🛕 ଜୟ ଜଗନ୍ନାଥ ସାଙ୍ଗ ମାନେ....! ⭕‼️⭕
👉🌹ଆମେ ଓଡ଼ିଆ🌹ଭାରି ବଢିଆ.
🗣️ଏ ଗରିବ ଭାଇକୁ ଆପଣଙ୍କ Support ଦରକାର..! 🙏
😊 ମା ହାତରୁ ପଖାଳ ଖାଇବାର ଜେ ଖୁସି ଥାଏ
ଏ ବିରିୟାନୀ ଚାଉମିନ ରେ ସେ ଖୁସି ନ ଥାଏ..!😥
ହେ ଜଗା ⭕‼️⭕
ଏତେ ଦୁଃଖ ଦବା ଆଗରୁ ଥରୁଟେ ଭାବିକି ଦେଖ ମୁଁ ଗୋଟେ ମଣିଷ ଖେଳନା ନୁହଁ 🙏
ଛୋଟ vlog ଭାଇଟା
ଆଗକୁ ଆଗେଇବାକୁ ଚେଷ୍ଟା କରୁଛି 🌲 ତାହା ଏଇ Channel ମାଧ୍ୟମରେ ଦେଖିବାକୁ ପାଇବେ 🌿 ତେଣୁ ଆପଣମାନଙ୍କ ଭଲ ପାଇବା ଆଉ ସପୋର୍ଟ ଆବଶକ୍ୟ 🌾 ଏ ଭାଇର ହୁଦ୍ରୟକୁ ଯିଏ ବି ବୁଝିପାରୁଥିବେ Susbribe ଟେ ନିହାତି କରିଦେବେ 🙏🌿