KHANTI JAJPURIA TOKA

ମୋ ଚାନେଲ କୁ ଆପଣକୁ ସ୍ବାଗତମ,ଆଶା କରୁଛି ଆପଣ ମୋ ଚ୍ୟାନେଲ ର ସମସ୍ତ ଭିଡିଓ କୁ ଦେଖି ମନଭରି ନେଇଥିବାରୁ ଆପଣକୁ ଧନ୍ୟବାଦ୍ । ଆପଣଙ୍କ ର ଟିକେ ଭଲ ପାଇବା ଆଶା କରୁଚି । ସମସ୍ତ ଭିଡିଓ କୁ ଲାଇକ ଓ ସେୟାର ଏବଂ ସସ୍ କ୍ରାଇବ କରିବାକୁ ଭୁଲିବେନି ।।।🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻Plz Subscribes my🙏🏻🙏🏻🙏🏻🙏🏻 channel


KHANTI JAJPURIA TOKA

ଓଡ଼ିଶା ର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ????

1 month ago | [YT] | 0

KHANTI JAJPURIA TOKA

💔 “ଆଜି ଓଡ଼ିଶା ତାଙ୍କର ଗୋଟିଏ ସ୍ୱରକୁ ହରାଇଦେଲା…
ହ୍ୟୁମାନ ସାଗରଙ୍କ ମୃତ୍ୟୁ ସମ୍ବାଦ ହୃଦୟକୁ ଚିରିଦେଲା।
ଯେ ସ୍ୱର ଲକ୍ଷ ଲକ୍ଷ ହୃଦୟକୁ ସ୍ପର୍ଶ କରିଥିଲା,
ଆଜି ସେହି ସ୍ୱର ନିରବ…
ତଥାପି ତାଙ୍କର ଗୀତ, ତାଙ୍କର ସ୍ମୃତି
ସଦା ଆମକୁ ମନେ ପକାଇବେ ଯେ
ସେ ଜୀବନ୍ତ — ଗୀତରେ, ଆମର ଭାବନାରେ, ଆମର ସ୍ମୃତିରେ।” 💐

1 month ago | [YT] | 1

KHANTI JAJPURIA TOKA

ଓଡ଼ିଶା ରେ କେଉଁ ରଙ୍ଗ ର ସେଓ ଆମ ସ୍ବାସ୍ଥ୍ୟ ପାଇଁ ଜରୁରୀ ଅଟେ ???

2 months ago | [YT] | 3

KHANTI JAJPURIA TOKA

ମାଣ୍ଡିଆ କଟଲେଟ 😋😋😋🤤🤤🤤

4 months ago | [YT] | 3

KHANTI JAJPURIA TOKA

ମୁଁ ଗୋଟେ କଥା ବୁଝିପାରୁନାହିଁ ଯାଜପୁର ରେ ହଇଜା ରେ ବିବାହ ଭୋଜି ବ୍ୟାନ ହୋଟେଲ ବନ୍ଦ ଏବଂ ଫାଷ୍ଟ ଫୁଡ୍ ଦୋକାନ ମଧ୍ୟ ବନ୍ଦ କରିଦିଆଯାଇଛି ହେଲେ ପୁରୀ କୁ ସମସ୍ତ ଙ୍କୁ ଜଗା ଦର୍ଶନ ପାଇଁ କେମିତି ଛାଡ଼ି ଦିଆଯାଉଛି ????
* ଯାଜପୁର ର ଲୋକ ମାନେ ପୁରୀ ଗଲେ ସେଠାରେ କଣ ହାଇଯା ହେବନି ?

6 months ago | [YT] | 1

KHANTI JAJPURIA TOKA

କିସ୍ ଜଗନ୍ନାଥ ମନ୍ଦିର କିଛି ମନୋଲୋଭା ଦୃଶ୍ୟ ।। ରଥ ଯାତ୍ରା ଉପଲକ୍ଷେ ସମସ୍ତ ଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ଜୟ ଜଗନ୍ନାଥ 🙏🏻🙏🏻🙏🏻

6 months ago | [YT] | 2

KHANTI JAJPURIA TOKA

ଟାଇମ୍ସ ହାଇୟର ଏଜୁକେଶନ ଇମ୍ପ୍ୟାକ୍ଟ ବିଶ୍ଵ୍ଵ ର୍ର୍ୟାଙ୍କି ୨୦୨୫

6 months ago | [YT] | 1

KHANTI JAJPURIA TOKA

ପ୍ରସିଦ୍ଧ କୁଆଖିଆ ମେଳଣ

9 months ago | [YT] | 10

KHANTI JAJPURIA TOKA

ହୋଲି ଖେଳିଲେ ଦୌଡ଼ ରାଣୀ ଦୂତୀ ଚାନ୍ଦ । #holi

9 months ago | [YT] | 3

KHANTI JAJPURIA TOKA

Near Patia kiit collage

1 year ago | [YT] | 1