Kalinga TV a 24-hour Odia news channel is part of Kalinga Media & Entertainment Pvt. Ltd. was founded by philanthropist and educationist Dr. Achyuta Samanta with Mr. Himansu Sekhar Khatua the noted film maker at it’s helm as the Managing Director.
Kalinga TV is a 24-hour news channel and plans to be the premiere news channel in Odisha with special emphasis on social development.

The company was incorporated on 24.04.2013 under the Companies Act of 1956.


Kalinga TV

ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି
#CPRadhakrishnan
#VicePresidentElection
#VicePresidentElection2025
#VicePresidentElections

5 hours ago | [YT] | 618

Kalinga TV

ବନ୍ୟାରେ ଫସଲ ନଷ୍ଟ ଆଉ ଚାଷୀଙ୍କୁ ସାର ମିଳୁନି । କେମିତି କରିବା ସମାଧାନ ?

7 hours ago | [YT] | 41

Kalinga TV

ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ, ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ହେବ ଆଲୋଚନା
#subhadrayojana
#Odisha

11 hours ago | [YT] | 159

Kalinga TV

ଆସୁଛି ଆଉ ଏକ ଲଘୁଚାପ, ୧୩ ଯାଏ ଭିଜିବ ଓଡ଼ିଶା

#HeavyRain
#Lowpressure
#WeatherUpdate
#Odisha
#Rain
#HeavyRainfall

12 hours ago | [YT] | 997

Kalinga TV

ଆଜି ଉପରାଷ୍ଟ୍ରପତି ନିର୍ବାଚନ, ରାଧାକ୍ରିଷ୍ଣନ ନା ସୁଦର୍ଶନ! କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି?
#VicePresidentElection #vicepresidentialelection2025
#India #NDA #INDIABloc #kalingatv

14 hours ago | [YT] | 116

Kalinga TV

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଘଣ୍ଟାଏ ଧରି ବନ୍ଦ ରହିବସାଧାରଣ ଦର୍ଶନ
#puri
#jagannathpuri
#Odisha
#kalingatv

16 hours ago | [YT] | 444

Kalinga TV

ପ୍ରତିଦିନର ଦିନଚର୍ଯ୍ୟାରେ ବେଲପତ୍ର ସେବନକୁ ନିଶ୍ଚିତ ସାମିଲ କରନ୍ତୁ, ଯଦି ଏପରି କରନ୍ତି ତେବେ ଆପଣଙ୍କୁ ଏକାଧିକ ଲାଭ ମିଳିବ
#health #healthbenifits #belpatra

1 day ago | [YT] | 699

Kalinga TV

ଅପରେସନ ବ୍ଲୁ ଷ୍ଟାର : ବାଣୀବିହାର ହଷ୍ଟେଲରୁ ହଟିଲେ ଅଣଛାତ୍ର, ରେଡ୍ କରି ବିଦାକଲା ପୋଲିସ

#UtkalUniversity
#Bhubaneswar
#Odisha
#VaniVihar

1 day ago | [YT] | 239

Kalinga TV

ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ, ୧୦ ତାରିଖରୁ ପୁଣି ବଢ଼ିବ ବର୍ଷା
#HeavyRain
#Lowpressure
#WeatherUpdate
#Odisha
#Rain
#HeavyRainfall

1 day ago | [YT] | 666

Kalinga TV

ଏପଟେ ମୋଦି ମୋର ଭଲ ବନ୍ଧୁ କହି ଅନ୍ୟପଟେ ଟାରିଫ ବଢ଼ାଇବାକୁ କହୁଛନ୍ତି ଟ୍ରମ୍ପ । କଣ କହିବେ ?

1 day ago | [YT] | 100