Patitapaban Purushottam

|| ନୀଳାଚଳ ନିବାସାୟ° ନିତ୍ୟାୟ° ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟା° ଜଗନ୍ନାଥାୟତେ ନମଃ ||


Patitapaban Purushottam

ଓଡ଼ିଆ ନବ ବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ 🙏🙏
#panasankranti2026 #jaymaatarini

3 weeks ago | [YT] | 1

Patitapaban Purushottam

ଆଜି ଠାକୁରଙ୍କୁ ସୁସଜ୍ଜିତ କଇଁ ଫୁଲରୁ🌺💕💕🥰🥰😊😊🪔🪔🙏
9.11.25
#jayjagganath#home#dailylife#dailydarshan

5 months ago | [YT] | 3

Patitapaban Purushottam

ଆଜି ପବିତ୍ର ମାର୍ଗଶୀର ମାସ ମାଣବସା ଗୁରୁବାର ପ୍ରଥମ ପାଲି🌺🌺🙏🙏🙏🪔🪔
#manabasagurubara#manabasagurubarajhotichita#lakshmipuja#jaymaalakshmi

5 months ago | [YT] | 2

Patitapaban Purushottam

କାର୍ତ୍ତିକ ପୂର୍ଣ୍ଣିମାରେ ମୋର ଦଙ୍ଗା ଭସା ଆଉ ମୁରୁଜ କଟା 🪔🪔🙏🙏🌺🌺🌺
ଆପଣ ସମସ୍ତ ଦର୍ଶକବୃନ୍ଦଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ 🙏🙏🙏
#କାର୍ତ୍ତିକପୂର୍ଣ୍ଣିମା୨୦୨୫ #kartikpurnima2025#boitabandana

5 months ago | [YT] | 3

Patitapaban Purushottam

କାର୍ତ୍ତିକ ପୂର୍ଣ୍ଣିମାରେ ସୁସଜ୍ଜିତ ହୋଇ ସୁବର୍ଣ୍ଣ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ🙏🙏🪔🪔🪔
#kartikpurnima2025#jayjagganath

5 months ago | [YT] | 4

Patitapaban Purushottam

ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ୨୦୨୫

10 months ago | [YT] | 1

Patitapaban Purushottam

କାନ୍ଦୁଚି ସାରା ବିଶ୍ଵ କାନ୍ଦୁଚି ସାରା ଅହମଦାବାଦ କାନ୍ଦୁଚି ମୋ ଜଗା,ଠାକୁର୍ ସମସ୍ତ ମୃତକଙ୍କ ପରିବାରକୁ ସଦଭାବନା ଦିଅନ୍ତୁ🙏🙏😢😢
#ahmedabadplanecrash

10 months ago | [YT] | 1

Patitapaban Purushottam

ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ଏକାଦଶୀ ବାହାଘର ନୀତି🙏🙏🙏🎉🎉🎊🎊#rukminiharanekadashi2025#jayjagganath#haribola

10 months ago | [YT] | 1

Patitapaban Purushottam

ସମ୍ପନ୍ନ ହେଲା ଦେବଦମ୍ପତୀଙ୍କ ଶୁଭ ପରିଣୟ🎊🎊🎉🎉🙏🙏
#sitalsashthi2025#rourkela#sitalsasthi#devinewedding

11 months ago (edited) | [YT] | 1

Patitapaban Purushottam

ଆଜି ପବିତ୍ର ଫଗୁ ଦଶମୀ 🪔🪔🙏🙏💕✨
ଆଜିଠୁ ଦୋଳ ଉତ୍ସବ ଆରମ୍ଭ ଓ ଶ୍ରୀଜୀଉଙ୍କ ଦୋଳ ପୂର୍ଣ୍ଣିମା ଯାଏ ଚାଚେରୀ ବେଶ ଦର୍ଶନ 💕💕🙏🙏💕
#dolapurnima2025#chacheribesa#jayjagganath#holi2025

1 year ago | [YT] | 3