50k subscribers
Hello-ପ୍ରିୟ ଛାତ୍ର ଛାତ୍ରୀ ମାନେ ଆପଣଙ୍କୁ ଆମ YOUTUBE ଚ୍ୟାନେଲ MB JOB UPDATE କୁ ସ୍ବାଗତ || BED, CUET, OSSTET, OTET, CTET, JT, HIGH SCHOOL TEACHER, OSSC, OSSSC, OPSC, SSC, Railway, Bank Etc....ଏବଂ ଓଡ଼ିଶା ସରକାର ତଥା ଭାରତ ସରକାର ଙ୍କ ପକ୍ଷରୁ ଯାହା ବି GOVT JOB/ NOTIFICATION Vacancy ଆସୁଛି ଯେପରି SCHOLARSHIP, FORM APPLY, EXAM ସମସ୍ତ ସୂଚନା ଏବେ ଆମ YOUTUBE CHANNEL ରେ ମିଳିବ,ଆମ CHANNEL କୁ LIKE,SHARE,SUBSCRIBE କରି BELL ICON କୁ ପ୍ରେସ୍ କରନ୍ତୁ.... ଏବଂ ଆମର TELEGRAM ଗ୍ରୁପ ରେ ଏବେ ହିଁ JOIN

TELEGRAM CHANNEL NAME - MB JOB UPDATE

TELEGRAM କୁ ଯାଇ SEARCH କରନ୍ତୁ ଆମ CHANNEL-MB JOB UPDATE


MB JOB UPDATE

1 week ago | [YT] | 1

MB JOB UPDATE

New PAN Card apply jie kariba message kr-9853730160,Apply କରିକି ଦିଅ ଯିବ ଓକ

2 weeks ago (edited) | [YT] | 0

MB JOB UPDATE

ଛାତ୍ର ଏକତା ଜିନ୍ଦାବାଦ୍ 👍✌️🙏

3 weeks ago | [YT] | 3

MB JOB UPDATE

1 month ago | [YT] | 2

MB JOB UPDATE

Bet of luck Tommorow RRB Group D Exam👍

1 month ago | [YT] | 0

MB JOB UPDATE

*🎡ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ l*
- ସୋନି ଟିଭିରେ ପ୍ରସାରିତ 'ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬'ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ।
- ସଙ୍ଗୀତ ପ୍ରତିଭା, କଠିନ ପରିଶ୍ରମ ଓ ଅଦମ୍ୟ ଆତ୍ମବିଶ୍ୱାସର ବଳରେ ଜ୍ୟୋତିର୍ମୟୀ ନାୟକ ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ରିଅଲିଟି ଶୋ * *'ଇଣ୍ଡିଆନ୍ ଆଇଡଲ୍–୧୬'* ର ବିଜେତା ହୋଇ ଓଡ଼ିଶାର ଗୌରବ ବଢ଼ାଇଛନ୍ତି।
- ତାଙ୍କର ସୁମଧୁର କଣ୍ଠ, ନିରନ୍ତର ଚମତ୍କାର ପ୍ରଦର୍ଶନ ଏବଂ ଦର୍ଶକଙ୍କ ଅପାର ଭଲପାଇବା ତାଙ୍କୁ ଏହି ସଫଳତାର ଶିଖରରେ ପହଞ୍ଚାଇଛି।
- ଏହି ବିଜୟ କେବଳ ଜ୍ୟୋତିର୍ମୟୀଙ୍କ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ।
- ଜ୍ୟୋତିର୍ମୟୀଙ୍କ ଏହି ସଫଳତା ପାଇଁ ସମଗ୍ର ରାଜ୍ୟରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

1 month ago | [YT] | 38

MB JOB UPDATE

1 month ago | [YT] | 0

MB JOB UPDATE

Breaking News : शिक्षा मंत्री धर्मेंद्र प्रधान का इस्तीफा सत्यमेव जयते 🔥🔥👍👍👍👍

1 month ago | [YT] | 0