁତ ଭଲ ଜିନିଷ ମିଳେ ଓ ଭଲ ଦାମରେ ମିଳେ | ଯେମିତି ଆପଣ ଖୋଜିବେ ସବୁ ମିଳିବ | ଆଜିର ଦିନରେ 80,000ରୁ ଅଧିକ ରିଟେଲର୍ସ ଯୋଡି ହେଇଛନ୍ତି ଏ କମ୍ପାନୀ ସହିତ , ତ ଆପଣ ବି ଆସନ୍ତୁ ଓ ଅଧିକ ସୂଚନା ପାଇଁ ଆମକୁ ଏହି ନମ୍ବରରେ ସମ୍ପର୍କ କରନ୍ତୁ ଓ ୟୁ-ଟ୍ୟୁବ ଚ୍ୟାନେଲ ଦେଖନ୍ତୁ |

2 years ago | [YT] | 5

Ajmera Fashion Odia

ସରକାରୀ ଚାକିରୀ ନିଜ ବ୍ୟବସାୟ କଣ କରିବା ଉଚିତ ?

ଆମ ଦେଶରେ ବଢ଼ୁ ଥିବା ଜନ ସଂଖ୍ୟା ଓ ମହଂଗା ମାଡ଼ କାହାକୁ ଅବା ଅଜଣା ? ରୋଜଗାର ସମସ୍ତଙ୍କର କମିବାରେ ଲାଗିଛି | ଏହି ସମୟରେ ଚାକିରୀ ଉପରେ ନିର୍ଭର କରିବା ବହୁତ ବଡ଼ ଭୁଲ ସାବ୍ୟସ୍ତ ହେଇ ପରେ | କାରଣ ବର୍ତମାନ ଛଟେଇ ବଢି ବାରେ ଲାଗିଛି | ଆଉ ଆଘକୁ ଆହୁରି ଅସୁବିଧା ମଧ୍ୟ ଆସି ପହଂଚିବ, ଯଦି ସବୁ କ୍ଷେତ୍ରରୁ ଦେଖିବା ତେବେ ଆଜିର ଦିନରେ ଚାକିରୀ ଆମ ଜରୁରୀ ଜିନିଷ ହିଁ ପୁରା କରି ପାରିବ କିନ୍ତୁ ତା ଠାରୁ ଅଧିକ ଆଉ କିଛି ନୁହଁ | କିନ୍ତୁ ବ୍ୟବସାୟ ଦ୍ୱାରା ଆପଣ ସବୁ କରି ପାରିବେ ଆବଶ୍ୟକତା ସହ ନିଜ ସ୍ବପ୍ନ ବି ପୁରା କରି ପାରିବେ | ସରକାରୀ ଚାକିରିର ବି ଆଜିର ଦିନରେ କୌଣସି ଠିକ ଠିକଣା ନାହିଁ | ତେଣୁ ବ୍ୟବସାୟ ହିଁ ଆପଣଙ୍କୁ ଆସ୍ୱସ୍ଥି ଦେଇ ପାରିବ |

ଯଦି ଆମେ ଦେଖିବାକୁ ଯିବା ଚାକିରୀ ଓ ବ୍ୟବସାୟ ଭିତରେ ତେବେ ବ୍ୟବସାୟ ଗୋଟିଏ ଉଚିତ ବିକଳ୍ପ | କାହା ପାଖରେ ଯାଇକି 8-9 ଘଣ୍ଟା କାମ କରିବା ଠୁ ଭଲ ନିଜ ପାଇଁ 12 ଘଣ୍ଟା କାମ କରିବା |

2 years ago | [YT] | 2