Odisha Jhia bully




ଜୟ ମା ମାହେଶ୍ୱରୀ
ଜୟ ଜଗନ୍ନାଥ


ଆପଣମାନଙ୍କୁ ମୁଁ ମୋ ଚ୍ୟାନେଲକୁ ସ୍ବାଗତ କରୁଛି

ମୋ ନାଁ ବୁଲି ମୋ ଘର ଅନୁଗୁଳ ଜିଲ୍ଲା , ମୁଁ ମୋ ଭିଡିଓ ମାଧ୍ୟମ ରେ ଗାଁ ଲୋକମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ ବିଷୟରେ ଆପଣମାନଙ୍କୁ ଦେଖାଇବାକୁ ଚେଷ୍ଟାକରେ

ଆପଣମାନେ ମୋ ଭିଡିଓ ଦେଖୁଥ‌ିବାରୁ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ


ଏବେ ଆପଣମାନଙ୍କ ସମର୍ଥନ(Support) ମତେ ବେଶି ଆବଶ୍ୟକ, ଯାହାଦ୍ବାରା କି ମୁଁ ଗାଉଁଲି ସଂସ୍କୃତିକୁ ପୁରା ଓଡିଶାରେ ବିସ୍ତାର କରିପରିବି

ଯଦି ଆପଣ ମୋ ଭିଡିଓକୁ ଦେଖୁଛନ୍ତି ତାହାଲେ ଭିଡ଼ିଓ କୁ Like, Comment, Share କରି ମୋ ଚ୍ୟାନେଲ କୁ Subscribe କରିଦିଅନ୍ତୁ, ଯାହାଦ୍ବାରା କି ମୋ ଭିଡିଓ ଓଡିଶାର ଘରେ ଘରେ ଲୋକ ଦେଖୁପରିବେ !

ଆଶାକରୁଛି ଆମ ଓଡ଼ିଆ ସଂସ୍କୃତି କୁ ଆଗକୁ ନେବାପାଇଁ ଆପଣମନେ ମତେ ସାହାଯ୍ୟ

କରିବେ

ରହିଲି ଜୟ ଜଗନ୍ନାଥ,

For Business Enquiry :-


ଜୟ ମା ମାହେଶ୍ୱରୀ
youtube.com/channel/UC1rKneKEQ2ca7-eavMvttiA


Odisha Jhia Bully

Happy new year Public

3 years ago | [YT] | 4

Odisha Jhia Bully

it's my birthday today

3 years ago | [YT] | 10