Kiran Kumar korkora

ନମସ୍କାର୍...
ମୁଁ ହେଉଛି କିରଣ କୁମାର କର୍କରା ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ କୁ ସ୍ଵାଗତ ଜଣାଉଛି......
ଆପଣମାନେ ଏହି ୟୁଟ୍ୟୁବ ଚେନାଲ୍ ରେ ଦେଖିବାକୁ ପାଇବେ ଅଭିବକ୍ତ କୋରାପୁଟ ଜିଲ୍ଲାର କଳା, ସଂସ୍କୃତି, ନାଚ ଗୀତ ମନୋରଞ୍ଜନ ଓ ଖାସ୍ ପ୍ରତିଭାକୁ ନେ଼ଇ ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲା ତିଆରି ହୋଇଛି..........ଆପଣଙ୍କ ଭଲପାଇବା ଓ ଆଶୀର୍ବାଦ ହିଁ ଆମର ସଫଳତା.....
ଏହି ୟୁଟ୍ୟୁବ ଚ୍ୟାନେଲ ରେ ଆପଣ ମାନେ ଦେଖିବାକୁ ପାଇବେ ଦାମୋଗୁରୁ, କର୍ଣ୍ଣ ଗୁରୁ, ଭୁବନ ଗୁରୁ, ବସୁଦେବ ଗୁରୁ, ପ୍ରଦିପ୍ ଗୁରୁ, ସରୋଜ ଗୁରୁ ସମସ୍ତଙ୍କର ନାଟକ...
ଧନ୍ୟବାଦ.......ନମସ୍କାର 🙏🙏🙏
@kirankumarkorkora Hello! I'm Kiran Kumar Karkara.
Welcome to my YouTube channel. Here you'll discover the rich art, culture, folk dance, music, drama, entertainment, and unique talents of the undivided Koraput district. Our mission is to preserve and promote the cultural heritage of our region. Enjoy performances by Damoguru, Karna Guru, Bhuvan Guru, Basudev Guru, Kshetra Guru, Sana Guru, and many other talented artists. Your love, support, and blessings inspire us to keep creating. Thank you! Namaskar. 🙏


Kiran Kumar korkora

ବୁଟିଗୁଡ଼ା ଗ୍ରାମ ର ନାଟକ ର ମାର୍ଚ୍ଚ ଏବଂ ଏପ୍ରିଲ ମାସର ବୁକିଙ୍ଗ ଲିଷ୍ଟ୍ ଯୋଗାଯୋଗ କରନ୍ତୁ 9989157699 🙏🙏🙏

6 months ago | [YT] | 615

Kiran Kumar korkora

ଦାମୋ ଗୁରୁ ଙ୍କ ଏ ବର୍ଷ ର ସାମାଜିକ ନାଟକ ବୋରାଯଡ଼ି ଗ୍ରାମ ର 9989157699

7 months ago | [YT] | 379

Kiran Kumar korkora

ଦାମୋ ଗୁରୁ ଙ୍କ ପରିବେଷିତ ନୂତନ ବର୍ଷ ର ସାମାଜିକ ନାଟକ ଅତିଶୀଘ୍ର ମୁକ୍ତିଲାଭ କରିବା ଯାଉଛି 13_2_2026 9989157699

7 months ago | [YT] | 306

Kiran Kumar korkora

ଦାମୋ ଗୁରୁ ଙ୍କ ପରିବେଷିତ ନୂତନ ବର୍ଷର ସାମାଜିକ ନାଟକ ଅତିଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଗୁଆଲି ଗ୍ରାମ ରେ 8_2_2026 9989157699

8 months ago | [YT] | 506

Kiran Kumar korkora

ଦାମୋ ଗୁରୁ ଙ୍କ ଏ ବର୍ଷ ର ସାମାଜିକ ନାଟକ ଅତିଶୀଘ୍ର ମୁକ୍ତିଲାଭ କରିବା କୁ ଯାଉଛି 6_2_2026 କଟଣୀ କୁଣ୍ଡ ଗ୍ରାମ ର 9989157699

8 months ago | [YT] | 484

Kiran Kumar korkora

ଦାମୋ ଗୁରୁ ଙ୍କ ନୂଆ ନାଟକ ଅତିଶୀଘ୍ର ମୁକ୍ତିଲାଭ କରିବା କୁ ଯାଉଛି ବରାଯଡ଼ି ଗ୍ରାମ ର ଆସନ୍ତା ତା _28 _1_2026 9989157699

8 months ago (edited) | [YT] | 475

Kiran Kumar korkora

https://youtu.be/Y7GiqPKQ518?si=zfxr2... karan Guru New Natok Video

8 months ago | [YT] | 293

Kiran Kumar korkora

New koraputia desia song

8 months ago | [YT] | 12

Kiran Kumar korkora

New koraputia desia song

8 months ago | [YT] | 14

Kiran Kumar korkora

New koraputia natak song

8 months ago | [YT] | 7