ହିମାଂଶୁ ଶେଖର ସାହୁ ସେନା ଧର୍ମଶାଳା

Jay shree ram 🚩 ମୁଁ ଧର୍ମଶାଳା ର ସେବକ
ମୋର ଲକ୍ଷେ ମୋ ଧର୍ମଶାଳା ର ଲୋକ ସୋବୁ ବେଳେ
ସୁଖ ଶାନ୍ତି ରେ ରହିଲେ ମୁଁ
ବୁହୁତୁ ଖୁସି ହିବି
ଜୟ,,,,,,, ଧର୍ମଶାଳା,,,,,
,,,,,, ଜୟ ମାଟି ମା,,,,,♥️


ହିମାଂଶୁ ଶେଖର ସାହୁ ସେନା ଧର୍ମଶାଳା

ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ଗ୍ରାମପଞ୍ଚାୟତ ଓଡଙ୍ଗ ଛକଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ଚା ପେ ଚର୍ଚ୍ଚା କାର୍ଯ୍ୟ ମାଧ୍ୟମରେ ଲୋକମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ।।
#Himanshu Shekhar sahoo ସେବକ ଧର୍ମଶାଳା

9 months ago | [YT] | 2

ହିମାଂଶୁ ଶେଖର ସାହୁ ସେନା ଧର୍ମଶାଳା

ସାଧାରଣ ଜନତାଙ୍କୁ ଆଉ ଭୁଆଁ ବୁଲାଇବାକୁ ଚେଷ୍ଟା କରନ୍ତୁନାହିଁ, ଏଥର ଭୋଟ ବାକ୍ସ ରେ ନୁହେଁ, ଭେଟା ଭେଟି ରେ ଜବାବ ଦେବାକୁ ପଡିବ ଭାଇ ଆଉ ଭଉଣୀ କୁ.
ସାବଧାନ ଜନତା ମାତିଛନ୍ତି....

1 year ago | [YT] | 2

ହିମାଂଶୁ ଶେଖର ସାହୁ ସେନା ଧର୍ମଶାଳା

ଆଜି *ଧର୍ମଶାଳା ବ୍ଲକ, କୋତପୁର ଗ୍ରାମପଞ୍ଚାୟତ ର ଭଗବାନପୁର ଠାରେ* ଅନୁଷ୍ଠିତ ଚଣ୍ଡୀ ଯଜ୍ଞ ଅବସରରେ ଆମ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ, ଲିକୁ ଭାଇ ଙ୍କ ପରାମର୍ଶ କ୍ରମେ ଭାରତୀୟ ଜନତା ପାର୍ଟିର ସଦସ୍ୟ ମାନେ ଯୋଗଦାନ କରି ମା ଙ୍କ ନିକଟରେ ଗ୍ରାମବାସୀଙ୍କ ମଙ୍ଗଳ କାମନା କରିଥିଲେ...

1 year ago | [YT] | 2

ହିମାଂଶୁ ଶେଖର ସାହୁ ସେନା ଧର୍ମଶାଳା

ଆଜି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୃର୍ମି ଓ ଫାଇଲେରିୟା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ଆମ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ମା ଶ୍ରୀମତୀ ମିନତି ସାହୁ ଏବଂଭାରତୀୟ ଜନତାପାର୍ଟିର ସଦସ୍ୟ ମାନେ ଯୋଗଦାନ କରି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି କିପରି ରୋଗ ସୃଷ୍ଟି ନହେବ ଏବଂ ରୋଗ ହୋଇଥିଲେ ତାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସ୍ବାସ୍ଥ୍ୟ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ

1 year ago | [YT] | 3

ହିମାଂଶୁ ଶେଖର ସାହୁ ସେନା ଧର୍ମଶାଳା

ଓଡିଶୋ ଗ୍ରାମପଞ୍ଚାୟତ ବାଙ୍କ ବିହାରି ପଣ୍ଡା ଙ୍କ ପୁଅ ଆଶିଷ କୁମାର ପଣ୍ଡା ଜାରକା ସ୍ଥିତ ଏକ ଘରୋଇ କଲେଜରେ ଶିକ୍ଷା ଅଧୟନ କରୁଥିଲେ କୌଣସି ଏକ କାରଣରୁ ସେ କିଛିଦିନ ତଳେ ଆତ୍ମହତ୍ୟା କରିଥିଲେ ତାଙ୍କର ଅକାଳ ବିୟୋଗ ରେ ଆମେ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରକୁ ଅସୀମ ଧର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ । ଆଜି ତାଙ୍କ ବାସଭବନ ରେ ଆମ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ପହଞ୍ଚି ଅମର ଆତ୍ମାର ସଦଗଦି କାମନା କରିବା ସହିତ ସୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ...

#Sevak_Dharmasala
#Himanshu_Sekhar_Sahoo
#Dharmasala

@dpradhanbjp
@manmohansamal7
@jpnaddaofficial
@dharmasalabjp
@bjymofficial
@bjp4odisha
@bjp4india
@sunilbansalbjp
@vijaypalbjp
@latausendi
@amitshahofficial
@narendramodi
@mohanmodisha
@kanakvardhansinghdeo
@pravatiparidabjp
@himanshu_shekhar_sahoo_d

1 year ago | [YT] | 5

ହିମାଂଶୁ ଶେଖର ସାହୁ ସେନା ଧର୍ମଶାଳା

ବଡ଼ କାଏମା ପଞ୍ଚାୟତ ମହାସଂଘ ର ସଭାପତି #ବିଦୁଲତା_ବିଶ୍ୱାଳ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡପ କରି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ମାସ ମାସ ଧରୀ କର୍ମଚାରୀଙ୍କ ଟଙ୍କା ଉଠାଇ ମଉଜ କରୁଥିଲେ। ତାଙ୍କ ସହ ସମ୍ପୂରକ୍ତ ଥିବା ଆଉ ୩ ଜଣ ଫେରାର ଅଛନ୍ତି।

#ମିଶନ_ଶକ୍ତି #ଧର୍ମଶାଳା #ଗେଣ୍ଡା

1 year ago | [YT] | 1